Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଟ୍ରିକ୍ ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀଙ୍କ ବାଜିମାତ୍ : ପାସ୍ ହାର ୯୮ ପ୍ରତିଶତ
ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍ର ପାସ୍ ହାର ୯୮ ପ୍ରତିଶତ!-->…
Read More...
Read More...
୩ ଦିନରେ ସରିଲା ୧୦ବର୍ଷର କାମ
ଦାରିଙ୍ଗବାଡ଼ି : ଗାଁରେ ଦୀର୍ଘ ବର୍ଷ ଧରି ଜମିକୁ ପାଣି ନଥିଲା । ଫଳରେ ଗ୍ରାମରେ ଥିବା ଲୋକଙ୍କ ଜମିରେ ଧାନ ଚାଷ ସମେତ ବିଭିନ୍ନ ଚାଷ କରିବା ପାଇଁ ପାଣିର ସମସ୍ୟା ଉକ୍ରଟ ଭାବରେ ଲାଗିରହିଥିଲା । ଅଂଚଳରେ ସ୍ୱାଭାବିକ ମୌସୁମୀ ଲୁଚକାଳି ଖେଳୁଥିବା ବେଳେ ପ୍ରଚଣ୍ଡ ଖରାରେ ଚାଷ ଜମି ଗୁଡ଼ିକ!-->…
Read More...
Read More...
ସମ୍ବଲପୁର ନଗରରେ ୨୧ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଆଜି ସମ୍ବଲପୁର ନଗର ଅଞ୍ଚଳରେ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ସ୍ପଷ୍ଟ ଇଙ୍ଗିତ କରୁଛି ଯେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍କଟାପନ୍ନ ହେବାକୁ ଯାଉଛି । ଅନ୍ୟ ପଟେ ଆଶ୍ୱସ୍ତିର ବିଷୟ ହେଲା ଯେ ସମ୍ବଲପୁର ନଗର ବ୍ୟତୀତ ଜିଲ୍ଲାରେ ଆଉ କେଉଁଠାରେ ମଧ୍ୟ ଜଣେ ହେଲେ କରୋନା!-->…
Read More...
Read More...
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : ଜିଲ୍ଲାରେ ଦିବ୍ୟଦୀପ୍ତି ହେଲେ ଟପର, ଶ୍ୱେତାପଦ୍ମା ଦ୍ୱିତୀୟ
ବୌଦ୍ଧ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଦିବ୍ୟଦୀପ୍ତି ନାଏକ ୫୪୫ ନମ୍ବର ପାଇ ଜିଲ୍ଲା ଟପର ହୋଇଥିବା ବେଳେ ଲୁଣିବାହାଲ୍ ପଲ୍ଲୀ ବିକାଶ ହାଇସ୍କୁଲର ଛାତ୍ରୀ ଶ୍ୱେତାପଦ୍ମା ସାମଲ ୫୪୦ ନମ୍ବର୍ ପାଇ ଜିଲ୍ଲାରେ ଦ୍ୱିତୀୟ!-->…
Read More...
Read More...
ଦୃଷ୍ଟି ଆଢୁଆଳରେ କଙ୍କଡାପଥର ଝରଣା
ହରଭଙ୍ଗା : ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକଟି ଘଞ୍ଚ, ବଣପାହାଡ ଘେରା ଓ ସବୁଜିମାରେ ପରିପୂର୍ଣ୍ଣ । ଏହି ଅଂଚଳରେ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଅଟେ । ଅଂଚଳରେ ଶତାଧିକ ଝରଣା ରହିଛି । କିନ୍ତୁ ଏସବୁ ଝରଣା ବର୍ଷାଋତୁ ଆରମ୍ଭରୁ ସକ୍ରିୟ ହୋଇଥାଏ । ବର୍ଷ ତମାମ ପାହାଡରୁ ଝରି ଆସୁଥିବା ପାଣି!-->…
Read More...
Read More...
କିଆକଟା ହାଇସ୍କୁଲରେ ପାସହାର ୭୭.୦୧ ପ୍ରତିଶତ
କିଆକଟା : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ହାଇସ୍କୁଲର ମଧ୍ୟ ଫଳ ସନ୍ତୋଷଜନକ ରହିଛି । ଚଳିତ ବର୍ଷ କିଆକଟା!-->…
Read More...
Read More...
ଗଜପତି ଜିଲ୍ଲାରେ କୋଭିଡ ପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଟି ଆମ୍ବୁଲାନ୍ସର ଶୁଭାରମ୍ଭ
ପାରଳାଖେମୁଣ୍ଡି : କରୋନା ପଜିଟିଭ ରୋଗୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା୧୭ଟି ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ଏହା ଜିଲ୍ଲାର ସମସ୍ତ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୋଭିଡ ହସ୍ପିଟାଲ ଏବଂ କୋଭିଡ କ୍ୟାୟର!-->…
Read More...
Read More...
ଦୁଇମାସ ହେଲା ଅନ୍ଧାରରେ ମାଲେବାଡ଼ି ଗ୍ରାମବାସୀ
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ୱହୀନତା କାରଣରୁ ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଂଚାୟତ ଅନ୍ତର୍ଗତ ମାଲେବାଡ଼ି ଗ୍ରାମବାସୀ ପ୍ରାୟ ଦୁଇମାସ ହେବ ଅନ୍ଧାରରେ ଜୀବନଯାପନ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ଗ୍ରାମବାସୀ ମାନେ!-->…
Read More...
Read More...
ସ୍ୱାବ ସଂଗ୍ରହ ପାଇଁ ଭ୍ୟାନସେବା ଆରମ୍ଭ
ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ କରୋନା ଗୋଷ୍ଠୀ ସଂକ୍ରମଣ ଅବସ୍ଥାରେ ଆସି ପହଞ୍ଚି ଥିବାରୁ ପରୀକ୍ଷା ପାଇଁ ବିଭିନ୍ନ ସ୍ଥାନରୁ ସ୍ୱାବ ସଂଗ୍ରହ ଅଭିଯାନ ହାତକୁ ନିଆ ଯାଇଛି । ଗତ ରବିବାର ଦିନ ଜନସାଧାରଣଙ୍କୁ ବାର୍ତ୍ତା ଦେଲାବେଳେ ଜିଲ୍ଲାପାଳ ଶୁଭମ ସକସେନା ଏହାର ଉଲ୍ଲେଖ!-->…
Read More...
Read More...
ଏହି ଅଂଚଳରେ ସପ୍ତାହର ପ୍ରଥମ ୩ଦିନ ଲକଡାଉନ ଏବଂ ପରବର୍ତ୍ତୀ ୪ଦିନ ସଟଡାଉନ
ପାରଳାଖେମୁଣ୍ଡି : ଗତକିଛି ଦିନ ହେଲା ପାରଳାଖେମୁଣ୍ଡି ପୌର ପରିଷଦ ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ ତଥା କିଛି ପଞ୍ଚାୟତମାନଙ୍କରେ କରୋନା ପଜିଟିଭଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଙ୍ଗ, ଫିବର କ୍ଲିନିକ,ଏଣ୍ଟିଜେଣ୍ଟ!-->…
Read More...
Read More...