Browsing Category

ରାଜ୍ୟ

ସୁବର୍ଣ୍ଣପୁର ଜିଲ୍ଲା ହେଲା କରୋନା ମୁକ୍ତ

ସୋନପୁର:ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ୨୯କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଇ ସୂଚନା ପ୍ରଦାନ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଗତ ୬ ତାରିଖରେ ୮ଜଣ ଓ ୧୧ତାରିଖରେ ୯ଜଣ ସୁସ୍ଥ ହୋଇଥିଲେ ।
Read More...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପା

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବେହେରାମୁଣ୍ଡା ପଚଂୟତର ଦର୍ହମୁଣ୍ଡା ପତ୍ରା ଜଙ୍ଗଲରୁ ଗାଁର ସୁଶାନ୍ତ ଭୁଏ (୧୮) ନାମକ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ବେଲପଡା ପୋଲିସ ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ । ମିଳିଥିବା ସୁଚନା ଅନୁସାରେ
Read More...

ଗଜପତି ଜିଲ୍ଲାସ୍ତରୀୟ ମକ ଡ୍ରିଲ ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନା

ଗଜପତି ଜିଲ୍ଲାସ୍ତରୀୟ ମକଡ୍ରିଲ ପାଇଁ ପୂର୍ବପ୍ରସ୍ତୁତି ବୈଠକଆରମ୍ଭ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ତତ୍ୱାବଧାନ ଓସୱାନ ଭିଡିଓ କନଫେରାନ୍ସ ହଲ ଠାରେ ଆଲୋଚନା ହୋଇଥିଲା । ଏହି ଆଲୋଚନା କାର୍ଯ୍ୟକ୍ରମରେ ଜିଲ୍ଲା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର
Read More...

୨୫କେଜି ଗଞ୍ଜେଇ ସହ ୪ଗିରଫ, ଅଟୋ ଜବତ

କନ୍ଧମାଳ କରୋନାର ମହାମୁକାବିଲା ଚାଲିଥିବା ବେଳେ ଗଞ୍ଜେଇ ମାଫିଆଙ୍କ ବ୍ୟବସାୟ ବଢ଼ିବାରେ ଲାଗିଛି । ଆଜି ପୁଣି ଫିରିଙ୍ଗିଆ ଥାନାକୁ ଏକ ଗଞ୍ଜେଇ ବୋଝ ଅଟୋ ସହ ୪ ଜଣକୁ ଗିରଫ କରିଛି । ପୋଲିସ ଏକ ଅଟୋ ନମ୍ବର ଓଡି 0୨ ରେ ମୁସଲିପଙ୍ଗା ଗ୍ରାମରୁ ଗଞ୍ଜେଇ ଲୋଡ଼ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା
Read More...

କାମରେ ଆସୁନାହିଁ ପାନୀୟ ଜଳଯୋଗାଣ ପ୍ରକଳ୍ପ

ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମପଞ୍ଚାୟତର ନାୟକପଡା ଗ୍ରାମରେ ଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବାଠାରୁ ଦୀର୍ଘବର୍ଷ ହେଲା ଲୋକଙ୍କର କାମରେ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାପାଇଁ ଗ୍ରାମବାସୀ ଗ୍ରାମ୍ୟ ଜଳଯୋଗାଣ ଓ
Read More...

ପ୍ରବାସୀ ଓଡ଼ିଆଙ୍କୁ ନିଜ ଘରକୁ ପଠାଇବା ବନ୍ଦୋବସ୍ତ କଲେ ସମାଜସେବୀ ଓ ଠିକାଦାର

ଫୁଲବାଣୀ/ବାଲିଗୁଡା: କରୋନା ମହାମୁକାବିଲା ପାଇଁ ସାରା ଦେଶ ଲକଡାଉନ ଥିବା ଯୋଗୁଁ ସମସ୍ତ ବସ, ଟ୍ରକ, ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ କିଛି ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରେ ଓ ଜିଲ୍ଲା ବାହାରେ ରହି ଯାଇଥିଲେ I ଯାହାଦ୍ୱାରା କିଛି ପ୍ରବାସୀ ଓଡ଼ିଆ କାମ ଧନ୍ଦା, ବ୍ୟବସାୟ କରିବାକୁ
Read More...

ଘର ଉପରେ ପଡିଲା ତାଳଗଛ, ଅଳ୍ପକେ ବର୍ତ୍ତିଲେ ୯ଜଣ

ବୌଦ୍ଧ:- ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଲିଗାଁ ଗ୍ରାମରେ ଗତକାଲି ମଧ୍ୟରାତ୍ରିରେ ଜଣକ ଘର ଉପରେ ଏକ ବିଶାଳ ତାଳଗଛ ପଡିଯିବାରୁ ଘରଭିତରେ ଶୋଇଥିବା ୯ଜଣ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସାଲିଗାଁ ଗ୍ରାମର ନାରାୟଣ ପ୍ରଧାନଙ୍କ ପରିବାର
Read More...

୮ବର୍ଷ ହେଲା କାମକରି ମନରେଗା ମଜୁରି ପାଇନାହାନ୍ତି ଶ୍ରମିକ

ବୌଦ୍ଧ: ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିପାଇଁ କେନ୍ଦ୍ରସରକାର ମନରେଗା ଯୋଜନା କରିଛନ୍ତି ମାତ୍ର ୮ବର୍ଷ ହେଲା ଶ୍ରମିକ କାମକରି ଆଜିଯାଏଁ ମଜୁରୀ ମିଳିନଥିବା ଭଳି ଏକ ଘଟଣା ଏବେ ଲୋକଲୋଚନକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଘିଆପଡା
Read More...

ଭି.ଏସ୍.ଏସ୍ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭିଏସସନଗରସ୍ଥିତ ମା' ତାରିଣୀ ମନ୍ଦିର ପରିସରରେ ଯୁବ ନେତା ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ୱାର୍ଡ଼ ନମ୍ବର ୧୧ ଓ ୧୭ ରେ କୋବିଦ୍-୧୯ ସମୟରେ କାମକରୁଥିବା ସମସ୍ତ ୨୦ ଜଣ ସ୍ଵଚ୍ଛାଗ୍ରହି ଓ ସ୍ୱଚ୍ଛସାଥୀମାନଙ୍କୁ ଟିମ୍ #ପ୍ରକାଶତ୍ରିପାଠୀ ଓ #ଜୟମା ୟୁଥ୍_କ୍ଲବ୍ ତରଫରୁ ମାନପତ୍ର ,
Read More...

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ ଓ ବିଏମସି କର୍ମଚାରୀଙ୍କୁ ମାସ୍କ ସହିତ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର : କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ବୋଲି ରାଜ୍ୟ ସାଧାରଣ ସମ୍ପାଦିକା (ମହିଳା ବିଜୁ ଜନତା ଦଳ ଓଡ଼ିଶା)ର ସୁଜାତା ଜେନା
Read More...