Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲା ପାଇଁ କଟକଣା ଜାରିକଲା ପ୍ରଶାସନ
ବୌଦ୍ଧ, ୨୬/୭ – ବୌଦ୍ଧଜିଲ୍ଲାରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସଂକ୍ରମଣକୁ ରୋକିବାପାଇଁ ଜିଲ୍ଲା ପ୍ରଶାସନ ଦୁଇଟି ପର୍ଯ୍ୟାୟରେ କଟକଣା ଜାରିକରିଛି । ଆସନ୍ତା କାଲି ୨୭ ଓ ୨୮ ତାରିଖ ଦୁଇଦିନ ଧରି ବୌଦ୍ଧଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଓ ବ୍ୟବସାୟିକ!-->…
Read More...
Read More...
କାର୍ଯ୍ୟରତ ଶିକ୍ଷକଙ୍କ ଦେହାନ୍ତ
ଫୁଲବାଣୀ: କନ୍ଧମାଳଜିଲ୍ଲାର ତୁମୁଡିବନ୍ଧ ବ୍ଲକ ମଣ୍ଡଳପଦର କ୍ଲଷ୍ଟର ଅନ୍ତର୍ଗତ ଖମନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ପ୍ରହଲ୍ଲାଦ ବଡ଼ସେଠଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଶ୍ୱାସରୁଦ୍ଧ ହୋଇ ଶିକ୍ଷକଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତୁମୁଡିବନ୍ଧ ବ୍ଲକର ତଥା!-->…
Read More...
Read More...
ଏନ୍ କାଉଣ୍ଟରରେ ମାଓବାଦୀ ମୃତ
ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଚିତ୍ରକୋଣ୍ଡା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଗୁଜେଡ଼ି ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ମାଓବାଦୀ ଓ ଆନ୍ଧ୍ରର ଗେହଣ୍ଟ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ହାଡ ର଼୍କୋର ମାଓବାଦୀର ମୃତ୍ୟୁ ଘଟିଛି!-->…
Read More...
Read More...
ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସର ସଜବାଜ
ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟ ବିଧାନସଭାର ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏ ନେଇ ଭାରତର ନିର୍ବାଚନ କମିଶନ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ । ତେବେ ଏହା ପୂର୍ବରୁ ରାଜ୍ୟରେ କଂଗ୍ରେସ ଦୁଇଟି ବିଧାନସଭାର ଉପନିର୍ବାଚନକୁ ଆଖିରେ ରଖି ସଜବାଜ ଆରମ୍ଭ କରିଛି ।!-->…
Read More...
Read More...
କାର୍ଗିଲ ବିଜୟ ଦିବସ ଅବସରରେ ଆର୍ମି ହସ୍ପିଟାଲକୁ ୨୦ ଲକ୍ଷ ଟଙ୍କା ଦାନକଲେ ରାଷ୍ଟ୍ରପତି
ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କାର୍ଗିଲ ବିଜୟ ଦିବସ ଅବସରରେ ଆର୍ମି ହସ୍ପିଟାଲ (ଆର ଆଣ୍ଡ ଆର୍) ଦିଲ୍ଲୀକୁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ରାଷ୍ଟ୍ରପତି ଭବନର ଖର୍ଚ୍ଚ କାଟ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହି ଟଙ୍କା ଦାନ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଟ୍ୱିଟର!-->…
Read More...
Read More...
ରାଜ୍ୟରେ ଆର୍ଥିକ ଆତଙ୍କ ନାହିଁ
ଭୁବନେଶ୍ୱର: ବିରୋଧୀ ଦଳଗୁଡ଼ିକର ବିଭିନ୍ନ ଅଭିଯୋଗ ରଖି ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏସବୁକୁ ଖଣ୍ଡନ କରିଛନ୍ତି ।ଶ୍ରୀ ମିଶ୍ର କହିଛନ୍ତି, କେବଳ ରାଜନୈତିକ ଆକ୍ଷେପ ଛଡ଼ା ଏହା କିଛି ନୁହେଁ । ରାଜ୍ୟରେ କୌଣସି ଆର୍ଥିକ ଆତଙ୍କ ନାହିଁ । ଆମେ ସମସ୍ତଙ୍କ ପରାମର୍ଶ ନେଇ ଆର୍ଥିକ!-->…
Read More...
Read More...
କରୋନା ମୃତକଙ୍କ ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ସଂପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା
ଭୁବନେଶ୍ୱର : ଓଡ଼ିଶା, ଭାରତ ଓ ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ୱ ଏଥିରେ ଆକ୍ରାନ୍ତ ହୋଇଛି । ଓଡ଼ିଶା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କର!-->…
Read More...
Read More...
ବେହେରାପାଲିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଣ୍ଟାବାଞ୍ଜିକୁ ଛୁଇଁଲା କରୋନା
ବଲାଙ୍ଗୀର,୨୬/୭ -ଆଜି ଜିଲ୍ଲାର ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ବଲାଙ୍ଗୀର ମ୍ୟୁନସିପାଲଟି ଅଞ୍ଚଳର, ଜଣେ କଣ୍ଟାବାଞ୍ଜି, ଜଣେ ବନଛୋରପାଲି (ଲୋଇସଂହା ) , ବଙ୍ଗମୁଣ୍ଡା କନ୍ଧବାହାଲରୁ ୩, ଦେଧର ଖପ୍ରାଖୋଲ ଜଣେ ଓ ପାଟଣାଗଡ ବ୍ଳକ ଉଲବାର ଜଣେ । ୧୧ ପୁରୁଷ ୫ମହିଳା ଓ ୨ଶିଶୁ ଅଛନ୍ତି । ବୁର୍ଲା!-->…
Read More...
Read More...
ସୁବର୍ଣ୍ଣପୁର : ସଟଡାଉନର ଜବରଦସ୍ତ ପ୍ରଭାବ ହେଲେ ଆଜିପୁଣି ୪ ସଂକ୍ରମିତ
ସୋନପୁର,୨୬/୭ - ଅନେକ କଟକଣା ଓ ସଚେତନତା ସତ୍ତେ୍ୱ ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟାବିସ୍ତାର କରିଚାଲିଛି । ଶନିବାର ପୁଣି ଡୁଙ୍ଗୁରିପାଲି ବ୍ଲକରେ ୪ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିବା ଜଣାପଡିଛି । ଗତକାଲି ସହଲା ଅଞ୍ଚଳରେ ଜଣଙ୍କ ରିପୋର୍ଟ ପଜିଟିଭ ଥିବାବେଳେ ଆଜିପୁଣି ଉକ୍ତ ଅଞ୍ଚଳ!-->…
Read More...
Read More...
ଗଜପତିରେ ପୁଣି ୭୪ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୬/୭- ଗଜପତିରେ ପୁଣି ୭୪ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ଜଣେ, ଗୁମ୍ମାରୁ ଜଣେ, ନୂଆଗଡ଼ ବ୍ଳକରୁ ୧୧ଜଣ, ପାରଳା ପୌର ପରିଷଦରୁ ୩୪ ଜଣ, ରାୟଗଡରୁ ୮ଜଣ ,ଆର ଉଦୟଗିରି ବ୍ଳକରୁ ୮ ଜଣ କାଶୀନଗର ବ୍ଳକରୁ ୩ ଜଣ ମୋହନା ବ୍ଳକରୁ!-->…
Read More...
Read More...