Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶାଶୁକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କଲା ଜ୍ୱାଇଁ
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ଦାନାମାଲ ଗ୍ରାମରେ ନିଜ ଶାଶୁକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ଘଟିଛି । ସୂଚନା ଅନୁସାରେ ଦାନମାଲ ଗ୍ରାମର ମାନବୋଧ ମାଝୀ (୪୫) ପ୍ରଚୁର ମଦ ପିଇ ନିଜ ଶାଶୁ ଟେଭା ମଲିକଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ!-->…
Read More...
Read More...
କୋଭିଡ ନିୟମକୁ ଖୋଲା ଉଲ୍ଲଂଘନ, ପ୍ରଶାସନ ନିରବ
ବୌଦ୍ଧ : ବୌଦ୍ଧ ବ୍ଲକ ବାଉଁଶୁଣୀ ଛକରେ କିଛି ଅମାନିଆ ବ୍ୟକ୍ତି ଦୋକାନ ଖୁଲମଖୁଲା ଖୋଲି ସେଠାରେ ଲୋକଙ୍କ ଭିଡ ଜମାଉଛନ୍ତି । ସଟଟାଉନ ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିବା କଥା କିନ୍ତୁ କେତେକ ଚା ଓ ଟିଫିନ ଦୋକାନ ଖୋଲି ସେଠାରେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ଏହା ବ୍ୟତୀତ କିଛି ଚା!-->…
Read More...
Read More...
ପାଞ୍ଚ ଦିନ ହେଲା ଅନ୍ଧାରରେ ୭୦ ପରିବାର
ବୌଦ୍ଧ :କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମର ୭୦ ଗୋଟି ବିପିଏଲ୍. ପରିବାର ଗତ ପାଞ୍ଚ ଦିନ ଧରି ଅନ୍ଧାରରେ ଥିବା ଅଭିଯୋଗ ହୋଇଛି । ଲମ୍ବସରୀ ଗ୍ରାମର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କୁ ସରକାର ବିଦ୍ୟୁତ ଯୋଗାଇ ଦେବା ପାଇଁ ଗ୍ରାମରେ ଏକ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି ।!-->…
Read More...
Read More...
ଲୋକନାଥ ହତ୍ୟାକାଣ୍ଡ ମାମଲା : ଆଜି ବୌଦ୍ଧ ଏସପିଙ୍କୁ ଭେଟିବେ ଖାରବେଳ
ବୌଦ୍ଧ :କଣ୍ଟାମାଳ ଥାନା ଖମନ୍ମୁଣ୍ଡା ଗ୍ରାମ ପଂଚାୟତର ଶିଆଳଝୁଲି ଗ୍ରାମର ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲା ରାଜନୈତିକ ରୂପ ନେଉଛି । ଧାର ଟଙ୍କା ଫେରସ୍ତକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ କହୁଛି ଓ ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଜେପି!-->…
Read More...
Read More...
ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡକ
ବୌଦ୍ଧ : ଜିଲ୍ଲାରେ ଜୁଲାଇ ମାସର ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୁଳ ବର୍ତ୍ତମାନ ଚିନ୍ତାରେ । ବର୍ଷାର ଅଭାବ ଯୋଗୁଁ ବୁଣା ଯାଇଥିବା ଓ ରୁଆ ଯାଇଥିବା ଧାନ ବିଲ ଗୁଡିକର ମାଟି ଫାଟି ଆଁ କଲାଣି । ଆଉ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ଧାନ ଗଛ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସୁନିଶ୍ଚିତ ।!-->…
Read More...
Read More...
କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ
ବୌଦ୍ଧ : ସରକାର କୃଷି କୃଷକର ଉନ୍ନତ୍ତି ପାଇଁ ୨୦୧୯ ମସିହାର ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଥିଲେ । କ୍ଷୁଦ୍ର ଓ ମଧ୍ୟମ ଚାଷୀ ମାନଙ୍କୁ ବାର୍ଷିକ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଉକ୍ତ ଯୋଜନାରେ ବ୍ୟବସ୍ଥା ଥିଲା । ଅନେକ!-->…
Read More...
Read More...
ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୨୯ ।୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ୨୪ ଘଣ୍ଟା ମଧ୍ୟରେ ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୧୭୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ!-->…
Read More...
Read More...
ଖୁଚୁରା କ୍ଷୁଦ୍ର ବ୍ୟବସାୟୀଙ୍କୁ ଲକଡାଉନ ଛାଟ
ବାଲିଗୁଡ଼ା : କନ୍ଧମାଳରେ ଜାରୀ ରହିଛି ଲକଡାଉନ ସଟଡାଉନ ପର୍ବ । ଜିଲ୍ଲାରେ ଫୁଲବାଣୀ,ଏ.ଉଦୟଗିରି, ଟିକାବାଲି, ରାଇକିଆ, ବାଲିଗୁଡା ଆଦି ଅଂଚଳ ରେ ଦ୍ରୁତ ଗତିରେ ଲୋକାଲ କରୋନା କେସ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସଟଡାଉନ ମଧ୍ୟ ଘୋଷଣା!-->…
Read More...
Read More...
ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବେରବେରା ଗାଁର ଦେବରାଜ ପଧାନଙ୍କ ଗାଈ ଗୁହାଳରେ ଜଣେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ବେଲପଡା ପୁଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କିଏ ଏପରି କାଣ୍ଡ ଭିଆଇଛି, ନା ଏହା ପଛରେ!-->…
Read More...
Read More...
ସୁବର୍ଣ୍ଣପୁର : ସହରରେ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ
ସୋନପୁର :ଗତ କିଛିଦିନ ତଳେ ସହରର ୱ ।ର୍ଡ଼ ନଂ ୧୦ ଅନ୍ତର୍ଗତ ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳରେ ପ୍ରଥମ କରୋନା ସଂକ୍ରମିତ ଜଣାପଡିବାପରେ ଆଜି ପୁଣି ଉକ୍ତ ୱ ।ର୍ଡ଼ ର ପଟାଭାଡି ସନ୍ନିକଟସ୍ଥ ଠାକୁରାଣୀ ପଡାଠାରେ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ମଙ୍ଗଳବାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜଣେ!-->…
Read More...
Read More...