ଭୀମସାର ୯ ଡାକ୍ତର ପଜିଟିଭ ଚିହ୍ନଟ

0 133

ସମ୍ବଲପୁର,୪ ।୮: ଆଜି ଭୀମସାର ୯ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲରେ ହଇଚଇ ସୃଷ୍ଟି ହୋଇଛି । ଏହି ଡାକ୍ତରମାନେ ସମସ୍ତେ ମେଡିସିନ ବିଭାଗର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ହେବା ପରେ ମେଡିସିନ ବିଭାଗର ଓପିଡିକୁ ଆଜି ଦିନକ ପାଇଁ ବନ୍ଦ ରଖାଯାଇଛି ବୋଲି ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ମେଡିକାଲରୁ କରୋନା ଯୋଦ୍ଧାମାନେ ପଜିଟିଭ ଚିହ୍ନଟ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

seventeen − 4 =