Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାରିଙ୍ଗବାଡ଼ିର ଦୁଇ କରୋନା ଯୋଦ୍ଧା
ଦାରିଙ୍ଗବାଡ଼ି : କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ଲକ୍ଡାଉନ କରାଯାଇଛି । ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାର ବାଧ୍ୟକତାମୂଳକ କରିଛନ୍ତି । କିନ୍ତୁ ଏପରି କିଛି ସେବା ଅଛି ଯାହାକି ଅତ୍ୟନ୍ତ ଜରୁରୀ ।ସେ ସେବାରେ ନିୟୋଜିତ ଅଧିକାରୀମାନେ ନିଜ ଜୀବନକୁ!-->…
Read More...
Read More...
ଆଜି ପୁଣି ୧୧ ରୋଗୀ ଚିହ୍ନଟ, ମୋଟ ୪୬୩ ରେ ପଂହଚିଲା ପଜିଟିଭଙ୍କ ସଂଖ୍ୟା,୧ମୃତ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କରୋନା ତାର ଧିରେ ଧିରେ କାୟା ବିସ୍ତାର କରିଚାଲିଛି । ଆଜି ପୁଣି ଜିଲ୍ଲାରେ ୧୧ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି । ୭ ଜଣ କରୋନା ପଜିଟିଭ ରୋଗୀ ଜି.ଉଦୟଗିରି ସବଜେଲରୁ ଚିହ୍ନଟ ହୋଇଥିବା ବେଳେ ୪!-->…
Read More...
Read More...
ବୌଦ୍ଧ : ବିରଞ୍ଚି ଧରୁଆ ହେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
ବୌଦ୍ଧ : ଓଡିଶା ରାଜସ୍ୱ ସେବାର ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ବିରଞ୍ଚି ଧରୁଆ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତାଙ୍କୁ ନିଯୁକ୍ତ କରିଥିବା ବେଳେ ସେ ନିଜ ମୂଳ!-->…
Read More...
Read More...
କନ୍ଧମାଳରେ କୃଷି ବୀମା ରଥ ଗଡିଲା , କଣ୍ଟେନମେଣ୍ଟ ଜୋନ ବ୍ୟତୀତ ୧୭୧ଟି ପଞ୍ଚାୟତରେ କରିବ ସଚେତନତା
ଫୁଲବାଣୀ: ଆଜି ଫୁଲବାଣୀ କୃଷି କାର୍ଯ୍ୟାଳୟ ପରିସରେ ଦେଶରେ ଚାଷୀମାନଙ୍କ ପାଇଁ ସେମାନଙ୍କର କୃଷିରେ ସହାୟତା ନିମନ୍ତେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷରେ କ୍ଷୟକ୍ଷତି ହେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୃଷି ବୀମା ଯୋଜନାର ବିଭିନ୍ନ ସୁବିଧାଗୁଡିକ!-->…
Read More...
Read More...
ଜିଲା ପ୍ରଶାସନ ତରଫରୁ ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ବାରଣ
ଫୁଲବାଣୀ:କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ଫଳରେ କରୋନା ମୁକାବିଲା ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀ ମଧ୍ୟ ଦିନକୁ ଦିନ ବହୁସଂଖ୍ୟାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ସରକାରୀ କର୍ମଚାରୀ ମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ।!-->…
Read More...
Read More...
କୋଭିଡ କଟକଣା ବିରୁଦ୍ଧାଚରଣ ପାଇଁ କାର୍ଯ୍ୟାନୁଷ୍ଠାନ : ୨ଜଣଙ୍କ ନାମରେ ମାମଲା ସହ ୨ଦୋକାନ ସିଲ୍
ସମ୍ବଲପୁର : କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସମଗ୍ର ଜିଲ୍ଲାରେ ଘୋଷିତ ୧୦ଦିନିଆ ସଟଡାଉନର ଆଜି ନବମ ଦିନ, ତଥାପି ଲୋକେ କଟକଣା ନିୟମର ବିରୁଦ୍ଧାଚରଣ କରୁଛନ୍ତି, ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ । ଏଣୁ ଘୋଷିତ କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ!-->…
Read More...
Read More...
ସଂକଟରେ ବେତ୍ରା ସଂପ୍ରଦାୟ, ଲୋପପାଉଛି କୌଳିକ ବୃତ୍ତି
ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ବାଉଁଶ ତିଆରି ସରଞ୍ଜାମ ଗୁଡିକର ଚାହିଦା ଆଗରୁ ଢେର ଅଧିକ ଥିଲା । କିନ୍ତୁ ଏବେ କେବଳ ବିବାହ, ବ୍ରତ ଓ ଗୃହପ୍ରବେଶ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ହିଁ ଲୋଡା ପଡୁଛି । ଦିନକୁ ଦିନ ଏହାର ଚାହିଦା ବଜାରରେ କମି କମି ଯାଉଥିବାରୁ ବାଉଁଶ ଶିଳ୍ପରେ ନିୟୋଜିତ ବେତ୍ରା!-->…
Read More...
Read More...
ଗଜପତିରେ ପୁଣି 72 ଟି କରୋନା ପଜିଟିଭ ଚିହ୍ନଟ
ଗଜପତିରେ ପୁଣି 72 ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗୋଶାଣୀରୁ 5 ଜଣ,ଗୁମ୍ମା ବ୍ଳକରୁ 15ଜଣ,ରାୟଗଡ଼ ବ୍ଳକରୁ 3 ଜଣ,ପାରଳା ପୌର ପରିଷଦରୁ 45 ଜଣ, ଆର.ଉଦୟଗିରି ବ୍ଳକରୁ ଜଣେ କାଶୀ ନଗର ବ୍ଳକରୁ 3 ଜଣ ଚିହ୍ନଟ ହୋଇଛନ୍ତି। ପଜିଟିଭି ଚିହ୍ନଟ ହେବା ପରେ!-->…
Read More...
Read More...
କରୋନା ସଙ୍କଟ ସମୟରେ ବି ଏମ୍ସିଏଲ୍ ୯୨ ର୍ୟାକ୍ ୫ ଲକ୍ଷ ୧୭ ହଜାର ୪୪୮ ଟନ୍ କୋଇଲା ଡେସପାସ୍ ରେକଡର଼୍
ସମ୍ବଲପୁର: କୋଲ ଇଣ୍ଡିଆର ଅଗ୍ରଣୀ ଅନୁଷଙ୍ଗୀ କମ୍ପାନୀ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍ ଗତ ୨୮ ତାରିଖ ଗୋଟିଏ ଦିନରେ ସର୍ବାଧିକ ୫ ଲକ୍ଷ ୧୭ ହଜାର ୪୪୮ ଟନ୍ କୋଇଲ।। ଡେସ୍ପାଚ୍ କରି ନୂତନ ରେକଡର଼୍ ସୃଷ୍ଟି କରିଛି । ଏମ୍ସିଏଲ୍ ଗୋଟିଏ ଦିନ ଅର୍ଥାତ୍ ୨୮/୭/୨୦ ତାରିଖରେ ୯୨!-->…
Read More...
Read More...
କରୋନା ଭିତରେ ଜଣ୍ଡିସ ଆତଙ୍କ, ୮୦ରୁ ଉଦ୍ଧ୍ୱର୍ ପିଲା ଆକ୍ରାନ୍ତ
ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଦର୍ପଣ ପଞ୍ଚାୟତର କୋଲସାହି ଗ୍ରାମରେ ୮୦ରୁ ଉଦ୍ଧ୍ୱର୍ ପିଲା ଜଣ୍ଡିସ ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ଗ୍ରାମବାସୀମାନେ ଛାନିଆ ହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଏହି ରୋଗ ୧ମାସରୁ ଉଦ୍ଧ୍ୱର୍ ସମୟ ଧରି ବ୍ୟାପୁଥିବାର ଦେଖିବାକୁ ମିଳୁଛି । ପ୍ରଥମେ!-->…
Read More...
Read More...