Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୧୩୮ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୧୩୮ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
Read More...
Read More...
ଟ୍ରକ୍ ପଛରେ ପିଟିଲା ଅଟୋ, ଡ୍ରାଇଭର ଗୁରୁତର
ବୌଦ୍ଧ : ଆଜି ଅପରାହ୍ନ ପ୍ରାୟ ୫.୩୦ ମିନିଟ ସମୟରେ ଜାତୀୟ ରାଜପଥ ନଂ ୫୭ର ପୁରୁଣାକଟକ ଥାନା ଦିଗସିରା ବୁଲାଣି ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ଅଟୋଟି ବୌଦ୍ଧରୁ କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।
!-->!-->!-->!-->!-->…
Read More...
Read More...
ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଫୁଲବାଣୀ:ଫୁଲବାଣୀ ଟାଉନ ଥାନାରେ ନୁତନ ଥାନା ଅଧିକାରୀ ଭାବେ ଶ୍ରୀ ସୁଶାନ୍ତ କୁମାର ସେଠୀ ଶନିବାର ଦିନ ଦାୟିତ୍ୱ ବହନ କରିଛନ୍ତି।ଏହା ପୂର୍ବରୁ ସେ କଣ୍ଟାମାଳ ଥାନା ରୁ କନ୍ଧମାଳ ଜିଲ୍ଲାକୁ ବଦଳି ହୋଇ ଆସି କିଛିଦିନ ହେଲା ଜିଲ୍ଲା ପୁଲିସ ହେଡ କ୍ୱାଟରରେ ଥିଲେ।ଶନିବାର ଦାୟିତ୍ୱ ଗ୍ରହଣ ପରେ!-->…
Read More...
Read More...
ସର୍ବାଧିକ ୧୭୮ କରୋନା ଆକ୍ରାନ୍ତ ହେଲେ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୧୮୯୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ!-->…
Read More...
Read More...
କ୍ୟାବିନେଟ ବୈଠକ : “ବନ୍ଦେ ଉତ୍କଳ ଜନନୀ…’କୁ ରାଜ୍ୟ ସଂଗୀତ ମାନ୍ୟତା
ଭୁବନେଶ୍ୱର : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅନ୍ନବଦ୍ୟ ସୃଷ୍ଟି "ବନ୍ଦେ ଉତ୍କଳ ଜନନୀ…' ସଂଗୀତକୁ ରାଜ୍ୟ କ୍ୟାବିନେଟ୍ ଆଜି ରାଜ୍ୟ ସଂଗୀତ ଭାବେ ସରକାରୀ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରୁ!-->…
Read More...
Read More...
କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତ୍ରୀ କେ. ପୁଣ୍ୟବତୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୱାର୍ଡ଼ ନଂ.୧ ର ପୂର୍ବତନ କାଉନସିଲର ତଥା ବିଜେପି ନେତ୍ରୀ କେ.ପୁଣ୍ୟବତୀ କୋଭିଡ ଯୋଦ୍ଧା ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଆନ୍ଧ୍ର ଓ ଓଡ଼ିଶା ସୀମାରେ ଥିବା ନାକାପଏଣ୍ଟ ଓ ବଜାରଛକରେ କାର୍ଯ୍ୟରତ!-->…
Read More...
Read More...
ବ୍ୟାଡମିଂଟନ ଗାଲାକ୍ସି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ସୋନପୁର: ରକ୍ତଦାନ ମହା ପୁନ୍ୟ ଏହି ବାର୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ୟାଡମିଂଟନ ଗାଲାକ୍ସି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ଅର୍ଣ୍ଣପୁର୍ଣ୍ଣା ରେସିଡେନ୍ସିରେ ଆୟୋଜିତ ଏହି ଶିବିରକୁ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ!-->…
Read More...
Read More...
ଜୀବନ ଜୀବିକା ଅନ୍ୱେଷଣରେ ସହରାଭିମୁଖୀ ହେଉଛନ୍ତି ଶ୍ରମିକ
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡିର ପୁରୁଣା ବସ ଷ୍ଟାଣ୍ଡ ଠାରେ ସକାଳୁ ସକାଳୁ ଶ୍ରମିକମାନେ କାମ ଅନ୍ୱେଷଣରେ ଛିଡ଼ା ହୋଇ ଥିବାର ଦେଖିବାକୁ ମିଳିଛି ।କିଛି ଦିନ ଘରେ ରହିଲା ପରେ ପୁଣି ନିଜର ଜୀବନ ଜୀବିକା ଅନ୍ୱେଷଣ ରେ ଶ୍ରମିକ ମାନେ ସହରାଭିମୁଖୀ ହେଉଛନ୍ତି ସହରର!-->…
Read More...
Read More...
ଅଧିକ ଦରରେ କିରୋସିନି ବିକ୍ରି, ବନ୍ଦ ହେବ କେବେ ?
ବୌଦ୍ଧ: ୧୩ ଟଙ୍କା ୫୦ ପଇସାର କିରୋସିନକୁ ୨୦ ଟଙ୍କାରୁ ଆରମ୍ଭକରି ୩୦ ଟଙ୍କା ଯାଏଁ ଜିଲ୍ଲାର ଅନେକ ସରକାରୀ ଡିଲରମାନେ ବିକ୍ରି କରୁଥିବା ପ୍ରାୟ ୧ମାସ ଧରି ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ବହିରା ଗ୍ରାମପଞ୍ଚାୟତର ଅଭିଯୋଗପତ୍ର ଉପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇ!-->…
Read More...
Read More...
ମେସିନରେ ଚାଲିଛି ମନରେଗା : ନୂତନ ତରିକା ଆପଣେଉଛନ୍ତି କୁଜି ଠିକାଦାର
ବୌଦ୍ଧ:- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା (ମନରେଗା)ରେ ଜିଲ୍ଲାର ସମସ୍ତ ବ୍ଲକରେ ଚାଲିଛି କୋଟିକୋଟି ଟଙ୍କାର କାମ । ନୂତନ ମାଟିରାସ୍ତା ନିର୍ମାଣ ଓ ପୋଖରୀ ଖନନ କାମ ମେସିନ ସାହାଯ୍ୟରେ ସବୁ ପଞ୍ଚାୟତରେ ଜୋରସୋରରେ ଆରମ୍ଭ ହୋଇଯାଇଛି । ଲୋକେ କାମ ନପାଇ ଲକଡାଉନ!-->…
Read More...
Read More...