Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରେକର୍ଡ : ୨୪ ଘଣ୍ଟାରେ ୧୨୬୪ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୨୩ ।୦୭: ରାଜ୍ୟରେ ଦିନକୁ କରୋନା ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ!-->…
Read More...
Read More...
ହରଭଙ୍ଗା: ନୂତନ ବନୀକରଣ ପାଇଁ ଚାରା ପ୍ରସ୍ତୁତି
ହରଭଙ୍ଗା,୨୩/୭ – ଜଙ୍ଗଲ ଓ ପରିବେଶ ବିଭାଗ ଓ ମନରେଗା ଯୋଜନାର ଆର୍ଥିକ ସହାୟତାରେ ବୌଦ୍ଧ ବନଖଣ୍ଡ ଅଧୀନରେ ହରଭଙ୍ଗା ବନବିଭାଗ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ନୂତନ ବନୀକରଣ ପାଇଁ ହରଭଙ୍ଗା ଶଗଡିଆ ନାଳ ଓ ଖରସଙ୍କୁଲେଇ ଠାରେ ଚାରାନର୍ସରୀ କରାଯାଇ ୧ଲକ୍ଷ ୫୦ ହଜାର ନୂତନ ଚାରା ପ୍ରସ୍ତୁତି!-->…
Read More...
Read More...
ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ମନୋନୀତ
ପାରଳାଖେମୁଣ୍ଡି : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ଙ୍କ ନିର୍ଦ୍ଦେଶ କ୍ରମେ ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲା ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦଷ୍ୟ ଭବେ ମନୋନୀତ ହୋଇଛନ୍ତି । ଶ୍ରୀ ବେବର୍ତ୍ତାଙ୍କ କାର୍ଯ୍ୟକାଳ ୨୪/୦୭/୨୦୨୦ ୨୩/୦୭/୨୦୨୩!-->…
Read More...
Read More...
ଶହ ଶହ ପ୍ରକଳ୍ପ ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ରହିଛି ଜିଲ୍ଲାରେ !
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଅନେକ ଉନ୍ନୟନ ଯୋଜନାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସରକାରୀ ଯୋଜନାରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ସମ୍ପୁର୍ଣ୍ଣ କରାଇବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକତାର ଘୋର ଅଭାବ ଯୋଗୁଁ!-->…
Read More...
Read More...
ଭେଟଖୋଲ ଘାଟିରେ ଡକାୟତି : ୨ ଡକାୟତି ଗିରଫ
ଫୁଲବାଣୀ:-ଫୁଲବାଣୀ ସଦରଥାନା ଅନ୍ତର୍ଗତ ଭେଟଖୋଲ ଘାଟି ମଧ୍ୟ ଭାଗରେ ଅନୁଗୁଳ ଜିଲ୍ଲାର ଏକ ବୋଲେରୋକୁ ପଥର ମାରିବା ସହିତ ଡ୍ରାଇଭର ଠାରୁ ୭୨୦୦୦ଟଙ୍କା ଓ ଗୋଟିଏ ମୋବାଇଲ ଲୁଟିନେଇଥିଲେ ୪ ଜଣ ଡକାୟତ । ଆଜି ଫୁଲବାଣୀ ସଦର ପୋଲିସ ଖୋଜିବା ସହିତ ସେମାନଙ୍କ ମଧ୍ୟରୁ ଦୁଇଜଣକୁ କୋର୍ଟ ଚାଲାଣ!-->…
Read More...
Read More...
ଖଜୁରିପଡାରେ ୩କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନର ତତ୍ପରତା
ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆର୍ ନୂଆଗାଁ ଏବଂ ଟିଟ୍ରାପଙ୍ଗା ଅଂଚଳରେ ୩ ଜଣ କରୋନା ପଜିଟିଭ ଖବର ପରେ ତୁରନ୍ତ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ଏବଂ ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ପ୍ରମୁଖ!-->…
Read More...
Read More...
ଦୁଇ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନ ସହିତ ନର୍ସିଂହୋମ ସିଲ୍
ସମ୍ବଲପୁର : ଏଠାକାର ସବୁଠୁ ବଡ଼ ଘରୋଇ ଚିକିତ୍ସାଳୟ ସଞ୍ଜିବନୀ ହସ୍ପିଟାଲରରେ ଗତରାତି ଜଣେ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେଠାକାର ଦୁଇଜଣ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନକୁ ଯାଇଛନ୍ତି ଓ ଉକ୍ତ ହସ୍ପିଟାଲକୁ ସିଲ୍ କରାଯାଇଛି । ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ!-->…
Read More...
Read More...
ଲଭ୍ ସେକ୍ସ୍ ଧୋକା : ପ୍ରତାରଣା ଓ ଗର୍ଭପାତ କରାଇଥିବା ଅଭିଯୋଗ, ପ୍ରେମିକ ଓ ଗର୍ଭପାତ କରାଇଥିବା ବ୍ୟକ୍ତି ଗିରଫ
ବାଲିଗୁଡ଼ା: ଲଭ୍ ସେକ୍ସ୍ ଧୋକା । ପ୍ରଥମେ ପ୍ରେମ,ପରେ ଶାରୀରିକ ସମ୍ପର୍କ ତା ପରେ ଗର୍ଭପାତ ଏବଂ ପ୍ରତାରଣା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ଥାନା ଗ୍ରୀନ୍ ବାଡ଼ି ଅଞ୍ଚଳର ଆକାଶ ପ୍ରଧାନ ନାମକ ଜଣେ!-->…
Read More...
Read More...
ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଧ୍ୱସ୍ତ
ବୌଦ୍ଧ, ୨୨/୭ - ଆଜି ସନ୍ଧ୍ୟାରେ ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଶରଧାପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ ବଖରା ଘର ପାଉଁଶ ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶରଧାପୁର ହରିଜନ ସାହିରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗି ଅଲେଖ କଲତାଙ୍କ ୨!-->…
Read More...
Read More...
ଗୁନ୍ଦୁଳିଆ କ୍ୱାରେଣ୍ଟାଇନ ସେଣ୍ଟର ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ, ୨୨/୭ - ବୌଦ୍ଧ ଜିଲ୍ଲାରେ ଆଜି ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଆଉ ଜଣେ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସରକାରୀ ଭାବେ ପ୍ରଶାସନ ତରଫରୁ ଘୋଷଣା କରା ଯାଇନଥିଲେ ମଧ୍ୟ ଗୁନ୍ଦୁଲିଆ କ୍ୱାରେଣ୍ଟାଇନ ସେଣ୍ଟରର ଜଣେ!-->…
Read More...
Read More...