Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଆଇନ ନିଶା କାରବାରର ପର୍ଦ୍ଦାଫାଶ ୨୩ଶହ ବୋତଲ କଫସିରପ ସହିତ ୩ଜଣ ଗିରଫ
ସମ୍ବଲପୁର, ୨୨/୭ -ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏକ ଅପହରଣ ମାମଲାର ତଦନ୍ତ ସମୟରେ ଏକ ବିଶାଳ ନିଶା କାରବାରର ପର୍ଦ୍ଦାଫାଶ କରିବାରେ ପୁଲିସ ସଫଳ ହୋଇଛି । ବାସ୍ତବରେ କରୋନା କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଇବାକୁ ପୁଲିସ ଏଠାରେ ଏତେ ବ୍ୟସ୍ତ ଯେ ଅପରାଧ ନିୟନ୍ତ୍ରଣ ପାଇଁ!-->…
Read More...
Read More...
ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କକୁ ଆସନ୍ତା ୭ ଦିନ ପାଇଁ ବନ୍ଦ ଘୋଷଣା
ଫୁଲବାଣୀ,୨୨/୭ - କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଅମାନିଆ ଯୋଗୁଁ ବିଭିନ୍ନ ହଟସ୍ପଟ ଯାଇ ଫେରିବା ପରେ ତାଙ୍କଠାରେ କରୋନା ପଜିଟିଭ୍ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଅନ୍ୟ କେହି ସଂକ୍ରମିତ ହୋଇଥାଇ ପାରନ୍ତି କିମ୍ବା ହେବାର ସମ୍ଭାବନା ସଂକ୍ରମଣ ବୃଦ୍ଧିକୁ!-->…
Read More...
Read More...
ଫୁଲବାଣୀ: ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଅଚ୍ୟୁତ ସାମନ୍ତ
ଫୁଲବାଣୀ,୨୨/୭- ଗତ ୧୪ ତାରିଖରେ ବାଙ୍ଗାଲୋରଠାରେ ଗ୍ୟାସ ସିଲିଣ୍ଡର ଫାଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ!-->…
Read More...
Read More...
ଲକ୍ ଡାଉନ୍ ପ୍ରଭାବିତ ହରିଶଙ୍କର ମନ୍ଦିର ପୂଝାରୀ ପରିବାର
ପାଟଣାଗଡ଼ :ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ପୀଠ ତାଲା ଯୋଗୁଁ ମନ୍ଦିର ପୂଝାରୀ ପରିବାର ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।। ଆର୍ଥିକ ସଂକଟ ଯୋଗୁଁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଉଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ନାନ୍ଦୁପଲା ଗାଁ ର ପୂଝାରୀ!-->…
Read More...
Read More...
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମଧ୍ୟ ୫ ମାସ ପାଇଁ ମାଗଣା ଚାଉଳ ଓ ଡାଲି ପାଇବେ
ଭୁବନେଶ୍ୱର,୨୧/୭ - କରୋନା ସଂକ୍ରମଣ ଏବଂ ତଦ୍ଜନିତ ଲକ୍ ଡାଉନ ଓ ସଟ୍ ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଲୋଇସିଂହା ବିଧାୟକଙ୍କ ପତ୍ର
ବଲାଙ୍ଗୀର,୨୧/୭- ଦାଦନ ପ୍ରବଣ ଲୋଇସିଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ ୱାନ ନେସନ ୱାନ ରାସନ ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବାପାଇଁ ବିଧାୟକ ଡ. ମୁକେଶ ମହାଲିଙ୍ଗ ଚିଠି ଲେଖିଛନ୍ତି । ପତ୍ର ସଂଖ୍ୟା ୨୭୩ ତା୧୫-୦୭-୨୦ରେ ମାନ୍ୟବର ବିଧାୟକଙ୍କ ଯୁକ୍ତି ଅନୁସାରେ ବହୁ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଲୋଇସଂହା ବିଧାୟକଙ୍କ ପତ୍ର
ବଲାଙ୍ଗୀର : ଦାଦନ ପ୍ରବଣ ଲୋଇସଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ One nation one ration card ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ବିଧାୟକ ଡ ମୁକେଶ ମହାଲିଙ୍ଗ ଚିଠି ଲେଖିଛନ୍ତି । ପତ୍ର ସଂଖ୍ୟା 273 ତା15-07-20ରେ ମାନ୍ୟବର ବିଧାୟକଙ୍କ ଯୁକ୍ତି ଅନୁସାରେ!-->…
Read More...
Read More...
ଅସହାୟ ବାସହୀନ ଦୁଇ ପରିବାର ନିକଟରେ ପହଁଚିଲା ସମର୍ପିତ ଓଡିଶା
ଦୁଇଟି ଅସହାୟ ବାସହୀନ ପରିବାର ସେଥିରେ ପୁଣି କୁନି କୁନି ତିନିଟି ଛୁଆ।ଦେଢ଼ମାସ ହେଲା ପେଟଭରି ଖାଇବାକୁ ପାଇନାହାନ୍ତି କି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ, କ୍ୟାପିଟାଲ ହସ୍ପିଟାଲ ପାଖ ରାସ୍ତାକଡରେ ଵିତୁଛି ଜୀବନ।ଏହି ଖବର ଗଣମାଧ୍ୟମ ରୁ ପାଇଲା ପରେ ସମର୍ପିତ ଓଡ଼ିଶା ସ୍ୱେଚ୍ଛାସେବୀ!-->…
Read More...
Read More...
ରାଜଧାନୀର ବିଚ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର ୨୧ ।୭: ରାଜଧାନୀ ଭୁବନେଶ୍ୱର ସମେତ ଏବେ ୪ଟି ଜିଲ୍ଲାରେ ୧୪ଦିନିଆ କଡାକଡି ଲକଡାଉନ ପାଳନ ହେଉଛି । କିନ୍ତୁ ଏଭଳି ସମୟରେ ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଓଭରବ୍ରିଜର ରାଜରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଛନ୍ତି । ଖବରପାଇ ପୁଲିସ!-->…
Read More...
Read More...
ବୟସ ୯୫; କରୋନାକୁ କଲେ ପରାସ୍ତ
ଭୁବନେଶ୍ୱର ୨୧ ।୭: ବୟସ ୯୫ ସରିକି, ଚର୍ମ ଧୁଡଧୁଡ ତଥାପି ଏହି ବୟସର ଜଣେ କରୋନା ଆକ୍ରାନ୍ତ ଉଦୟ ନାଥ ବିଶୋୟୀ କରୋନାରୁ ସୁସ୍ଥ ହୋଇ କରୋନାକୁ ଜିତିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ସରକାର ସବୁ କଳବଳ ଲଗାଇ!-->…
Read More...
Read More...