Browsing Category

ରାଜ୍ୟ

ଲୋକନାଥ ହତ୍ୟାକାଣ୍ଡ ମାମଲା : ମୋ ପରିବାର ସମ୍ପୃକ୍ତ ପ୍ରମାଣିତ ହେଲେ ବିଧାୟକ ପଦରୁ ଇସ୍ତଫା ଦେବି- ମହୀଧର

ବୌଦ୍ଧ - କଣ୍ଟାମାଳ ଥାନା ଶିଆଳ ଝୁଲି ଗ୍ରାମର ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ମୋ ପୁଅ କିମ୍ବା ପରିବାରର କେହି ସମ୍ପୃକ୍ତ ଥିବାର ଯଦି ପ୍ରମାଣିତ ହୁଏ ତେବେ ବିଧାୟକ ପଦରୁ ଇସ୍ତଫା ଦେବି ବୋଲି କଣ୍ଟାମାଳ ବିଧାୟକ ମହୀଧର ରଣା ପ୍ରକାଶ କରିଛନ୍ତି | ବିଜେପି କର୍ମୀ ଲୋକନାଥ ପ୍ରଧାନ
Read More...

ଚାଷୀଙ୍କ ପାଇଁ ସଟଡାଉନ କଟକଣା କୋହଳ କଲେ ଜିଲ୍ଲାପାଳ

ବୌଦ୍ଧ -କରୋନାର ଭୟାବହତାକୁ ଦୃଷ୍ଟିରେ ରଖି 29 ତାରିଖ ଠାରୁ 31 ତାରିଖ ଯାଏଁ ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟ ଡାଉନ୍ ଘୋଷଣା କରିଥିଲେ | ବର୍ତ୍ତମାନ ଖରିଫ ଧାନ ଚାଷ ଜିଲ୍ଲାରେ ଚାଲିଥିବା ହେତୁ ଓ ଆସନ୍ତା 31 ତାରିଖ ଯାଏଁ ପ୍ରଧାନ ମନ୍ତ୍ରୀ ଫସଲ ବୀମାର ଅବଧି ଥିବାରୁ
Read More...

ଜଙ୍ଗଲ ପରିଚାଳନା କମିଟି ଓ ଅନ୍ତରଙ୍ଗର ମିଳିତ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ, ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର ବାଉଡି ଗ୍ରାମର ଜଙ୍ଗଲ ପରିଚାଳନା କମିଟି ଓ ଅନ୍ତରଙ୍ଗ ଯୁବ ସଂଘ ପକ୍ଷରୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପାଇଁ ଦାବି କରାଯାଇଥିବା ଜଙ୍ଗଲରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା
Read More...

ଆଗକୁ ଆଇଏଏସ୍‌ ହେବାର ଲକ୍ଷ୍ୟ ରଖିଛନ୍ତି ଜିଲ୍ଲା ମାଟ୍ରିକ୍‌ ଟପ୍ପର ଅର୍ପିତା

ଦେବଗଡ଼ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଭିଡ଼ିଓ ରିଲିଜ୍‌ ମାଧ୍ୟମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷାଫଳ ପ୍ରକାଶ କରିଛନ୍ତି । ଦେବଗଡ଼ ଜିଲାର ରିଆମାଳ ବ୍ଲକର ବୁଢ଼ାପାଳ ହାଇସ୍କୁଲର ଛାତ୍ରୀ ଯଥା ମା ସୁକାନ୍ତି ପ୍ରଧାନ ବାପା ନଳିନୀ
Read More...

ଗଜପତିରେ ପୁଣି ୮୮ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୮୮ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଗୋଶାଣୀରୁ ୧୧ ଜଣ,ଗୁମ୍ମା ବ୍ଳକରୁ ୨ ଜଣ, ନୂଆଗଡ଼ ବ୍ଳକରୁ ୩ ଜଣ, ପାରଳା ପୌର ପରିଷଦରୁ ୩୮ ଜଣ, ରାୟଗଡ ବ୍ଳକରୁ ୧୦ ଜଣ, ମୋହନା ବ୍ଳକରୁ ୧୯ ଜଣ
Read More...

ପ୍ରକାଶ ପାଇଲା ମାଟ୍ରିକ୍‌ ଫଳ : ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର ୨୯ ।୦୭: ପ୍ରକାଶ ପାଇଲା ଚଳିତବର୍ଷର ବର୍ଷର ମାଟ୍ରିକ୍‌ ରେଜଲ୍ଟ । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷର ପାସ୍‌ହାର ୭୮.୭୬ ପ୍ରତିଶତ ରହିଛି । ମୋଟ୍‌ ୪ ଲକ୍ଷ ୨୧ ହଜାର ୨୫୬ ଜଣ ଛାତ୍ରଛାତ୍ରୀ
Read More...

ଜହ୍ନାପଙ୍କ ସରକାରୀ ହାଇସ୍କୁଲର ପାସହାର ୯୫.୩୨ ପ୍ରତିଶତ

ଜହ୍ନାପଙ୍କ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।ଭିଡ଼ିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି।ବୌଦ୍ଧ ବ୍ଲକ ଜଂହାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ଫଳ ସନ୍ତୋଷଜନକ ରହିଛି।ଯାହାର ପାସ ହାର୯୫.୩୨ ପ୍ରତିଶତ ରହିଛି।
Read More...

ଶ୍ରମିକ ବଦଳେ ମେସିନରେ ଚାଲିଛି ମନରେଗା କାମ !

କ.ନୂଆଗାଁ-ସମଗ୍ର ଦେଶରେ କରୋନା ମୁକାବିଲା ପାଇଁ ଲକଡାଉନ୍‌ ଚାଲିଥିବା ବେଳେ ଗରିବ ଶ୍ରମିକଙ୍କ ହାତକୁ କାମ ଯୋଗାଇବା ନିମନ୍ତେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାକୁ ଗୁରୁତ୍ୱ ଦେଇ ଶ୍ରମିକମାନଙ୍କୁ କାମ ଯୋଗାଇବା ନିମନ୍ତେ ଘୋଷଣା ପରେ
Read More...

‘ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି ପ୍ରଶାସନର ଉପେକ୍ଷା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ‘

ସମ୍ବଲପୁର : ଏଠାକାର ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି ପ୍ରଶାସନର ଉପେକ୍ଷା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସମଗ୍ର
Read More...

ସଫଳତାର ଶୀର୍ଷରେ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର

ଫୁଲବାଣୀ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ପରୀକ୍ଷା ଫଳ ଅତ୍ୟନ୍ତ ହୃଦୟସ୍ପର୍ଶୀ
Read More...