Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁରରେ କାୟା ମେଲୁଛି କରୋନା : ୨୫ ଆକ୍ରାନ୍ତଙ୍କ ମଧ୍ୟରେ ଦେଢ଼ବର୍ଷର ଶିଶୁ କନ୍ୟା
ସୋନପୁର : ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ମାତ୍ର ୯ ଦିନ ମଧ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।ଗତ ୨୪ଘଣ୍ଟା ମଧ୍ୟରେ ୧୭ଜଣ ପଜିଟିଭ ଚିହ୍ନଟ ହେବାପରେ ସମଗ୍ର ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଶେଷ କରି କାଲି!-->…
Read More...
Read More...
ଜଳ ଯୋଗାଣ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ
ସମ୍ବଲପୁର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ରତାପ ଉପରେ ଜଳ କଷ୍ଟ ସମ୍ବଲପୁରବାସୀଙ୍କୁ ଅତିଷ୍ଠ କରିଛି । ବର୍ତ୍ତମାନ ମହାନଗର ନିଗମରର କୌଣସି ଅଂଚଳ ଏପରି ସମସ୍ୟାରୁ ବର୍ତ୍ତି ନାହିଁ । ବିଶେଷ କରି ସାକ୍ଷୀପଡା ଅଂଚଳରେ ବର୍ତ୍ତମାନ ପାନୀୟ ଜଳ ଯୋଗାଣ କୁ ନେଇ ଲୋକେ ନାହିଁ ନଥିବା ଅସୁବିଧା!-->…
Read More...
Read More...
ସମ୍ବଲପୁର ଜିଲ୍ଲାରୋ କରୋନା ପଜିଟିଭ ସଂଖ୍ୟା ୧୫ ହେଲା : ନୂଆ ତିନୋଟି ମାମଲା ମଧ୍ୟରୁ ଜଣେ ମହିଳା
ସମ୍ବଲପୁର:ତିନୋଟି ନୂଆ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୫ରେ ପହଞ୍ଚିଛି । ଏହି ଜିଲ୍ଲାରେ ସର୍ବପ୍ରଥମ ପଜିଟିଭ କେସ ଗତ ମେ ୧୭ ତାରିଖରେ ରେଢାଖୋଲ ଉପସମ୍ଭାଗ ଅନ୍ତର୍ଗତ ଲୁହାପଙ୍କ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ କରାଗଲା ଓ ଗତ ୧୯ଦିନରେ!-->…
Read More...
Read More...
କରୋନା ମୁକାବିଲାରେ ଅବହେଳା : ରାତିସାରା ଏଣେତେଣେ ବୁଲିଲେ ପ୍ରବାସୀ ଶ୍ରମିକ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କରୋନା ମୁକାବିଲା ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ କର୍ତ୍ତବ୍ୟରେ କେତେ ସଚେତନ ତା\'ର ନଗ୍ନ ନମୂନା ଦେଖିବାକୁ ମିଳିଥିଲା ହରଭଙ୍ଗା ସଦର ମହକୁମା ଚାରିଛକରେ । ବାଙ୍ଗାଲୋର ଓ କେରଳରୁ ଭୁବନେଶ୍ୱର ଯାଏଁ ନିଜ ଖର୍ଚ୍ଚରେ ରେଳ ଯୋଗେ ଓ ଭୁବନେଶ୍ୱରରୁ ବସଯୋଗେ!-->…
Read More...
Read More...
ରାଜ୍ୟରେ ପୁଣି ୯୦ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୯୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୪୭୮ରେ!-->…
Read More...
Read More...
୩ ନୂଆ ସହିତ ସମ୍ବଲପୁର ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୧୪ ହେଲା
ସମ୍ବଲପୁର : ଆଜି ତିନୋଟି ନୂଆ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୪ ହେଲା । ଏମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି ଓ ବର୍ତ୍ତମାନ ହସ୍ପିଟାଲରେ ୮ଜଣଙ୍କ ଚିକିତ୍ସା ଚାଲିଛି । ଏମାନଙ୍କ ବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ!-->…
Read More...
Read More...
ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର
ବୌଦ୍ଧ : ଆଜି ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳିକା ଗୁରୁତର ଭାବେ ଆହତ ହୋଇ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ କଣ୍ଟାମାଳ ଥାନା ବରଗାଁ ଗ୍ରାମ ପଞ୍ଚାୟତ ସେଲମାପାଲି ଗ୍ରାମର ସଂପର୍କୀୟ ଦୁଇଭାଇଭଉଣୀ!-->…
Read More...
Read More...
ଚଉଲସୁଖା ପଞ୍ଚାୟତରେ ଦୁଇ କରୋନା ପଜିଟିଭ ଚିହ୍ନଟ
କଣ୍ଟାବାଞ୍ଜି : ତୁରିକେଲା ବ୍ଲକ ଅନ୍ତର୍ଗତ ଚଉଲସୁଖା ପଞ୍ଚାୟତରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଚିହ୍ନଟ ଦୁଇଜଣ ସୁରତ ଫେରନ୍ତା ବୋଲି ଜଣାପଡିଛି । ସେମାନେ ୭ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରହି ଫେରି ଘରେ ରହୁଥିବା ସମୟରେ ତାଙ୍କର ପଜିଟିଭ୍ ବାହାରିଥିଲା । ଏହାପରେ!-->…
Read More...
Read More...
ପୁଣି ଗଜପତିରେ 4 କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ଗଜପତିରେ ପୁଣି 4 ଟି କରୋନା ପଜିଟିଭ ଚିହ୍ନଟ ହୋଇ ଥିବା ର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଦୁଇଜଣ ତେଲେଙ୍ଗାନା ରୁ ଆସିଥିବା ବେଳେ ଜଣେ ଆନ୍ଧ୍ର ପ୍ରଦେଶର,ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଥିଲା। ସେଠାରୁ!-->…
Read More...
Read More...
ସଟ୍ ଡାଉନ୍ ପାଇଁ ନୂଆ ବିଜ୍ଞପ୍ତି ଜାରି କଲା ବିଏମ୍ସି
ଭୁବନେଶ୍ୱର : ସଟ୍ ଡାଉନ୍ ରେ ବନ୍ଦ ରହିବ ଭୁବନେଶ୍ୱରର ପାର୍କ । ଏନେଇ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବାକି ୫ ଦିନ ଅର୍ଥାତ୍ ସୋମବାରରୁ ଶୁକ୍ରବାର ଯାଏଁ ପାର୍କ ସକାଳ ୫ଟାରୁ ଦିନ ୧୦ଟା ଯାଏଁ ଖୋଲା ରହିବ ।ତେବେ ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ବୟସ୍କ ଲୋକ!-->…
Read More...
Read More...