Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡ୍ୟୁଟି ସମୟରେ ମୃତ୍ୟୁବରଣ କଲେ କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର,୨୮/୭ –ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି!-->…
Read More...
Read More...
ଶ୍ରମିକ ବଦଳରେ ମେସିନ କଲା କାମ !
ବୌଦ୍ଧ/ଜହ୍ନାପଙ୍କ,୨୮/୭- ବୌଦ୍ଧବ୍ଲକ ଅନ୍ତର୍ଗତ ବଢିଗାଁ ପଂଚାୟତର ଯୋଗୀଭୋଗରା ଓ ଓଲଣ୍ଡା ଗାଁରେ ମନରେଗା ଯୋଜନାରେ ହୋଇଥିବା ମୋ ପୋଖରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଛି । ଶ୍ରମିକ ବଦଳରେ ଜେସିବି ମେସିନରେ କାମ ହୋଇ ବିଲ ଉଠାହୋଇଛି । ଏଥିସହିତ ବିନା ସୂଚନା ଫଳକରେ କାମ ସମ୍ପନ୍ନ!-->…
Read More...
Read More...
ପ୍ଲାଜମା ଦାନ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ମନ୍ତ୍ରୀ
ବୌଦ୍ଧ,୨୮/୭ - ଆଜି ବୌଦ୍ଧ ସର୍କିଟ ହାଉସ୍ସ୍ଥିତ ସମ୍ମିଳନୀ କକ୍ଷରେ ଯୋଜନା ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ପ୍ଲାଜମର ଦାନ କ୍ଷେତ୍ରରେ ସୁସ୍ଥ ରୋଗୀଙ୍କୁ ପ୍ରେରଣା ଯୋଗାଇବା ସମ୍ପର୍କୀତ ଏକ ବୈଠକରେ ସମୀକ୍ଷା କରିଥିଲେ । ଗୁରୁତର କରୋନା ରୋଗୀଙ୍କ!-->…
Read More...
Read More...
ଯୁବ କଂଗ୍ରେସ ପକ୍ଷରୁ ଡାକ୍ତର ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ସୋନପୁର : କେବିକେ ପ୍ରତି ସବୁବେଳେ ବୈମାତୃକ ମନୋଭାବ ପ୍ରଦର୍ଶନ କରିଯାଉଛି। ବିଗତ କଂଗ୍ରେସ ସରକାର ସମୟରେ ଚିର ଅବହେଳିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟର ୮ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗୀର ଓ ସୋନପୁର କୁ ନେଇ କେବିକେ!-->…
Read More...
Read More...
ଥାନାଗୁଡିକ ପାଇଁ ଡିଜିପିଙ୍କ ନୂଆ ଗାଇଡଲାଇନ
ଭୁବନେଶ୍ୱର ୨୮ ।୭: ଓଡିଶା ପୁଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ଥାନାଗୁଡିକ ପାଇଁ ଆଜି ନୂଆ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନ ଅନୁଯାୟୀ ଥାନାର ଭାରପ୍ରାପ୍ତ ନିରୀକ୍ଷକମାନେ କାର୍ଯ୍ୟ କରିବା ପାଇଁ ଡିଜିପି ଅଭୟ ପରାମର୍ଶ ଦେଇଛନ୍ତି । ଗାଇଡଲାଇନ ଅନୁଯାୟୀ ଲୋକଙ୍କ ଅଭିଯୋଗ!-->…
Read More...
Read More...
ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର
ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଓ କମିଶନରେଟ ପୋଲିସ ସହଭାଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ କମିଶନରେଟ ପୋଲିସ ଏସିପି, ତଥା ରେଡକ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ!-->…
Read More...
Read More...
ପୁଣି ଓଡିଶା ନିରାଶ, ବଢିଲାନି ବାଘ ସଂଖ୍ୟା
ଭୁବନେଶ୍ୱର ୨୮ ।୭: ଗତ ଦୁଇ ବର୍ଷ ଧରି ରାଜ୍ୟରେ ବାଘ ସଂଖ।। ବଢୁନାହିଁ ।୨୦୧୪ ମସିହାରେ ରାଜ୍ୟରେ୨୮ଟି ବାଘ ଥିବା ବେଳେ୨୦୧୮ରେ ମଧ୍ୟ ସେହି ୨୮ଟି ବାଘ ରହିଥିବା ଜଣାପଡିଥିଲା । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଅନ୍ୟ ଭାଗରେ ଯଥା ମଧ୍ୟପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର ଓ କେରଳରେ!-->…
Read More...
Read More...
ପ୍ଲାଜମା ଦାନ କଲେ ଛତ୍ରପୁର ଏସ୍ଡିପିଓ
ଭୁବନେଶ୍ୱର ୨୮ ।୭: କରୋନା ମହାମାରୀର ଭୟବହତା ସମୟରେ ପ୍ଲାଜମା ଥେରାପୀର ସଫଳ ପ୍ରୟୋଗ କରୋନା ଆକ୍ରାନ୍ତଙ୍କୁ ଖୁବଶୀଘ୍ର ସୁସ୍ଥ କରିଦେଉଥିବାରୁ କରୋନା ରୋଗ ରାଜ୍ୟରୁ ଖୁବଶୀଘ୍ର ଅପସରି ଯିବ, ଏଭଳି ଆଶା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟର ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ!-->…
Read More...
Read More...
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, କେମିତି ଜାଣିବେ ଜାଣନ୍ତୁ
ଭୁବନେଶ୍ୱର ୨୮ ।୭: ଆସନ୍ତାକାଲି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାଙ୍କ ଦ୍ୱାରା ପରିଚାଳିତ ୨୦୨୦ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ) ପରୀକ୍ଷା ଫଳ ପ୍ରକାଶ ପାଇବ । ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଫଳ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବା ପରେ!-->…
Read More...
Read More...
ତାଳମେଳ ନାହିଁ ତଥ୍ୟରେ ବଲାଙ୍ଗୀର ଆକ୍ରାନ୍ତ ସଂଖ୍ୟା ୨୧ ନା ୮ ?
ବଲାଙ୍ଗୀର : ଗତକାଲି ଚିହ୍ନିତ ୨୧ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀର ସହରର ୧୦ଟି ପଡ଼ାରୁ ୧୯ଜଣ କରୋନା ବୋଲି ଜଣା ପଡ଼ିବା ପରେ ସମସ୍ତଙ୍କ ନଜର ଆଜିର କରୋନା ସ୍କୋରବୋଡର଼୍ ଉପରେ ଥିଲା । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ଆଜି ପୁଣି ସେଇ ସମାନ ୨୧ବୋଲି ଜଣାଯାଏ । କିନ୍ତୁ ଜିଲ୍ଲା ସୂଚନା!-->…
Read More...
Read More...