Browsing Category

ରାଜ୍ୟ

ନିଗମ ଅଞ୍ଚଳରେ ତିନୋଟି କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷିତ: ପାଖପଡ଼ିଶାରେ ସଂକ୍ରମଣ ପହଞ୍ଚିଲା ପରେ ମଧ୍ୟ ଲୋକେ ସୁଧୁରିବା…

ସମ୍ବଲପୁର,୧୬/୭- ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ଆଜି ଆଉ ଚାରିଜଣଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି । ଏମାନେ ଦୁଇଜଣ ମହିଳା (୩୫ ଓ ୩୭) ଓ ଦୁଇଜଣ ପୁରୁଷ (୨୮ ଓ ୩୦) ସମସ୍ତେ କରୋନା ଯୋଦ୍ଧା ଅର୍ଥାତ୍ ଡାକ୍ତର ଓ ନର୍ସ ଅଟନ୍ତି । ଏମାନଙ୍କ ବ୍ୟତୀତ ସମ୍ବଲପୁର
Read More...

ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ

ଖପ୍ରାଖୋଲ ୧୬/୭- ଖପ୍ରାଖୋଲ ଥାନା ଭୁର୍ଷିବାଞ୍ଜିରେ ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ସ୍ୱାମୀ ଅମରବାଗ (୬୫) ସ୍ତ୍ରୀ ସପୁର ବାଗ(୫୮) । ନିଜ ଘରକୁ ସଂଯୋଗ କରିଥିବା ବିଦ୍ୟୁତ ତାର କଟି ଯାଇ ଟିଣ କବାଟରେ ଲାଗି ରହିଥିବା ବେଳେ ଅମର କବାଟ ବନ୍ଦ କରିବା ବେଳେ
Read More...

ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ

ଖପ୍ରାଖୋଲ : ଖପ୍ରାଖୋଲ ଥାନା ଭୁର୍ଷିବାଞ୍ଜି ରେ ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅମରବାଗ (୬୫), ସପୁର ବାଗ(୫୮) ବୋଲି ଜଣାପଡିଛି । ନିଜ ଘରକୁ ସଂଯୋଗ କରିଥିବା ବିଦ୍ୟୁତ ତାର କଟି ଯାଇ ଟିଣ କବାଟରେ ଲାଗି ରହିଥିବା ବେଳେ ବିଦ୍ୟୁତ କରେଣ୍ଟ
Read More...

ବୌଦ୍ଧ :ଦମକଳ ବିଭାଗ କର୍ମଚାରୀ ଓ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୬/୭ - ବୌଦ୍ଧ ଜିଲ୍ଲାରେ ଚିନ୍ତା ବଢାଉଛି କରୋନା । ଚଳିତ ସପ୍ତାହରେ ଅର୍ଥାତ୍ ୪ ଦିନ ମଧ୍ୟରେ ୧୧ ଜଣ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ବାହାରିଥିବା ଜଣାପଡିଛି । ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଲା ଯେ ଚଳିତ ସପ୍ତାହର ୧୧ ପଜିଟିଭ ମଧ୍ୟରୁ ମାତ୍ର ଜଣେ ସଙ୍ଗରୋଧ କେନ୍ଦ୍ରର
Read More...

ବୋଲେରୋ – ଡାଲା ଅଟୋ ମଧ୍ୟରେ ଧକ୍କା

ବୌଦ୍ଧ,୧୬/୭ - ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ ୫୭ ର ରାମ୍ଭିକଟା ନିକଟରେ ଗୋଟିଏ ବଲେରୋ ଓ ଡାଲା ଅଟୋ ମଧ୍ୟରେ ଧକ୍କା ହେବାରୁ ଡାଲା ଅଟୋ ବହୁ ଦୂରକୁ ଛିଟିକି ପଡିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବୌଦ୍ଧ ଅଭିମୁଖେ ଆସୁଥିବା ଗୋଟିଏ ବଲେରୋ ସହ ରାମ୍ଭିକଟା
Read More...

ସାର ବୋଝେଇ ଟ୍ରାକ୍ ରାସ୍ତାରେ ଦବିଯିବାରୁ ରାସ୍ତା ଜାମ୍

ବୌଦ୍ଧ,୧୬/୭ - କଣ୍ଟାମାଳ ବ୍ଲକ୍ ପିପିଲିପାଲି ଗ୍ରାମ ରାସ୍ତାରେ ମଂଗଳବାର ସନ୍ଧ୍ୟାରେ ଏକ ୧୪ ଚକିଆ ସାର ବୋଝେଇ ଟ୍ରକ ଫସି ଯାଇଥିବା ଯୋଗୁଁ ରାସ୍ତା ଜାମ୍ ହୋଇଯାଇଛି । ଟ୍ରକରେ ଅଧିକ ଲୋଡ ଥିବାରୁ ଓ କଚ୍ଚ଼ା ରାସ୍ତା ହୋଇଥିବାରୁ ଟ୍ରକ ଉଠିବା ସମ୍ଭବ ହେଉନାହିଁ । ଫଳରେ ଏ ରାସ୍ତା ଦେଇ
Read More...

ପ୍ୟାକ୍ସ କଂପ୍ୟୁଟରୀକରଣ ଓ ସୁଷମ ସାର ବଣ୍ଟନ ସମ୍ପର୍କିତ ବୈଠକ

ବୌଦ୍ଧ,୧୬/୭ - ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବ । ସେହିପରି ଖରିଫ ଧାନ ଚାଷ ପାଇଁ କିଭଳି ଚାଷୀ ମାନଙ୍କ ମଧ୍ୟରେ ସରକାରୀ ଧାର୍ଯ୍ୟ ଦରରେ ସାର ବିକ୍ରୟ କରାଯାଇପାରିବ ସେ ସଂପର୍କିତ ଏକ ବୈଠକ ଗତକାଲି ସହକାରୀ ନିବନ୍ଧକ ସମବାୟ ସମିତି ସମୁହ
Read More...

କେନାଲ ରାସ୍ତା ମରାମତି କରାଯିବାକୁ ଦାବି

ବୌଦ୍ଧ,୧୬/୭ - ବୌଦ୍ଧ ବ୍ଲକ୍ ତାଲସରଡା ଗ୍ରାମ ପଂଚାୟତର ସାହାଜପାଲ ଗ୍ରାମ ନିକଟରୁ ଆସିଥିବା ସାଲୁଙ୍କୀ କେନାଲର ରାସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ମରାମତି ଅଭାବରୁ ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହେବା ସହ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ଉପରେ
Read More...

କେନାଲ ରାସ୍ତା ମରାମତି କରାଯିବାକୁ ଦାବି

ବୌଦ୍ଧ,୧୬/୭ - ବୌଦ୍ଧ ବ୍ଲକ୍ ତାଲସରଡା ଗ୍ରାମ ପଂଚାୟତର ସାହାଜପାଲ ଗ୍ରାମ ନିକଟରୁ ଆସିଥିବା ସାଲୁଙ୍କୀ କେନାଲର ରାସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ମରାମତି ଅଭାବରୁ ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହେବା ସହ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ଉପରେ
Read More...

କରୋନାକୁ ନେଇ ସଚେତନତା ଶୋଭାଯାତ୍ରା

ବାଲିଗୁଡ଼ା:କନ୍ଧମାଳ ରେ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ କୋଟଗଡ ବ୍ଲକ ରେ ମଧ୍ୟ ଭୟ ର ବାତାବରଣ ସୃଷ୍ଟି ହୋଇଛି |ତେଣୁ ଏହି ମହାମାରୀ କୁ ପ୍ରତିରୋଧ କରିବା ନିମନ୍ତେ ମହିଳା SHG ଗ୍ରୁପ,ଅଙ୍ଗନବାଡି ଓ ଆଶା କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ମୁହଁ ରେ ମାସ୍କ
Read More...