Browsing Category

ରାଜ୍ୟ

କିନ୍ନରମାନଙ୍କ କରୋନା ସଚେତନତା

ଫୁଲବାଣୀ: କନ୍ଧମାଳ ଜିଲ୍ଳାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ ଜିଲ୍ଳା ପ୍ରଶାସନ ତରଫରୁ ବିଭିନ୍ନ ସଚେତନତା ଜାରି ରହିଥିବାବେଳେ ଲକ୍‌ଡାଉନ୍‌ ଓ ସଟଡାଉନ୍‌ ପ୍ରକ୍ରିୟା ଜାରି ରଖି ଏହି ସମୟରେ ଅଙ୍ଗନବାଡି, ଆଶାକର୍ମୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଜରିଆରେ ସ୍ୱାସ୍ଥ୍ୟ
Read More...

ଅର୍ପିତା ବି କମ୍‌ ନୁହଁନ୍ତି ପ୍ରତିକୂଳ ପରିସ୍ଥିତିରେ ସଫଳ

ବଲାଙ୍ଗୀର : ଗତକାଲି ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ପୂର୍ବ ବର୍ଷମାନଙ୍କ ପରି ପୁଣି ଥରେ ଶୀର୍ଷ ସ୍ଥାନ ଦଖଲରେ ଘରୋଇ ବିଦ୍ୟାଳୟ ସରକାରୀ ବିଦ୍ୟାଳୟ ଠାରୁ ଆଗୁଆ ଅଛି । ବଲାଙ୍ଗୀର ଜିଲ୍ଲାରେ ପାସ ହାର ଗତ ବର୍ଷ ଠାରୁ କମିଛି । ଜିଲ୍ଲାରୁ ପରୀକ୍ଷା ଦେଇଥିବା ସମୁଦାୟ୨୨,୫୫୫
Read More...

କୋଭିଡ୍‌ ସେଣ୍ଟର ପାଇଁ ଖଟିଆ ବୋହିଲେ ସ୍କୁଲ ଛାତ୍ର !

କ.ନୂଆଗାଁ : କୋରନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । କିନ୍ତୁ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଜିରିଡିକିଆ ପଞ୍ଚାୟତର ସରପଞ୍ଚ ମହାଦେବ ପ୍ରଧାନ ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ସ୍କୁଲ୍‌ ଛାତ୍ରମାନଙ୍କ ଦ୍ୱାରା
Read More...

ପ୍ଲାଜମା ଦାନ କଲେ ଆଉ ଦୁଇ ପୁଲିସ ଅଧିକାରୀ

ଭୁବନେଶ୍ୱର : ଆଜି ଆଉ ଦୁଇଜଣ ପୁଲିସ ଅଧିକାରୀ ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଦୁଇଜଣ ଅଧିକାରୀ ହେଲେ ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନର ରବିନ୍ଦ୍ର ନାଥ ମହାପାତ୍ର ଓ ସୁଦର୍ଶନ ସେଠୀ । କଟକ ବଡ ଡାକ୍ତରଖାନାରେ ଏହି ଦୁଇ ଅଧିକାରୀ ପ୍ଲାଜମା ଦାନ କରିଥିବା ନେଇ
Read More...

ବୁଦାମୂଳରୁ ମିଳିଲା ନବଜାତ ଶିଶୁ

ଭୁବନେଶ୍ୱର : ଖୋର୍ଦ୍ଧା-ଜଟଣୀ ରାସ୍ତା ଚିନ୍ତାମଣିନଗର ରାସ୍ତାକଡ ବୁଦାମୂଳରୁ ଆଜି ପୁଣି ଗୋଟିଏ ନବଜାତ ଶିଶୁପୁତ୍ର ମିଳିଛି । ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକେ ଶିଶୁପୁତ୍ର କାନ୍ଦ ଶୁଣି ଜଟଣୀ ପୁଲିସକୁ ଖବର ଦେଇଥିଲେ । ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଦ୍ୟ ପ୍ରସବ ହୋଇଥିବା
Read More...

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା :କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡିଜି ଶ୍ରୀ ଅଭୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ୪ଜଣିଆ ଟିମ୍‌ ଭୁବନେଶ୍ୱର ସ୍ଥିତ ଜିଆର୍‌ପି ଥାନାରେ ପହଞ୍ଚି
Read More...

କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ଯୋଦ୍ଧା ଭାବରେ ସମ୍ମୁଖ ଭାଗରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଗଣନା କରି କରୋନା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଅନୁକଂପା ସହାୟତା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଆଜି
Read More...

କମୁଛି ଗଞ୍ଜାମ, ବଢୁଛି ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ମିଳିଥିବା ଗ୍ରାଫରୁ ଜଣାପଡିଛି ଯେ, ହଟଚମଟ ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ଏବେ କରୋନା ସଂକ୍ରମଣରେ ସାମାନ୍ୟ ସୁଧାର ଆସିଛି । ଅର୍ଥାତ୍‌ ଗଞ୍ଜାମରେ କରୋନା କ୍ରମଶଃ କମୁଥିବା ବେଳେ ପଡୋଶୀ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ୱର
Read More...

ବଲାଙ୍ଗୀରକୁ ୪ଦିନିଆ ସଟଡ଼ାଉନ କଲେ ଜିଲ୍ଲାପାଳ

ବଲାଙ୍ଗୀର: ଗତ ତିନିଦିନରେ ୬୮ଜଣ କରୋନା ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ଅଂଚଳରେ ଜଣାପଡ଼ିବା ପରେ ଆଜି ୬ଜଣ ପଜିଟିଭ ବୋଲି ସୂଚନା ଦିଆଯାଇଛି । ଆଜି ମୋଟ ୪୦୬ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୨୮୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୨୦ଜଣ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର ସହର ଓ ଜିଲ୍ଲାରେ
Read More...

ସୁନ୍ଦରଗଡ ଜିଲ୍ଲାରେ ପୁଣି ୭୪ କରୋନା ପଜିଟିଭ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଜିଲ୍ଲାରେ ୫୯୦ ଜଣଙ୍କର ନମୁନା ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ସର୍ବାଧିକ କରୋନା ପଜିଟିଭ ରାଉରକେଲା ସହରରୁ
Read More...