Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କଲେ ସାଂସଦ
ଢେଙ୍କାନାଳ: ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟକୁ ସାଂସଦ ମହେଶ ସାହୁ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ । ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରାର୍ଥନାସ୍ଥଳ ବୁଲି ଦେଖିବା ସହ କୌଣସି ସଂସ୍ଥା ସହିତ ଆଲୋଚନା କରି ଏକ ସ୍ଥାୟୀ ଛାତର ପ୍ରତିକାର!-->…
Read More...
Read More...
ଟ୍ରାକ୍ଟର ଯୋଗେ ବିଲରେ ହଳ କରାଉଥିବା ବେଳେ ଚାଷୀଙ୍କ ମୃତ୍ୟୁ
ବୌଦ୍ଧ : ଆଜି ସକାଳ ପ୍ରାୟ ଘ ୭. ୩୦ ମିନିଟ ସମୟରେ ନିଜ ବିଲରେ ଟ୍ରାକ୍ଟର ଯୋଗେ ହଳ କରାଉଥିବା ସମୟରେ କାଶଲପୁର୍ ଗ୍ରାମର ଜଣେ ଚାଷୀ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମ ପଂଚାୟତ କାଶଲପୁର୍ ଗ୍ରାମର ଚାଷୀ ସୁନିଲ ନାଏକ (୫୨!-->…
Read More...
Read More...
ପୁରୁଣା କେରାଣ୍ଡିରେ ଗାଁ କଲ୍ୟାଣ ସମିତି ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ପୁରୁଣା କେରାଣ୍ଡି ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଉପରେ ବୈଠକ ହେବା ସହ କୋଭିଡ-୧୯ ଉପରେ ଗ୍ରାମରେ ସଚେତନତା ଉପରେ ବୈଠକ ହୋଇଥିଲା । ପରେ ଗ୍ରାମ!-->…
Read More...
Read More...
ସୁବର୍ଣ୍ଣପୁର : ପୁଣି ୩ ସଂକ୍ରମିତ ଚିହ୍ନଟ
ସୋନପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରା ଯାଉଥିଲେ ହେଁ ଦିନକୁ ଦିନ ସଂକ୍ରମିତଙ୍କ ଗ୍ରାଫ୍ ବଢିବଢି ଚାଲିଛି । ଗତକାଲି ସହରର ୧୦ ନମ୍ବର ୱାର୍ଡ଼ର ଆଗରୁ ପଜିଟିଭ ଥିବା ଯୁବକଙ୍କ ସ୍ତ୍ରୀଙ୍କ ରିପୋର୍ଟ ମଧ୍ୟ ବୁଧବାର ପଜିଟିଭ!-->…
Read More...
Read More...
ଆର୍ଥିକ ସଙ୍କଟ ପାଇଁ ଯୁବକଙ୍କ ଆତ୍ମହତ୍ୟା
ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗାଁରେ ହେମସାଗର ପରାଭୁଏ (୩୫)ଆର୍ଥିକ ସଙ୍କଟ ଓ ପରିବାର ପ୍ରତିପୋଷଣ ଚିନ୍ତାରେ ବେକରେ ଶାଢୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଯୁବକ ଜଣକ ଚଳିତ ବର୍ଷ ତେଲେଙ୍ଗାନା ରାଜ୍ୟକୁ!-->…
Read More...
Read More...
ବୌଦ୍ଧ : ଜଗଦୀଶପୁର ଗ୍ରାମରୁ ପୁଣି ୩ ପଜିଟିଭ ଚିହ୍ନଟ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ନୂତନ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ୧୩୫ ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ତିନି ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ କରୋନା ପଜିଟିଭ ସଂଖ୍ୟା!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ୪୦ ନୂଆ ପଜିଟିଭ ଚିହ୍ନଟ: ଦିନକରେ ସର୍ବାଧିକ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଜି ୪୦ ଜଣ ନୂଆ ପଜିଟିଭ ଚିହ୍ନଟ ହେବାର ଘୋଷଣା କରାଯାଇଅଛି, ଯାହାକି ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ଚିହ୍ନଟ ହେବାର ରେକର୍ଡ ହୋଇଛି । ଆଜିକାର ସଦ୍ୟତମ ସ୍ଥିତି ଅନୁସାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ପଜିଟିଭ ସଂଖ୍ୟା ୩୪୨ରେ ପହଞ୍ଚିଛି । ଏମାନଙ୍କ!-->…
Read More...
Read More...
ସୁବର୍ଣ୍ଣପୁରରେ ମାଟ୍ରିକ ପାସହାର ୭୩.୬୨ପ୍ରତିଶତ : ୫୫୬ମାର୍କ ରଖି ଦୀପକ ମେହେର ହେଲେ ଜିଲ୍ଲା ଟପ୍ପର
ସୋନପୁର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସୁବର୍ଣ୍ଣପୁର ଜିଲ୍ଲାର ପାସହାର ୭୩.୬୨ ପ୍ରତିଶତ ରହିଛି । ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାହାରା ଟ୍ରଷ୍ଟ ହାଇସ୍କୁଲ ଦୀପକ ମେହେର ସର୍ବାଧିକ ୫୫୬ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ସେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳର ସୁଦାମ ମେହେର ଓ!-->…
Read More...
Read More...
ରାଜ୍ୟରେ ପୁଣି ୧୨୦୩ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୩୦ ।୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ୨୪ ଘଣ୍ଟା ମଧ୍ୟରେ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ!-->…
Read More...
Read More...
ବୌଦ୍ଧ :ଶତାଧିକ କରୋନା ପଜିଟିଭ ଚିହ୍ନଟ ପରେ ମଧ୍ୟ ୟେଲୋ ଜୋନରେ
ବୌଦ୍ଧ - ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ 135 ରେ ପହଞ୍ଚି ଯାଇଥିବା ସତ୍ବେ ଜିଲ୍ଲାକୁ ୟେଲୋ ଜୋନରେ ରଖାଯାଇଥିବା ସଦ୍ୟ ପ୍ରକାଶିତ ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି | ଯେଉଁ ଜିଲ୍ଲାରେ ଏକକାଳୀନ ଶହେରୁ ଅଧିକ କରୋନା ରୋଗୀ ସକ୍ରୀୟ ରହିଛନ୍ତି ସେଭଳି!-->!-->!-->…
Read More...
Read More...