Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାସେ ମଧ୍ୟରେ ଚିକେନ୍ ବିକ୍ରେତାଙ୍କୁ ସ୍ଥାନ ଯୋଗାଇ ଦେବ ଏନଏସି
ବୌଦ୍ଧ,୧୩/୭ : ରାସ୍ତା ପାର୍ଶ୍ୱରେ ଚିକେନ୍ କାଟିବାକୁ ବୌଦ୍ଧ ଏନଏସି ବାରଣ କରିଥିଲା ଓ କିଛି ଦୋକାନୀମାନଙ୍କୁ ଜରିମାନା ମଧ୍ୟ କରିଥିଲା । ବୌଦ୍ଧ ସହରର ଚିକେନ୍ ବିକ୍ରେତାମାନେ ଗତକାଲି ଏହାର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ପାଇଁ କୌଣସି!-->…
Read More...
Read More...
ପୁରୁଣାକଟକକୁ ୭୨ ଘଣ୍ଟା ସଟ୍ଡାଉନ୍ କଲେ ସରପଞ୍ଚ
ବୌଦ୍ଧ,୧୩/୭ : ଆଜି ବୌଦ୍ଧ ଜିଲ୍ଲାରେ ୭ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ବେଳେ ସେଥିମଧ୍ୟରୁ ପୁରୁଣାକଟକର ଦୁଇ ଜଣ ବ୍ୟକ୍ତି ଆକ୍ରାନ୍ତ ଥିବା ଜଣାପଡିଛି । ସେଥିପାଇଁ ଆଜି ଖବର ପାଇବା ପରେ ପୁରୁଣାକଟକକୁ ସ୍ଥାନୀୟ ସରପଞ୍ଚ ଭବାନୀବାଳା କହଁର ଓ ସ୍ଥାନୀୟ ପ୍ରଶାସନ ୭୨ ଘଣ୍ଟା ପାଇଁ!-->…
Read More...
Read More...
ବୃକ୍ଷ ରୋପଣ ଓ ମାସ୍କ୍ ବଣ୍ଟନ କରି ବିବାହ ବାର୍ଷିକ ଉତ୍ସବ ପାଳନ
ମହାବୀର ମଲ୍ଟି ଜିମ୍ର ପ୍ରତିଷ୍ଠାତା ତଥା ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଉପସଭାପତି ଅକ୍ଷୟ କୁମାର ସ୍ବାଇଁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ୪ର୍ଥ ବିବାହ ବାର୍ଷିକ ଉପଲକ୍ଷେ ୱାର୍ଡ ନମ୍ବର ୫ , ସତ୍ୟବିହାର ଶିବମନ୍ଦିର ପରିସରରେ ୨୦ଗୋଟି ବୃକ୍ଷ ରୋପଣ କରାଯିବା ସହିତ କରୋନା ସଚେତନତା!-->!-->!-->…
Read More...
Read More...
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ପାର୍, ୨୪ ଘଣ୍ଟାରେ ୨୮,୪୯୮ ନୂଆ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮,୪୯୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୯ଲକ୍ଷକୁ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ ୫୫୩ ରୋଗୀ ମୃତ୍ୟୁବରଣ କରିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା!-->…
Read More...
Read More...
ସୁବର୍ଣ୍ଣପୁରରେ ମାଇକ୍ରୋ ଲୋକ ଅଦାଲତ
ସୋନପୁର, ୧୪/୭ : ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା ସଂବନ୍ଧିତ ଏକ ମାଇକ୍ରୋ ଲୋକ ଅଦାଲତ ସ୍ଥାନୀୟ ସିଭିଲକୋଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ଅବଲମ୍ବନ କରି ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ ରେ ଜିଲ୍ଲା ଦୌରାଜଜ୍ ଅରୁଣ କୁମାର!-->…
Read More...
Read More...
ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା, ବୌଦ୍ଧରେ ପୁଣି ବାହାରିଲା ୭ ପଜିଟିଭ
ବୌଦ୍ଧ,୧୩/୭ - ଆଜି ୭ କରୋନା ପଜିଟିଭ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ପୁର୍ବରୁ ୫୩ ଜଣ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇଥିବା ବେଳେ ଆଜିର ନୂତନ ୭ ପଜିଟିଭକୁ ମିଶାଇଲେ ମୋଟ୍ ପଜିଟିଭ ସଂଖ୍ୟା ୬୦ରେ ପହଞ୍ଚିଛି ।ପୂର୍ବରୁ ଗୋଟିଏ!-->…
Read More...
Read More...
ରାଜ୍ୟରେ ପୁଣି ୫୪୩ ନୂଆ ପଜିଟିଭ ଚିହ୍ନଟ, ୪ ମୃତ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୫୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣ ଏହି ବିଶ୍ୱ ମହାମାରୀ ରୋଗରେ ମୃତ୍ୟୁବରଣ କରିଛନ୍ତି । ଏଥିସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ଆଜି!-->…
Read More...
Read More...
ରାତିସାରା ପ୍ରବଳ ବର୍ଷା, ଖାଲୁଆ ଅଂଚଳରେ ଘରେ ପଶିଲା ପାଣି
ବୌଦ୍ଧ,୧୪/୭ - ଗତ ରାତିରେ ହୋଇଥିବା ପ୍ରବଳ ବର୍ଷାରେ ବୌଦ୍ଧ ସହରରେ ଥିବା ଖାଲୁଆ ଅଂଚଳର ଘର ଗୁଡିକ ଭିତରକୁ ପାଣି ପଶିଥିବା ଦେଖିବାକୁ ମିଳିଛି । ସେହିପରି ବାପୁଜୀ ନଗର,ରାଜନପାଲି ନୂଆସାହି, ମାଳିସାହି, ବୁଟୁପାଲି ଅଂଚଳରେ ଥିବା ଖେତ ଗୁଡିକରେ ବର୍ଷାଜଳ ସକାଳୁ ନଦୀର ଭ୍ରମ ସୃଷ୍ଟି କରିଥିଲା!-->…
Read More...
Read More...
ଅଭିନବ ପ୍ରତିବାଦ : ରାସ୍ତାରେ ପଲ୍ହା ରୋଇଲେ ମହିଳା
ବୌଦ୍ଧ,୧୪/୭ - ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମରାମତି ନ ହେବାରୁ କଣ୍ଟାମାଳ ବ୍ଲକ୍ ସଦର ପଂଚାୟତ କଣ୍ଟାମାଳ ଅନ୍ତର୍ଗତ କାନିକୁପା ଗ୍ରାମର ମହିଳାମାନେ ପ୍ରଶାସନିକ ନିଷ୍କ୍ରିୟତାର ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ମୁଖ୍ୟ ରାସ୍ତା ଠାରୁ!-->…
Read More...
Read More...
ପଛକୁ ଫେରିଲା ଆମ୍ବୁଲାନସ, ବାଇକରେ ବୁହା ହେଲେ ଗୁରୁତର ରୋଗୀ !
ବୌଦ୍ଧ -ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳର ରାସ୍ତାବାଟର ଅବସ୍ଥା ବର୍ଷା ଦିନେ ଯାହା ହେଉଛି ନ ଦେଖିବା ଲୋକ ବିଶ୍ବାସ କରିପାରିବେ ନାହିଁ l କେବଳ କିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ରାସ୍ତାକୁ ଛାଡି ଦେଲେ ଅନ୍ୟ ରାସ୍ତା ଗୁଡିକରେ ବର୍ଷା ଚାରି ମାସ ଯାତାୟତ କରିବା କଷ୍ଟକର l!-->…
Read More...
Read More...