କରୋନା ଯୋଦ୍ଧାଙ୍କୁ ରକ୍ଷା ବନ୍ଧନ

0 633

ବୌଦ୍ଧ : ଆଜି ଫ୍ରେଣ୍ଡସିଫ୍ କ୍ଲବ ପରିବାରର ଭଉଣୀମାନେ ରାକ୍ଷୀପୂର୍ଣିମା ଅବସରରେ ଯେଉଁ କରୋନା ଯୋଦ୍ଧାମାନେ ଆମକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କୁ ରାକ୍ଷୀବନ୍ଧନ କରି ଭଉଣୀମାନଙ୍କ ସୁରକ୍ଷା କରିବାକୁ ଏବଂ ମାସ୍କ ଦେଇ ନିଜର ସୁରକ୍ଷା କରିବାକୁ ଯୋଦ୍ଧା ଭାଇମାନଙ୍କ ପାଖରେ ଅଳି କରିଥିଲେ । ଭଉଣୀମାନେ ଆରକ୍ଷୀ ଅଧିକ୍ଷକ ଭି ରଘୁନାଥ ରାଓଙ୍କ ସମେତ କରୋନା ମହାମାରୀ ସମୟରେ ଅଗ୍ରଣୀ ଯୋଦ୍ଧା ସାଜିଥିବା କିଛି ଜିଲା ପ୍ରଶାସନର ଅଧିକାରୀ, ପୋଲିସ ଡାକ୍ତର, ନର୍ସ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ହାତରେ ରକ୍ଷା ବନ୍ଧନ ଅବସରରେ ରାକ୍ଷୀ ବାନ୍ଧିଥିଲେ ।

hiranchal ad1
Leave A Reply

Your email address will not be published.

18 − fifteen =