Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ସହର ହେଲା ଲକ୍ ଡାଉନ ୩୧ ଯାଏଁ ଶନିବାର ଓ ରବିବାର ସଟ୍ ଡାଉନ୍
ବୌଦ୍ଧ, ୧୭/୭ -କରୋନାର ବ୍ୟୁତ୍ପାତ ବୌଦ୍ଧ ସହରରେ ଦେଖିବାକୁ ମିଳୁଛି । ସେଥିପାଇଁ ପ୍ରଶାସନ ସହରର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଚାଲିଛନ୍ତି । ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇନଥିଲେ ମଧ୍ୟ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଆଉ କିଛି କରୋନା ସଂକ୍ରମିତ ଚିହ୍ନଟ!-->…
Read More...
Read More...
ବୌଦ୍ଧ ସହରର ଆଉ ୩ ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ, ଶନିବାର ଓ ରବିବାର ସଟ୍ ଡାଉନ୍
ବୌଦ୍ଧ, ୧୭/୭ -କରୋନାର ବ୍ୟୁତ୍ପାତ ବୌଦ୍ଧ ସହରରେ ଦେଖିବାକୁ ମିଳୁଛି । ସେଥିପାଇଁ ପ୍ରଶାସନ ସହରର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଚାଲିଛନ୍ତି । ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇନଥିଲେ ମଧ୍ୟ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଆଉ କିଛି କରୋନା ସଂକ୍ରମିତ ଚିହ୍ନଟ!-->…
Read More...
Read More...
ସାତକୋଶିଆ ଅଭୟାରଣ୍ୟରେ ପାଟ୍ରୋଲିଂ
୬୦ କି.ମି ପାଦରେ ଚାଲିଲେ ୪୦ ବନକର୍ମଚାରୀ ସାମିଲ, ମାସରେ ୨ଥର ହେବ ପାଟ୍ରୋଲିଂ
ହରଭଙ୍ଗା,୧୭/୭- ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧିନରେ ଥିବା ବୌଦ୍ଧଜିଲ୍ଲାର ହରଭଙ୍ଗାବ୍ଲକ ଅନ୍ତର୍ଗତ କୁଶଙ୍ଗ ରେଞ୍ଜ ଅଧୀନରେ ଥିବା ସାତକୋଶିଆ ଅଭୟାରଣ୍ୟରେ ବନବିଭାଗ ପକ୍ଷରୁ ଆଜି ପାଟ୍ରୋଲିଂ କରାଯାଇଛି ।!-->!-->!-->…
Read More...
Read More...
ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା
ପାରଳାଖେମୁଣ୍ଡି :ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି । ପ୍ରକାଶିତ ଦଶମଶ୍ରେଣୀ ପରୀକ୍ଷା ଫଳରେ ଜନ୍ମେଜୟ ସାହୁ ୯୬.୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ସମ୍ୟରଞ୍ଜନ ଆପଟ ୯୫.୬!-->…
Read More...
Read More...
ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ ସାନିଟାଇଜର, ମାସ୍କ ଓ ହ୍ୟାଣ୍ଡଗ୍ଲୋବସ ବଣ୍ଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ ମାସ୍କ, ହ୍ୟାଣ୍ଡ ଗ୍ଲୋବସ ଓ ସାନିଟାଇଜର ପ୍ରଭୃତି ଜିଲ୍ଲା ପ୍ରଶାସନ ଅଧିକାରୀ ଜୁବୁଲି ବେହେରା, ସେଇକ ସାଗିର ଓ ପୌରପରିଷଦର କର୍ମଚାରୀମାନଙ୍କୁ ପ୍ରଦାନ କରିଛନ୍ତି । କୋଭିଡି ୧୯!-->…
Read More...
Read More...
ସିପିଙ୍କ ଫିଟ୍ନେସ ମନ୍ତ୍ର : ପୁଲିସବାବୁଙ୍କ ପେଟ ବଢିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ
ଭୁବନେଶ୍ୱର : ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଅଳସୁଆ ତଥା ମଠୁଆ ପୁଲିସଙ୍କ ପାଇଁ ଆଜି ଚେତାବନୀ ଶୁଣାଇଛନ୍ତି । ସେ କହିଛନ୍ତି ଯେ, କମିଶନରେଟ ପୁଲିସରେ କାର୍ଯ୍ୟରତ ସବୁ ପୁଲିସ କର୍ମଚାରୀଙ୍କୁ ଫିଟନେସ୍ ରହିବାକୁ ପଡିବ । ଏ ନେଇ କମିଶନର ଶ୍ରୀ ଷଡଙ୍ଗୀ ଟାର୍ଗେଟ୍ ଦେଇ ୩ସପ୍ତାହ ମଧ୍ୟରେ!-->…
Read More...
Read More...
ଅଙ୍ଗନବାଡି ଓ ଆଶାକର୍ମୀଙ୍କ କର୍ତ୍ତବ୍ୟ ସ୍ଥଳରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ଭତ୍ତା
ଭୁବନେଶ୍ୱର : କୋଭିଡ ଯୋଦ୍ଧା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାର ପାଇଁ ରାଜ୍ୟ ସରକାର ଆଜି ଏକ ନୂଆ ଘୋଷଣା କରିଛନ୍ତି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାର ସୂଚନା ଅନୁଯାୟୀ କର୍ତ୍ତବ୍ୟରତ ଅଙ୍ଗନବାଡି ଓ ଆଶାକର୍ମୀଙ୍କ!-->…
Read More...
Read More...
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଅନିଶ୍ଚିତତା ଜାରି
ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ତଥା ଆଇସିଏସ୍ସି ଓ ସିବିଏସ୍ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ସର୍ବଭାରତୀୟସ୍ତରରେ ପ୍ରକାଶ ପାଇଯାଇଥିବା ବେଳେ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେ ନେଇ!-->…
Read More...
Read More...
ପ୍ରଧାନପାଟ ଜଳପ୍ରପାତ କୁଣ୍ଡରେ ଖସିପଡ଼ି ଫାର୍ମାସୀ ଛାତ୍ରଙ୍କ ମୃତ୍ୟୁ
ଦେବଗଡ଼ : ପ୍ରଧାନପାଟ ଜଳପ୍ରପାତ ପ୍ରଥମ କୁଣ୍ଡରେ ଆଜି ପ୍ରତ୍ୟଷରୁ ଜଣେ ଯୁବକର ମୃତଦେହ ମିଳିଥିବାର ଜଣାଯାଇଛି । ପ୍ରାପ୍ତ ସୁଚନାମତେ ଦେବଗଡ଼ ପୌରପରିଷଦ ଅନ୍ତର୍ଗତ ୱାଡର଼୍ ନଂ.୩ ମଠସାହି ବାସିନ୍ଦା ସ୍ୱର୍ଗତ କ୍ରୀଷ୍ଣା ପ୍ରସାଦଙ୍କ ପୁଅ ଶୁଭମ୍ ପ୍ରସାଦ ବୋଲି ଜଣାପଡ଼ିଛି । ମୃତ ଶୁଭମ୍!-->…
Read More...
Read More...
ଗଜପତିରେ ପୁଣି ୧୮ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୮ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଗୋଶାଣୀ ବ୍ଳକରୁ ୨ଜଣ, କାଶୀନଗର ବ୍ଳକରୁ ୨ ଜଣ, ରାୟଗଡ ବ୍ଳକରୁ ୭ ଜଣ, ଓ ପାରଳା ପୌରପରିଷଦରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ!-->…
Read More...
Read More...