Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅସୁସ୍ଥ ପ୍ରବାସୀ ଶ୍ରମିକଙ୍କ ଅଧା ବାଟରେ ମୃତ୍ୟୁ
ବୌଦ୍ଧ,୧୩/୭ - ସୁଦୂର ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ଅସୁସ୍ଥ ହୋଇ ପଡିଥିବା ବୌଦ୍ଧ ସହରର ଜଣେ ଯୁବକ ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଟୁପାଲିରେ ଭଡାରେ ରହୁଥିବା ସ୍ୱର୍ଗତ ରାଧେଶ୍ୟାମ ଗିରିଙ୍କ ପୁଅ!-->…
Read More...
Read More...
ଅସୁସ୍ଥ ପ୍ରବାସୀ ଶ୍ରମିକଙ୍କ ଅଧା ବାଟରେ ମୃତ୍ୟୁ
ବୌଦ୍ଧ,୧୩/୭ - ସୁଦୂର ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ଅସୁସ୍ଥ ହୋଇ ପଡିଥିବା ବୌଦ୍ଧ ସହରର ଜଣେ ଯୁବକ ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଟୁପାଲିରେ ଭଡାରେ ରହୁଥିବା ସ୍ୱର୍ଗତ ରାଧେଶ୍ୟାମ ଗିରିଙ୍କ ପୁଅ!-->…
Read More...
Read More...
ସେବା ଫାଉଣ୍ଡେସନ ପକ୍ଷରୁ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା
ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଞ୍ଚେଶ୍ୱର ଥାନାଧିକାରୀ ଶ୍ରୀ ଜତୀନ୍ଦ୍ର ନାଥ ସେଠୀ, ସହ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଶତପଥୀ ଓ ଶ୍ରୀ ଷ୍ଟାଲିନ ବିଶ୍ୱାଳ ଙ୍କୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଛି।ସେବା ଫାଉଣ୍ଡେସନ ର ଉପଦେଷ୍ଟା ଶ୍ରୀ ଅଶୀଳ କୁମାର!-->!-->!-->…
Read More...
Read More...
ଜଗତ ଜନନୀ ସର୍ଭିସେସ ଦ୍ୱାରା ନୂତନଖଣିର ଭୂମିପୂଜନ
ଯୋଡା,୧୩/୦୭: ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜୁରୁଡି ଲୌହ ଖଣିଟିର ଭୂମିପୂଜନ ଆଜି ନୂଆ ଖଣି ଲିଜ୍ ଧାରି ଜଗତ ଜନନୀ ସର୍ଭିସେସ ପ୍ରା. ଲି. ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ୭୭.୨୨୮ ହେକ୍ଟର ପରିମିତ ଲୌହ ଖଣିଟିରେ ୪.୭୯୫ ନିୟୁତ ମେଟ୍ରିକ ଟନ୍ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଛି ।!-->…
Read More...
Read More...
ବୌଦ୍ଧ ଜିଲ୍ଲା କୃଷି ଅଧିଦର୍ଶକ ସଂଘର କର୍ମକର୍ତ୍ତା ମନୋନୟନ
ବୌଦ୍ଧ,୧୩/୭ - ଆଜି ବୌଦ୍ଧ କୃଷି ବିଭାଗ ସଭାଗୃହରେ ବୌଦ୍ଧ ଜିଲ୍ଲା କୃଷି ଅଧିଦର୍ଶକ ସଂଘର ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି । ସଂଘର ସଭାପତି ଭାବେ ଶେଷଦେବ ସାମଲ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ବିଚିତ୍ର କୁମାର୍ ସାହୁ ଓ କୋଷାଧ୍ୟକ୍ଷ ଭାବରେ!-->…
Read More...
Read More...
କରୋନା ସୁସ୍ଥତା ହାରକୁ ନେଇ କିଞ୍ଚିତ ଆଶ୍ୱସ୍ତି ସମ୍ବଲପୁର ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣରେ ରହିଛି
ସମ୍ବଲପୁର, ୧୩/୭- ଦୁନିଆର ସବୁଆଡେ କରୋନା ସଂକ୍ରମଣକୁ ନେଇ ସମସ୍ତଙ୍କ ମନରେ ଭୟ ରହିଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ । ଆମ ଦେଶ ଓ ରାଜ୍ୟ ସହିତ ଜିଲ୍ଲାର ମଧ୍ୟ ସେହି ଅବସ୍ଥା, କିନ୍ତୁ ଆକ୍ରାନ୍ତ ହେଲାପରେ ସୁସ୍ଥ ହେଉଥିବା ସଂଖ୍ୟାକୁ ନେଇ ଏଠାରେ ଆଜି ସାମାନ୍ୟ ଆଶ୍ୱସ୍ତିର ବାତାବରଣ!-->…
Read More...
Read More...
ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀଙ୍କ ବଦଳି କେବେ?
ଗଜପତି ଜିଲ୍ଲାରେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଦୀର୍ଘ ଦିନ ହେଲା ବଦଳି ହେଉନାହିଁଯାହାଫଳରେ ଜିଲ୍ଲାରେ ବିକାଶରେ ବାଧାସୃଷ୍ଟି ହେଉଛି ଜିଲ୍ଲା ରେ କର୍ମଚାରୀମାନେ କିଏ 5 ବର୍ଷ କିଏ ଦଶ ବର୍ଷଧରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି।ତେଣୁ କର୍ମଚାରୀ ମାନଙ୍କୁ ଅନ୍ୟ ଜିଲ୍ଲା ମାନଙ୍କୁ!-->…
Read More...
Read More...
ପୁରୁଣା ସାର ଦେଉଥିବାରୁ ଚାଷୀ ମହଲରେ ଅସନ୍ତୋଷ
ବୌଦ୍ଧ,୧୩/୭ -ବୌଦ୍ଧ ଜିଲ୍ଲାରେ ଡିଲର ମାନଙ୍କ ଜରିଆରେ ଚାଷୀମାନଙ୍କୁ ସରକାର ଯୋଗାଇ ଦେଉଥିବା ସାରଗୁଡିକ ଦୁଇବର୍ଷ ତଳର ହୋଇଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ବିଭିନ୍ନ ପ୍ରାଥମିକ ସମବାୟ ସମିତି ଓ ଘରୋଇ ସାର ଡିଲରମାନେ ଚାଷୀମାନଙ୍କୁ ବିକ୍ରୟ କରୁଥିବା ଇଫକୋ ଡି.ଏ. ପି.!-->…
Read More...
Read More...
କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ସପ୍ତାହ ଶନିବାର ଓ ରବିବାର ସଟଡାଉନର ପ୍ରଭାବ
ଫୁଲବାଣୀ,୧୩/୭- ଜୁଲାଇ ମାସର ସଟଡାଉନ୍ର ଦ୍ୱିତୀୟ ସପ୍ତାହ ଶେଷ ହୋଇଛି । ଶନିବାର ସକାଳ ୬ଟାରୁ ସୋମବାର ସକାଳ ୬ଟା ଯାଏଁ କନ୍ଧମାଳ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ ବଳବତ୍ତର ରହିଥିଲା । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ସେବା ବନ୍ଦ ରହିଥିଲା । କନ୍ଧମାଳ ଜିଲ୍ଲାରେ କାଳେ!-->…
Read More...
Read More...
ବିକାଶ ଯୋଜନା ପାଇଁ ଜିଲ୍ଲା ପ୍ରଶାସନର ଆନ୍ତରିକତା ନାହିଁ ଆତ୍ମନିର୍ଭରଶୀଳ ଭାରତକୁ ନେଇ ଭାଜପାର ସାମ୍ବାଦିକ…
ସମ୍ବଲପୁର, ୧୩/୭ - ପ୍ରଧାନମନ୍ତ୍ରୀଙ୍କ ବହୁଚର୍ଚ୍ଚିତ ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମକୁ ନେଇ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଆଜିକାର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି ଯେ ବିକାଶ ଯୋଜନା ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରୁନାହିଁ । ଭାଜପାର ଜିଲ୍ଲା!-->…
Read More...
Read More...