Browsing Category

ରାଜ୍ୟ

ବୌଦ୍ଧ : ଅଗଷ୍ଟ 9 ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ସଟ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

ବୌଦ୍ଧ - କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ 9 ତାରିଖ ଯାଏଁ ସଟଡାଉନ ଅବଧି କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୃଦ୍ଧି କରିଛନ୍ତି | ସପ୍ତାହର ସୋମବାର ଠାରୁ ଗୁରୁବାର ଯାଏଁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ 7 ଘଣ୍ଟା ଠାରୁ ଅପରାନ୍ହ 2 ଘଣ୍ଟା ଯାଏଁ
Read More...

କରୋନା ମାଡକୁ ମରୁଡିର ପଦଧ୍ୱନୀ ଜୀବନଜୀବିକା ଦୁର୍ବିସହ

ଭୁବନେଶ୍ୱର : ରାଜ୍ୟରେ କରୋନା ମାଡ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଗତ ୫ ମାସ ଧରି ରାଜ୍ୟର ସାଧାରଣ ଲୋକେ ଜୀବିକା ହରାଇ ଅସ୍ତବ୍ୟସ୍ତ ହେଉଥିବା ବେଳେ ମୌସୁମୀ ଏହା ଉପରେ ଦାଉ ସାଧିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୫ଟି ଜିଲ୍ଲାର ପରିସ୍ଥିତି ଅତ୍ୟନ୍ତ ସଂଗୀନ ହୋଇଗଲାଣି ।
Read More...

ଢେଙ୍କାନାଳର ଗୋଟିଏ ଗାଁରୁ ଏକାଥରେ ୭୪ପଜିଟିଭ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ଗୋଟିଏ ଗାଁରୁ ଗୋଟିଏ ଦିନରେ ଏକକାଳୀନ ୭୪ ପଜିଟିଭ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚହଳ ପକାଇଛି । ଗୋଟିଏ ଦିନରେ ଜିଲ୍ଲାରୁ ୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଏହି ଜିଲ୍ଲାର ଗନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରୁ ୭୪ଜଣ ଚିହ୍ନଟ
Read More...

ସାଂସଦଙ୍କ ତରଫରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ

ଫୁଲବାଣୀ:କନ୍ଧମାଳ ଜିଲ୍ଳାର ଚକାପାଦ ବ୍ଳକ ଲାଇନପଡ଼ା ଅଂଚଳର ବ୍ରାହ୍ମଣପଦର ଗ୍ରାମର ମୁକେଶ ମୁଖି ଗତ ୨୨ତାରିଖରେ ଫୁଲବାଣୀ ସଦର ମହକୁମା ଅମଲାପଡ଼ା ଠାରେ ଦୁଇମହଲା କୋଠାରେ ରଙ୍ଗ ଦେଉଥିବା ବେଳେ୧୧କେଭି ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ମୁକେଶ ବାପା ମାଆଙ୍କର ଏକ ମାତ୍ର
Read More...

କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ରତନମ୍ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଅନୁମୋଦନ,ଗଜପତି ସାମ୍ବାଦିକଙ୍କ…

ପାରଳାଖେମୁଣ୍ଡି, ଜିଲ୍ଲାର ଜଣେ କୋଭିଡ୍ ଯୋଦ୍ଧା ତଥା ବରିଷ୍ଠ ସାମ୍ବାଦିକ କେ.ସିଏଚ.ରତନମ୍‌ଙ୍କ ଗତ ୧୨ ତାରିଖରେ ପରଲୋକ ହୋଇଥିଲା । ସେ ସାମ୍ବାଦିକମାନଙ୍କ ପାଇଁ ରୋଲ୍ ମଡେଲ୍ ଥିଲେ । ତେଲୁଗୁ ଇନାଡୁ ଦୈନିକ ପତ୍ରିକାରେ ସେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ଆସୁଥିଲେ ।
Read More...

ଆପ୍ ପକ୍ଷରୁ ମାସ୍କ ବଣ୍ଟନ

ପାରଳାଖେମୁଣ୍ଡି : ଆପ୍ ଗଜପତି ତରଫରୁ ଗୁମ୍ମା ବ୍ଲକର ମୁନି ସିଂ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗ ସିଂ ଗ୍ରାମରେ ମାସ୍କ ବଣ୍ଟନ କରାଯାଇଛି । ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ଉକ୍ତ ଗ୍ରାମରେ ମାସ୍କ ବଣ୍ଟନ କରାଯିବା ସହ ଲୋକଙ୍କୁ କୋରୋନା ସଂକ୍ରମଣ ରୁ
Read More...

ଗଜପତି ଜିଲ୍ଲାରେ ପାସ ହାର ୭୫.୮୨% ପ୍ରତିଶତ

ପାରଲାଖେମୁଣ୍ଡି : ଗଜପତି ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୭୫.୮୨% ପ୍ରତିଶତ ରହିଛି । ଜିଲ୍ଲାରେ ପାସ ହାର ଭଲ ଥିଲେ ମଧ୍ୟ କେହି ଜଣେ ଏ-୧ ଗ୍ରେଡରେ ନାହାନ୍ତି । ଜିଲ୍ଲାରେ ମୋଟ ୭,୪୭୯ ଛାତ୍ରଛାତ୍ରୀପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରୁ ୭୨୬୨
Read More...

ଦିନକରେ ୨୪ ପଜିଟିଭ ଚିହ୍ନଟ,ସଙ୍କଟାପନ୍ନ ସ୍ଥିତିରେ ଷ୍ଟେସନପଡ଼ା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଘନେଇବାରେ ଲାଗିଛି ଓ ବର୍ତ୍ତମାନ ସବୁଠାରୁ ବିପନ୍ନ ସ୍ଥିତି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦେଖିବାକୁ ମିଳିଛି । ଆଜି ଦିନକ ମଧ୍ୟରେ ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ କେବଳ ମାତ୍ର ଜଣେ ରେଢ଼ାଖୋଲର ହେବା ବ୍ୟତୀତ ବାକି ସବୁ ୫୫ଯାକ
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ସ୍ଥାପନା ଦିବସ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪୩ତମ ସ୍ଥାପନ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି
Read More...

ଡ୍ୟୁଟି ସାରି ଫେରିବା ବେଳେ ଦୁର୍ଘଟଣା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ସଦର ଥାନା ଫୁଲବାଣୀର ଦୁଇ ଗୃହରକ୍ଷୀ ସଦାନନ୍ଦ ସାହାଣୀ ଓ ପ୍ରତାପ କୁମାର ସାହାଣୀ ଆଜି ଗୁମାଗଡ ଠାରେ ଡ୍ୟୁଟି ସାରି ୨ ଘଣ୍ଟିକା ସମୟରେ ଥାନାକୁ ଫେରୁଥିବା ବେଳେ କେରେଡି ଠାରେ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ
Read More...