Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,: ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ଶ୍ରମ ଓ ଇଏସ୍ଆଇ ବିଭାଗରେ ଅତିରିକ୍ତ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଓମ୍ବାଡ୍ସିର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଓରେଡ଼ାର ଉପସଚିବ ଥିବା ବିଷ୍ଣୁପ୍ରିୟା ସାହୁଙ୍କୁ ସୂଚନା ଓ ଲୋକସମ୍ପର୍କ!-->…
Read More...
Read More...
ସମର୍ପିତ ଓଡ଼ିଶା ଓ କମିଶନରେଟ ପୋଲିସର ରକ୍ତଦାନ ଶିବିର
ଆଜି ସମେଇଗାଡ଼ିଆ ଠାରେ ସମର୍ପିତ ଓଡିଶା ଓ କମିଶନେରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଆୟୋଜନ କରାଯାଇଥିଲା।ସମାଜସେବୀ ଶ୍ରୀ ଦେବେନ୍ଦ୍ର ପତି ଓ ଶ୍ରୀମତୀ ସୁନିତା ପତି ଙ୍କର ସଂଯୋଜନା ରେ କ୍ୟାପିଟାଲ ହସ୍ପିଟାଲ ର ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗ୍ରହ!-->…
Read More...
Read More...
ପଦାରେ ପଡିଲା ପୂର୍ତ୍ତ ବିଭାଗ କେଳେଙ୍କାରୀ : ରାତିରେ କାମ, ସକାଳୁ ଉଠିଲା ପିଚୁ
ଚଣ୍ଡିଖୋଲ: ବଡଚଣା ପୂର୍ତ ବିଭାଗ ସହକାରୀ ନିବାର୍ହୀଯନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ୧୬ନଂ ଜାତୀୟ ରାଜପଥ ଠାରୁ ହାଇଲେବୁଲ କେନାଲ ପର୍ଯ୍ୟନ୍ତ ରାସ୍ତାକୁ ମରାମତି ପାଇଁ ବଡଚଣା-ଦର୍ପଣ ଲୁପ ବୋଲି ଦର୍ଶାଇ ଟେଣ୍ଡର କରାଯାଇଥିଲା । ରାସ୍ତ।।ର ଲମ୍ବ ପ୍ରାୟ ୯୫୦ମିଟର ହୋଇଥରଲା ବେଳେ ଏହାର ଆକଳନ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୬, ସୁସ୍ଥ ହେଲେ ୩
ସୋନପୁର : ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଳକ ରୁ କରୋନା ପଜିଟିଭଙ୍କ ସଂଖ୍ୟା ୧୬ରେ ପହଞ୍ଚିବା ଯୋଗୁଁ ଜନସାଧାରଣରେ ଏକ ଉଦବେଗର ବାତାବରଣ ସୃଷ୍ଟି ହୋଇଛି । ତେବେ ଗତକାଲି ୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସ୍ପଷ୍ଟ କରିବା!-->…
Read More...
Read More...
ମହିଳା ଗୋଷ୍ଠୀଙ୍କ ଅଭିଯୋଗ : କିସ୍ତି ଆଦାୟ ପାଇଁ ଜୁଲୁମ କରୁଛନ୍ତି ଘରୋଇ ଋଣଲଗାଣ ସଂସ୍ଥା
ବୌଦ୍ଧ : ବୌଦ୍ଧଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଲଗାଇ ସେମାନଙ୍କର ବ୍ୟବସାୟ ଚଳାଇଛନ୍ତି ଅନେକ ଘରୋଇ ଋଣଲଗାଣ ସଂସ୍ଥା । ଲକଡାଉନ ପାଇଁ ଜୁନ ମାସ ପର୍ଯ୍ୟନ୍ତ ମାସିକ କିସ୍ତି ଆଦାୟ ନକରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ସଂସ୍ଥାମାନେ!-->…
Read More...
Read More...
କର୍କଟ ପୀଡିତ ଯୋଗେନ୍ଦ୍ରଙ୍କ ପାଇଁ ଅର୍ଥ ସାଜିଛି ବାଧକ : ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସମିତି ସଭ୍ୟ
ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ସମଆ ପଞ୍ଚାୟତ ଚମ୍ପାପୁର ଗାଁର ଯୋଗେନ୍ଦ୍ର ଭୋଇ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏବେ ଜୀବନ ଓ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ତାଙ୍କର ଏହି ରୋଗର ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି । ତାଙ୍କ ପରିବାର ସେ ହିଁ ଥିଲେ ଜଣେ ମାତ୍ର ରୋଜଗାରକ୍ଷମ!-->…
Read More...
Read More...
ଭୁତ କୋଠିରେ ପରିଣତ ହେଲାଣି ବୌଦ୍ଧ କଲେଜର ପୁରୁଣା କୋଠା
ବୌଦ୍ଧ: ବୌଦ୍ଧ ପଞ୍ଚାୟତ କଲେଜର ପୁରୁଣା କୋଠା ରକ୍ଷଣାବେକ୍ଷଣ ଅଭାବରୁ ଭୁତକୋଠିରେ ପରିଣତ ହେବାକୁ ବସିଛି । ପୂର୍ବରୁ ଏଠାରେ କଲେଜ ଅଧ୍ୟକ୍ଷଙ୍କ ଚେମ୍ବର, ପ୍ରଶାସନିକ କାର୍ଯ୍ୟାଳୟ, ଫି’ ଡିପୋଜିଟ କାଉଣ୍ଟର ସମେତ କେତୋଟି ବିଭାଗର ଅନର୍ସ କ୍ଲାସ ମଧ୍ୟ ହୋଇ ଆସୁଥିଲା । ୨/୩ ବର୍ଷ ତଳେ!-->…
Read More...
Read More...
ଖତ ଖାଉଛି ମଶାମରା ଟିଫା ମେସିନ
ବୌଦ୍ଧ:ବୌଦ୍ଧ ସହରରେ ଦିନକୁ ଦିନ ମଶାମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ୪୩ ଡିଗ୍ରୀ ତାପମାତ୍ରାରେ ମଧ୍ୟ ମଶାମାନଙ୍କ ବଂଶବୃଦ୍ଧି ଘଟିବାର ଦେଖାଯାଉଛି । ନିୟମିତ ଡ୍ରେନ ସଫା କରାଯାଉନଥିବା ଓ ବିଭିନ୍ନ ଡ୍ରେନଗୁଡିକର ଉପରଅଂଶ ଲୋକେ ଅବରୋଧ କରିଥିବାରୁ ଡ୍ରେନ ସଫେଇରେ ମଧ୍ୟ ସମସ୍ୟା!-->…
Read More...
Read More...
ବରିଷ୍ଠ ବିଜେଡି ନେତାଙ୍କ ବିୟୋଗରେ ଗଜପତି ବିଜେଡିର ଶୋକସଭା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ବରିଷ୍ଠ ବିଜେଡି ନେତା ଅଲେଖ ଚୌଧୁରୀଙ୍କ ବିୟୋଗରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ସ୍ବର୍ଗତ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପ!-->…
Read More...
Read More...
ରାସ୍ତା ଖାଲଖମା, ବିଭାଗ ସାଜିଛି ନିଦାବିଷ୍ଣୁ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ବଜାର ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ଦିନ ହେଲା ଖାଲ ଖମା ହୋଇ ରହିଛି।ଯାହା ଫଳରେ ଯାତାୟାତରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି ଓ ଛୋଟ ମୋଟ!-->…
Read More...
Read More...