Browsing Category

ରାଜ୍ୟ

ବିନା ଭକ୍ତରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା

ବୌଦ୍ଧ : ଆସନ୍ତା ୫ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା । ବୌଦ୍ଧ ଜିଲ୍ଲାର ସମସ୍ତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାରଂପରିକ ଭାବରେ ଶ୍ରୀଜୀଉମାନଙ୍କ ଦେବସ୍ନାନ ପୂର୍ଣ୍ଣିମା ପ୍ରତିବର୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଚଳିତ
Read More...

ଲୋକପ୍ରିୟତାର ଶୀର୍ଷରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଲୋକପ୍ରିୟତାର ଶୀର୍ଷରେ ସ୍ଥାନ ପାଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ଓ ସି-ଭୋଟର୍ସ ସର୍ଭେ ନବୀନଙ୍କ ବ୍ୟକ୍ତିତ୍ୱକୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ କରିଛନ୍ତି । ଦେଶ କରୋନା ସହିତ ଲଢୁଥିବା ବେଳେ ସି-ଭୋଟର୍ସ ସର୍ଭେ
Read More...

ପୁଣି ୮୦ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟ ପାଇଁ ପୁଣି ଖୁସି ଖବର ମିଳିଛି । କରୋନା ଆକ୍ରାନ୍ତ ପଜିଟିଭ ସଂଖ୍ୟା ପ୍ରତିଦିନ ବଢିଚାଲିଥିବା ବେଳେ ପ୍ରତିଦିନ ମଧ୍ୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଥିବା ଖବର ମିଳୁଛି । ଏହି କ୍ରମରେ ଆଜି ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କୁ
Read More...

ସମ୍ବଲପୁରରେ ୧୨ତମ କରୋନା ରୋଗୀ ଚିହ୍ନଟ

ସମ୍ବଲପୁର :ଆଜି ସମ୍ବଲପୁରରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ଜିଲ୍ଲା ରେ ସର୍ବମୋଟ ସଂଖ୍ୟା ୧୨ରେ ପହଞ୍ଚିଛି । ଏହାସହିତ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ଓ ସକ୍ରିୟ ରୂପେ ୭ଟି ପଜିଟିଭ ମାମଲା ଚିକିତ୍ସାଧୀନ ରହିଛି । ଆଜି ଜଣେ ୨୦ବର୍ଷୀୟ ଯୁବକକୁ କରୋନା ପଜିଟିଭ ରୂପେ
Read More...

କିଆକଟା ଅଞ୍ଚଳରେ ଝଡତୋଫାନ ଓ ବର୍ଷା, ବ୍ୟାପକ କ୍ଷୟକ୍ଷତି

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତରେ ମଙ୍ଗଳବାର ଝଡତୋଫାନ ଓ ବର୍ଷା ହୋଇଛି । ଏହାଦ୍ୱାରା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । କିଆକଟା ପଞ୍ଚାୟତର କିଆକଟା, କାଦପଡା, ବାଙ୍କପାଳ, ନୂଆପଡା, ନାଏକପଡା, ଶଙ୍ଖାମାଳ ଆଦି ଗ୍ରାମରେ ବ୍ୟାପକ
Read More...

କରୋନା ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ:- କରୋନା ଭଳି ଭୟଙ୍କର ମହାମାରୀ ବ୍ୟାପିଥିବାବେଳେ ଦୈନନ୍ଦିନ ଟିକିନିକି ଖବର ଜନସାଧାରଣଙ୍କୁ ଯୋଗାଇ ଦେଇ ଆସୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧାର ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି ଚାରିଛକ ବନବିଭାଗର ଡାକବଙ୍ଗଳା ପରିସରରେ ଏକ ନିରାଡମ୍ବର ଉତ୍ସବରେ ଅଧ୍ୟକ୍ଷ
Read More...

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପାଇଁ ସତର୍କ ସୂଚନା ଜାରି କରାଯାଇଛି

ସମ୍ବଲପୁର:ଅତିଶୀଘ୍ର ମୌସୁମୀ ଆଗମନ ପାଇଁ ପାଣିପାଗ ବିଭାଗ ଜଣାଇଥିବା ପରିପ୍ରେକ୍ଷୀରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଜଳଭଣ୍ଡାରରୁ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ ହୋଇପାରେ ବୋଲି ସତର୍କ ସୂଚନା ଜାରି କରିଛନ୍ତି । ଏଥିପାଇଁ ରାଜସ୍ୱ ବିଭାଗକୁ ମଧ୍ୟ ସତର୍କ କରାଯାଇଛି ଯେ ମହାନଦୀ
Read More...

ଗଜପତିରେ ପୁଣି ୪ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୪ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଆନ୍ଧ୍ରପ୍ରଦେଶରୁ ଓ ଜଣେ ତେଲେଙ୍ଗାନାରୁ ଫେରିଛନ୍ତି । ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ସେମାନଙ୍କର ସେଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ
Read More...

ଦୁର୍ଦ୍ଦିନରେ ଗ୍ରାମାଞ୍ଚଳର ଅଟୋ ଚାଳକ, ସହାୟତା ଦାବି

ବୌଦ୍ଧ:ଲକଡାଉନ ଯୋଗୁଁ ନାହିଁ ନଥିବା ଅସୁବିଧାରେ ପଡିଛନ୍ତି ଗ୍ରାମାଞ୍ଚଳର ଅଟୋ ଚାଳକ । ଋଣ ଆଣିଥିବାରୁ କିଭଳି କିସ୍ତି ବାନ୍ଧିବେ ସେଥିପାଇଁ ଚିନ୍ତାରେ ପଡିଛନ୍ତି । ଘର ଚଳାଇବା ପାଇଁ ହାତରେ ଟଙ୍କାଟେ ନଥିବା ବେଳେ ବିଭିନ୍ନ ଘରୋଇ ଅର୍ଥଲଗାଣ ସଂସ୍ଥା କିସ୍ତି ପାଇଁ କରୁଛି ହଇରାଣ ।
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ:ବୌଦ୍ଧର ଯୋଗ @ ବୁଦ୍ଧମ ପକ୍ଷରୁ ବୌଦ୍ଧଗଡ ଏନ.ଏ.ସିର ସମସ୍ତ ସଫେଇ କର୍ମଚାରୀମାନଙ୍କୁ ମାସ୍କ, ସାବୁନ ଆଦି ବିଶୋଧନ ସାମଗ୍ରୀ ବଣ୍ଟନ କରାଯାଇଛି । ପ୍ରତିଦିନ ସହରର ରାସ୍ତାଘାଟ, ବଜାର ଓ ଡ୍ରେନ ସଫା କରି ସହରବାସୀଙ୍କୁ ସ୍ୱଚ୍ଛ ପରିବେଶ ଓ ବାତାବରଣ ଯୋଗାଇ ଦେଉଥିବାରୁ ସେମାନେ ହିଁ
Read More...