Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଙ୍ଗାଲୋରରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନିଆଁରେ ପୋଡ଼ି ଜଣେ ଯୁବତୀ ମୃତ ଓ ତିନି ଗୁରୁତର
ଦାରିଙ୍ଗବାଡ଼ି ,୧୫/୭ : ବାଙ୍ଗାଲୋର ଠାରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଙ୍କ ଘଟିଥିବା ବେଳେ ଆଉ ୩ଜଣ ଯୁବତୀ ଓ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି l ମୃତ ଓ ଆହତ ଯୁବତୀ ମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଦୁର୍ଗମ ସୋନପୁର ପଞ୍ଚାୟତ!-->…
Read More...
Read More...
ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବୌଦ୍ଧ,୧୫/୭- ଆଜି ବୌଦ୍ଧ ସହର ବାପୁଜୀନଗର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲିନ୍ ଭିଲେଜ ଗ୍ରୀନ ଭିଲେଜ ଅଭିଯାନ ଆରମ୍ଭ ହୋଇଛି । ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଶାଖା ପକ୍ଷରୁ ଜାତୀୟ ଯୁବ ସ୍ୱେଛାସେବୀ ଦେବାର୍ଚ୍ଚନ୍ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାରାରୋପଣ!-->…
Read More...
Read More...
ସି ବି ଏସ ଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଓ JEEମେଇନରେ ସେଂଛୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା
ପାରଳାଖେମୁଣ୍ଡି - ପାରଳାଖେମୁଣ୍ଡି ସ୍ଥିତ ସେଂଛୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଦ୍ଵାଦଶ ଶ୍ରେଣୀ ଓ JEE ମେଇନରେ ସଫଳତା ହାସଲ କରିଛନ୍ତି । ସି ବିଏସଇ ପକ୍ଷରୁ ପ୍ରକାଶିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅନୁଷ୍ଠାନର ଛାତ୍ରୀ ଏସ.ହବିନା 95.4 ପ୍ରତିଶତ ନମ୍ବର ରଖିବା ବେଳେ କେ.!-->…
Read More...
Read More...
ଆସନ୍ତା ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍
ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡି. ଆସାନ୍ତା ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍ କରାଯି୍ବାକୁ ନିର୍ଦ୍ଦେଶ ଯାରି କରିଛନ୍ତି । ଜିଲ୍ଳାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏଇ ନିଷ୍ପତି ନେଇଛି । ଏହି ଦିନ ଗୁଡିକରେ କୌଣସି ପ୍ରକାର ଗାଡି ଚଳାଚଳ,ଦୋକାନ ବଜାର!-->…
Read More...
Read More...
ସିଲ୍ ହେଲା ଫୁଲବାଣୀ ଏସବିଆଇ ଶାଖା
ଫୁଲବାଣୀ: ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ ଅଧିକାରୀ କୋରନା ସଂକ୍ରମିତ ଚିହ୍ନଟ ହେବାପରେ ଫୁଲବାଣୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ସମେତ ବଜାର ଶାଖାକୁ ସିଲ୍ କରି ଦିଆଯାଇଛି । ଏହାସହ ଉକ୍ତ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି । ବୁଧବାର ଫୁଲବାଣୀ ମୁଖ୍ୟ ଶାଖା ସିଲ୍ କରି ଦିଆଯାଇଛି ।!-->…
Read More...
Read More...
କ୍ୱାରେଣ୍ଟାଇନରେ ଭର୍ତ୍ତୃହରି
ଭୁବନେଶ୍ୱର: ପବ୍ଲିକ ଆକାଉଣ୍ଟ କମିଟି ବୈଠକରେ ଉପସ୍ଥିତ ଜଣେ ଅଧିକାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ଏଥିରେ ଯୋଗ ଦେଇଥିବା ୧୮ ସାଂସଦ ଓ ଅନ୍ୟ ଅଧିକାରୀଙ୍କୁ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଲୋକସଭା ସଚିବାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି କ୍ରମରେ କଟକ ସାଂସଦ!-->…
Read More...
Read More...
ପିସିସି ସଭାପତି ଏବେ ବଦଳିବେ ନାହିଁ : ରଞ୍ଜୀବ ବିଶ୍ୱାଳ
ଭୁବନେଶ୍ୱର: ପିସିସି ସଭାପତି ଏବେ ବଦଳିବେ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଆଜି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ପିସିସି ସଭାପତି ବଦଳିବା ନେଇ ଯେଉଁ ଚର୍ଚ୍ଚା ଜାରି ରହିଛି ତାହା ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ ଦ୍ୱାରା ସୃଷ୍ଟି କରାଯାଇଛି । ଏବଂ ଗଣମାଧ୍ୟମରେ!-->…
Read More...
Read More...
ଗଞ୍ଜାମର ୮୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ ଅନ୍ତର୍ଗତ
ଭୁବନେଶ୍ୱର,(ହୀ.ପ୍ର): ରାଜ୍ୟରେ କରୋନା ମହାମାରୀ ବ୍ୟାପକତା ପାଇଁ ସଚରାଚର ଚିନ୍ତାର ବିଷୟ ହୋଇଥିବା ବେଳେ ହଟସ୍ପଟ ଜୋନରେ ଥିବା ଗଞ୍ଜାମ ଜିଲ୍ଲାର ୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନରେ ଥିବା ଆଜି କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଏହି ଜିଲ୍ଲାର ୮୨!-->…
Read More...
Read More...
ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ବର୍ଷର ବାର୍ଷିକ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରକାଶ ପାଇଛି । ଚଳିତ ବର୍ଷ ପରୀକ୍ଷା ଫଳରୁ ଜଣାପଡିଛି ଯେ, ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ!-->…
Read More...
Read More...
ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି :-ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା ଗୋଶାଣୀ ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ୬ ଜଣ, ରାୟଗଡ ବ୍ଳକରୁ ୧୨ ଜଣ, ଗୁମ୍ମା ବ୍ଳକରୁ ୫ ଜଣ ଓ ପାରଳା ପୌରପରିଷଦରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ!-->…
Read More...
Read More...