ବୌଦ୍ଧ ପଞ୍ଚାୟତ କଲେଜରେ ବୃକ୍ଷକୁ ବନ୍ଧା ଗଲା ରାକ୍ଷୀ

0 116

ବୌଦ୍ଧ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମୀ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଅଧ୍ୟାପକ ତଥା ପରିବେଶବିତ ପ୍ରବୀର କୁମାର ଦାସ କଲେଜ ପରିସରରେ ଥିବା ବିଭିନ୍ନ ବୃକ୍ଷକୁ ରାକ୍ଷୀ ବାନ୍ଧିଥିଲେ । କରୋନାକୁ ଦୃଷ୍ଟିରେ ରଖି ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ଅଳ୍ପ ସଂଖ୍ୟକ ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three + ten =