Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାରିଙ୍ଗବାଡ଼ିରେ ପ୍ଲାଷ୍ଟିକ ଅଣ୍ଡା, ରୋଷେଇ ବେଳେ ଅଣ୍ଡା ଫାଟି ୨ ମହିଳା ଆହତ
ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଛି। ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ୨ ଜଣ ମହିଳା ଘରେ ଅଣ୍ଡା ରୋଷେଇ କରିବା ସମୟରେ ଅଣ୍ଡା ଫାଟିଥିଲା। ଫଳରେ ୨ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତ ମହିଳାମାନେ ଗ୍ରାମର!-->…
Read More...
Read More...
ଏଟିଏମ କାର୍ଡ଼ ଲୁଟେରା ଗିରଫ କୋର୍ଟ ଚାଲାଣ
ଫୁଲବାଣୀ,28/6:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ରୁ ଜଣେ ମହିଳା ଙ୍କ ଏଟିଏମ କାର୍ଡ଼ ଲୁଟ୍ କରି ଟଙ୍କା ଚୋରି ପରେ ଖଜୁରୀପଡ଼ା ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ରଂଜନ କୁମାର ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୁଚନା ଅନୁଯାୟୀ ଖଜୁରୀପଡ଼ା!-->…
Read More...
Read More...
ମରଣଯନ୍ତା ସାଜିଛି ଚିଲାଖଣ୍ଡି ପୋଲ
ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ନିକଟରେ ରହିଛି ଚିଲାଖଣ୍ଡି ପୋଲ l ପ୍ରାୟ 10 ବର୍ଷ ହେଲା ଜାତୀୟ ରାଜପଥ ନମ୍ବର୍ 57 ର ନିର୍ମାଣ ସାରିଥିଲେ ମଧ୍ୟ ଜାତୀୟ ରାଜପଥ କର୍ତୃପକ୍ଷ ପୋଲ ନିର୍ମାଣ କରିପାରି ନାହାନ୍ତି l ଗତ 3 ବର୍ଷ ତଳେ ପୁରୁଣା ପୋଲର ପାର୍ଶ୍ବରେ!-->…
Read More...
Read More...
ଅଭିଶପ୍ତ ଜୀବନ ବିତାଉଛନ୍ତି ଆଠ ଗ୍ରାମବାସୀ
ବାଲିଗୁଡ଼ା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲା । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବସବାସ କରନ୍ତି ଆଦିବାସୀ ସଂପ୍ରଦାୟର ଲୋକେ । ହେଲେ ଆଜିବି ଜିଲ୍ଲାର ଅନେକ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ପ୍ରଶାସନିକ!-->…
Read More...
Read More...
ଖରାଦିନ ସରିଗଲା କିନ୍ତୁ କାମରେ ଆସିଲାନି ପାଣି ଟାଙ୍କି
ବୌଦ୍ଧ,୨୮/୬(ହୀ.ପ୍ର)- ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଞ୍ଚାୟତର ଗିରାସିଙ୍ଗା ଗ୍ରାମରେ ଥିବା ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ଲୋକଙ୍କ କୌଣସି କାମରେ ଆସିଲାନାହିଁ । ଖରାଦିନ ସରିଗଲା ହେଲେ ପାଣିପାଇଁ ଡହଳବିକଳ ହେଉଥିବା ଗିରାସିଙ୍ଗାବାସୀଙ୍କ କଥା ପ୍ରଶାସନର କାନରେ ପଶିଲା ନାହିଁ!-->…
Read More...
Read More...
ବୌଦ୍ଧ ରାଜ ରାସ୍ତାରେ ଜଳର ଫୁଆରା
ବୌଦ୍ଧ - ବୌଦ୍ଧ ସହରରେ ବିଭିନ୍ନ ରାସ୍ତାରେ ପାନୀୟ ଜଳ ଯୋଗାଣ ସମୟରେ ଜଳର ଫୁଆରା ଦେଖିବାକୁ ମିଳିଛି l ବୌଦ୍ଧ ସହରରେ ମହାନଦୀରୁ ପାନୀୟ ଜଳ ଯୋଗାଣ ପାଇଁ ପୋତା ଯାଇଥିବା ପାଇପ ଗୁଡିକ ଫାଟି ପ୍ରତିଦିନ ହଜାର ହଜାର ପାନୀୟ ଜଳ ଡ୍ରେନ ଓ ରାସ୍ତାରେ ବୋହି ଯାଉଛି l ଗତକାଲି ସକାଳ 11 ଘଣ୍ଟା!-->…
Read More...
Read More...
ବାଇକ ଦୁର୍ଘଟଣାରେ 2 ଗୁରୁତର
ବୌଦ୍ଧ : ଜାତୀୟ ରାଜପଥ ନମ୍ବର୍ 57 ର ତେଲିବନ୍ଧ ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ 6 ଘଣ୍ଟା ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ବାଇକରୁ ପଡି ବାଇକ ପଛରେ ବସିଥିବା ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ପଟରୁ!-->…
Read More...
Read More...
ମରଣଯନ୍ତା ସାଜିଛି ଚିଲାଖଣ୍ଡି ପୋଲ
ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ନିକଟରେ ରହିଛି ଚିଲାଖଣ୍ଡି ପୋଲ l ପ୍ରାୟ 10 ବର୍ଷ ହେଲା ଜାତୀୟ ରାଜପଥ ନମ୍ବର୍ 57 ର ନିର୍ମାଣ ସାରିଥିଲେ ମଧ୍ୟ ଜାତୀୟ ରାଜପଥ କର୍ତୃପକ୍ଷ ପୋଲ ନିର୍ମାଣ କରିପାରି ନାହାନ୍ତି l ଗତ 3 ବର୍ଷ ତଳେ ପୁରୁଣା ପୋଲର ପାର୍ଶ୍ବରେ!-->…
Read More...
Read More...
ହୀରାକୁଦରୁ ପ୍ରାୟ ୨.୫ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ପରେ ମହାନଦୀ ଉଛୁଳୁଛି
ସମ୍ବଲପୁର,୨୭/୬ - ଆଜି ସକାଳ ୮ଟା ସମୟରେ ହୀରାକୁଦ ନଦୀବନ୍ଧରୁ ଏକାସାଙ୍ଗରେ ୧୫ଟି ସ୍ଲୁଇସଗେଟ ଖୋଲିବା ଫଳରେ ପ୍ରାୟ ୨.୫ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବାରୁ ମହାନଦୀ ଦୁଇକୂଳରେ ଉଛୁଳି ପଡୁଛି । ଏବର୍ଷ ଏପରି ପ୍ରଥମ ବନ୍ୟାଜଳର ପରି ଦୃଶ୍ୟ ଉପଭୋଗ କରିବାପାଇଁ ସ୍ଥାନେ ସ୍ଥନେ ଉତ୍ସୁକ!-->…
Read More...
Read More...
ଅଭିଶପ୍ତ ଜୀବନ ବିତାଉଛନ୍ତି ୮ଟି ଗାଁର ଗ୍ରାମବାସୀ
ସମସ୍ୟା ନସୁଧୁରିଲେ ଆନ୍ଦୋଳନର ଚେତାବନୀ
ବାଲିଗୁଡ଼ା,୨୭/୬- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲା । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବସବାସ କରନ୍ତି ଆଦିବାସୀ ସଂପ୍ରଦାୟର ଲୋକେ । ହେଲେ ଆଜିବି ଜିଲ୍ଲାର ଅନେକ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ଦୈନନ୍ଦିନ ନାହିଁନଥିବା!-->!-->!-->…
Read More...
Read More...