Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦନ୍ତା ହାତୀର ମୃତଦେହ ଉଦ୍ଧାର
ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତାହାତୀ ର ମୃତଦେହ ବନ ବିଭାଗ ଉଦ୍ଧାର କରିଛି | ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ହାତୀ ଦାନ୍ତ ପାଇଁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି l ହାତୀ ଶରୀରର ବିଭିନ୍ନ ସ୍ଥାନରେ ଗୁଳିର କ୍ଷତ!-->…
Read More...
Read More...
ରାଜ୍ୟରେ ପୁଣି ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୪୩୩୮ରେ ପହଞ୍ଚିଲା
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ୧୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍!-->…
Read More...
Read More...
ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତିରେ ୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ତାମିଲନାଡୁ ଫେରନ୍ତା, ୩ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା ଅଟନ୍ତି ଜଣେ ତେଲେଙ୍ଗାନାରୁ ଫେରନ୍ତା ଅଟନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଅସ୍ଥାୟୀ!-->…
Read More...
Read More...
ହୀରାକୁଦ ଜଳଭଣ୍ଡାରରେ ବର୍ଷାଜଳ ପ୍ରବେଶ ଆରମ୍ଭ
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଆଜି ପ୍ରଥମକରି ବର୍ଷା ଜଳ ପ୍ରବେଶ ରେକର୍ଡ କରାଯାଇଛି । ଗତ ୨୪ଘଣ୍ଟା ରେ ଏହାର ଜଳସ୍ତରରେ ୦.୪୮ଫୁଟ ବୃଦ୍ଧି ହୋଇଛି । ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୦୮.୨୯ଫୁଟ ରେକର୍ଡ କରାଯାଇଛି ଓ ୨୪ଘଣ୍ଟା ପୂର୍ବେ ଏହା ୬୦୭.୮୧ଫୁଟ ରହିଥିଲା । ଏବିଷୟରେ!-->…
Read More...
Read More...
କରୋନା ପ୍ରତିକାର ପାଇଁ ଜନସଚେତନତା ଅଭିଯାନ
ସମ୍ବଲପୁର: କରୋନା ପ୍ରତିକାର ପାଇଁ ସ୍ଥାନୀୟ କ୍ଷେତରାଜପୁର ଅଞ୍ଚଳରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ ସ୍ୱଚ୍ଛତା, ହାତ ଧୋଇବା ୬ ପ୍ରଣାଳୀ ବିଷୟରେ କୌଶଳଜ୍ଞାନ ପ୍ରଦାନ!-->…
Read More...
Read More...
ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ଖପ୍ରାଖୋଲ : ଖପ୍ରାଖୋଲ ଥାନା ମାଟିଆଭଟା ହାଇସ୍କୁଲ ଖେଳ ପଡିଆ ନିକଟସ୍ଥ ରାସ୍ତା ର କଲଭର୍ଟ ପାଖରେ ବାଇକ୍ ଭାରସାମ୍ୟ ହରାଇ ଜଣକର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡ଼ିଛି । ବାଇକ୍ ଆରୋହୀ ଅନକାମୁରା ଗ୍ରାମ ଦଳଗଞ୍ଜନ ବରିହା ( ୨୫) ଓ ଧଅଁଲି!-->…
Read More...
Read More...
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନଏସି ଅଂଚଳର ବ୍ରହ୍ମପୁରା ନିକଟରେ ଥିବା ଭାନୁସାର ପୋଖରୀର ଅନତି ଦୂରରେ ଏକ ବମୁରଗଛରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜମକ କାଦେପଡାର ସୁନ୍ଦଯ୍ୟ ଦଲେଇ(୪୨) ବୋଲି ପୁଲିସ ପକ୍ଷରୁ ଜଣାପଡିଛି । ସଂଧ୍ୟା ସମୟରେ ଲୋକେ ଶୈଚ ହେବାକୁ!-->…
Read More...
Read More...
କିଟ୍ ଗବେଷଣାଗାରରେ ନୂଆ ଟେକ୍ନୋଲୋଜି: ବିନା ସିମେଣ୍ଟରେ ନିର୍ମାଣ ହେଲା କଂକ୍ରିଟ୍ ରାସ୍ତା
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ନିର୍ମାଣଭିତ୍ତିକ ଟେକ୍ନୋଲୋଜି ବିକଶିତ କରିଛନ୍ତି । ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ଜୁନ୍ ପ୍ରଥମ ସପ୍ତାହରେ କଟକ ଜିଲ୍ଲା ଅମନପଡ଼ା ଗ୍ରାମ୍ୟ ରାସ୍ତା ନିର୍ମାଣରେ ଏହି!-->…
Read More...
Read More...
ରେଢାଖୋଲ ଅଞ୍ଚଳରେ ଭାଲୁ ରକ୍ତମୁଖା
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢାଖୋଲ ଉପଖଣ୍ଡ ଅଞ୍ଚଳରେ ଏକ ମାଈଭାଲୁ ହିଂସ୍ରକ ହୋଇ ୨ ଦିନରେ ୩ଜଣଙ୍କ ପ୍ରାଣ ନେଲାଣି । ଗତକାଲି ସେଠାକାର ମାଣିଆବନ୍ଧ ଗାଁ ପାଖ ବଣରେ ଏହି ଭାଲୁଟି ଆକ୍ରମଣକରି ଜଣକୁ ମାରିଦେଇଥିଲା । ମୃତକର ପରିଚୟ ୨୨ବର୍ଷୀୟ ସୁରୁ ନାଏକ ଓ ସେ ମାଣିଆବନ୍ଧ ଗାଁର ବୋଲି!-->…
Read More...
Read More...
ଏମସିଏଲ ତରଫରୁ ବିଶ୍ୱରକ୍ତଦାନ ଦିବସ ଆୟୋଜିତ
ସମ୍ବଲପୁର:ମହାନଦୀ କୋଲ ଫିଲଡସ୍ ଲିମିଟେଡ ଆନୁକୂଲ୍ୟରେ ଆଜି ଆନନ୍ଦବିହାର ଚିକିତ୍ସାଳୟରେ ବିଶ୍ୱ ରକ୍ତଦାନ ଦିବସ ଆୟୋଜିତ ହୋଇଥିଲା । ଏହି ଶିବିରରେ ଏମସିଏଲର ନିର୍ଦ୍ଦେଶକ କେଶବ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏମସିଏଲ୍ର ମୁଖ୍ୟ!-->…
Read More...
Read More...