Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା
ବୌଦ୍ଧ - ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ମନମୁଣ୍ଡା ଥାନା ଜାତୀୟ ରାଜପଥ ନମ୍ବର୍ 57ର ଚଉଁରୀଆ ପଦର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ହୋଇଛି | ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳରୁ ବୌଦ୍ଧ ଅଭିମୁଖେ ବୌଦ୍ଧ ଆଡକୁ ଆସୁଥିବା ଓଡି 15 ଏମ 4397 ନମ୍ବର୍!-->!-->!-->…
Read More...
Read More...
ଦାରିଙ୍ଗବାଡ଼ିକୁ କଣ୍ଟେନମେଣ୍ଟ ଜୋନଘୋଷଣା କଲେ ଜିଲ୍ଲାପାଳ
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲାପାଳ ଡଃ, ବୃନ୍ଦା ଡି ଦାରିଙ୍ଗବାଡି କୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି। ଦାରିଙ୍ଗବାଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ଦାରିଙ୍ଗବାଡି ପଞ୍ଚାୟତ ଅନ୍ତର୍ଗତ ତୁଡୁକିବାଡ଼ି ,ରୁକାନ ବାଡ଼ି ,ବଜାର ସାହି, ଲଦ ପାଙ୍ଗା, ଅଞ୍ଚଳକୁ ସଂଯୋଗ!-->…
Read More...
Read More...
ସମର୍ପିତ ଓଡିଶା ଓ କମିଶନରେଟ ପୋଲିସର ରକ୍ତଦାନ ଶିବିର
ଆଜି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଉକ୍ତ ଶିବିରକୁ କମିଶନରେଟ ପୋଲିସ ଏସିପି ତଥା ଭାରତୀୟ ରେଡ୍କ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀ!-->…
Read More...
Read More...
ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ, ଚାଳକ ଗୁରୁତର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପାଙ୍ଗା ସ୍ଥିତ ସାଇ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ, ଚାଳକ ଗୁରୁତର । ସୂଚନା ପ୍ରକାରେ ଆଜି ପ୍ରାୟ ଦିନ ୧୨ଟା ସମୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ତେର୍ଜାକିଆ ଅଞ୍ଚଳର ଜଣେ ଯୁବକ ନିଜ ମୋଟରସାଇକେଲରେ!-->…
Read More...
Read More...
ମଣ୍ଡିରେ କଟନୀ ଛଟନୀ, ଜାତୀୟ ରାଜପଥ ବନ୍ଦ କଲେ ଚାଷୀ
ବୌଦ୍ଧ - ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ରକ୍ସା ସେବା ସମବାୟ ସମିତିର ଚାଷୀ ମାନେ ମସିଣା ପଡା ନିକଟରେ ଜାତୀୟ ରାଜପଥ ନମ୍ବର୍ 57 କୁ ଧାନ ବସ୍ତା ରଖି ଅବରୋଧ କରିଛନ୍ତି | ମଣ୍ଡି ରେ ମିଲର ମାନେ କ୍ବିଣ୍ଟାଲ ପିଛା 5 କିଲୋଗ୍ରାମ ଓଜନର ଧାନ କଟନୀ କରୁଥିବାର ଅଭିଯୋଗ କରି ଆଜି ଅପରାନ୍ହ ପ୍ରାୟ 1!-->…
Read More...
Read More...
ମନ୍ଦିର ପରିସରରେ ଧାରା ୧୪୪ ଯୋଗୁଁ ପ୍ରାତଃ ପୂର୍ବରୁ ରଥଟଣା ସମ୍ପନ୍ନ
ସମ୍ବଲପୁର:ଆଜିର ରଥଯାତ୍ରା ପାଇଁ ଅଧିକାଂଶ ମନ୍ଦିରରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସତ୍ତ୍ୱେ କାଲି ଠାରୁ ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ଧାରା ୧୪୪ ଘୋଷଣା ଯୋଗୁଁ ପହଣ୍ଡିବିଜେ କାର୍ଯ୍ୟକ୍ରମ କିଛି!-->…
Read More...
Read More...
ବୌଦ୍ଧରେ ବିନା ରଥ ବିନାଭକ୍ତରେ ଗୁଣ୍ଡିଚାଯାତ୍ରା
ବୈାଦ୍ଧ : ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନର କଟକଣା ଯୋଗୁଁ ଆଜି ବୌଦ୍ଧସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରା ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ସେବାୟତମାନେ ସକାଳ ୮ ଘଣ୍ଟା ସମୟରେ ପାରଂପରିକ ଭାବେ ତିନି ଠାକୁରଙ୍କ ପୂଜା ସରିବାପରେ ମନ୍ଦିର!-->…
Read More...
Read More...
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା
ବୌଦ୍ଧ - ଆଜି ସକାଳେ ମନମୁଣ୍ଡା ଥାନା ଦପଲା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଂଡ ଘଟି ଯାଇଛି l ପୂର୍ବ ଶତ୍ରୁତାକୁ ନେଇ ଦପଲା ଗ୍ରାମର ଶମ୍ଭୁ ସାହୁଙ୍କ ପୁଅ ଦିଗାମ୍ବର ସାହୁଙ୍କୁ ସଙ୍ଗବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣା ପଡିଛି l ଦପଲା -ଲମ୍ବସରୀ ରାସ୍ତାର ନାଳ ନିକଟରେ!-->!-->!-->…
Read More...
Read More...
କନେଷ୍ଟେବଲ ସମେତ ୨ଗଂଜେଇ ବେପାରୀ ଗିରଫ
ଫୁଲବାଣୀ,: କନ୍ଧମାଳର ଫିରିଙ୍ଗିଆ ଥାନାର ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ଟାଟା ସୁମୋ ଗୋଲର୍ଡ ନମ୍ବର ଓ ଆର୍୦୨ଏଟି ୯୩୬୯ ଯାଞ୍ଚ କଲା ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା । ଗାଡ଼ିକୁ ଜବତ କରବା ସହ ୩ ଜଣକୁ ଗିରଫ କରି ଫିରିଙ୍ଗିଆ ଥାନାକୁ ନିଆଯାଇଥିଲା । ସେଠାରେ ଫିରିଙ୍ଗିଆ ଥାନା!-->!-->!-->…
Read More...
Read More...
ଘୋଡାଗାଡି ଶିବ ମନ୍ଦିରରେ ସ୍ଥାପନ ହେଲା ନୂତନ ଦଧି ନଉତି
ଆଠମଲିକ - ଗତ ମାସରେ ଆସିଥିବା କାଳବୈଶାଖୀର ତାଣ୍ଡବରେ ଆଠମଲିକ ଉପଖଣ୍ଡ ଅନ୍ତର୍ଗତ ଘୋଡ଼ାଗାଡ଼ି ଶିବ ମନ୍ଦିରର ଦଧି ନଉତି ଭାଙ୍ଗି ଯାଇଥିଲା l ଘୋଡାଗାଡି ଗ୍ରାମବାସୀ, ସେବାୟତ ଓ ଅଂଚଳର ଭକ୍ତ ମାନଙ୍କର ସହଯୋଗରେ ଆଜି ମନ୍ଦିର ଚୂଡ଼ାରେ ନୂତନ ଦଧି ନଉତି ସ୍ଥାପନ କରାଯାଇଛି | କୋଭିଡ ପାଇଁ ଜନ!-->!-->!-->…
Read More...
Read More...