Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ
ପାରଳାଖେମୁଣ୍ଡି : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଜିଲ୍ଲା ପାଳ ଶ୍ରୀଯୁକ୍ତ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ଭିତରେ ମାନ୍ୟବର ବିଧାୟକ,!-->…
Read More...
Read More...
ଭାଙ୍ଗିବାକୁ ବସିଲାଣି ଅର୍ଦ୍ଧନିର୍ମିତ ଅଙ୍ଗନୱାଡି କେନ୍ଦ୍ର
ବୌଦ୍ଧ: ବୌଦ୍ଧବ୍ଲକର ଉପାନ୍ତ ଅଞ୍ଚଳ ଗୁନ୍ଦୁଳିଆ ଗ୍ରାମପଞ୍ଚାୟତର ବଣପାହାଡ ଘେରା କିରମାଖୋଲ ଗ୍ରାମ । ଆଦିବାସୀ ହରିଜନ ଅଧ୍ୟୁଷିତ ଏହି ଗ୍ରାମରେ ଥିବା ଅଧିବାସୀ ମାନଙ୍କ ପାଇଁ ବିକାଶର ଚିତ୍ର କେବଳ ସ୍ୱପ୍ନ ମାତ୍ର । ସବୁ ସରକାରୀ ଯୋଜନା ଏ ଗ୍ରାମରେ ପହଞ୍ଚିବା ପୂର୍ବରୁ ଉଭେଇ ଯାଇଥାଏ!-->…
Read More...
Read More...
ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ
ବୌଦ୍ଧ: ଗରିବ ଗୃହହୀନଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ବାସଶୂନ୍ୟ ଗରିବ ଲୋକ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ସବୁବେଳେ ଶୁଣିବାକୁ ମିଳେ । ଏଭଳି ଅଭିଯୋଗ!-->…
Read More...
Read More...
ଜଳିଆ ହତ୍ୟା ଘଟଣାର ପର୍ଦ୍ଦାଫାଶ : ବଚସାରୁ ହତ୍ୟାକାଣ୍ଡ, ଅଭିଯୁକ୍ତକୁ କୋର୍ଟଚାଲାଣ
ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଜଳିଆ ଗାଁର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାର ୨୪ଘଣ୍ଟା ନପୂରୁଣୁ ଅଭିଯୁକ୍ତ ମକାରୁ ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲପଡା ପୋଲିସ । ତେବେ ଏହା ସାମାନ୍ୟ ବଚସାକୁ କେନ୍ଦ୍ରକରି ହତ୍ୟା କରାଯାଇ ଥିବା ଜଣାପଡିଛି ।
!-->!-->!-->!-->…
Read More...
Read More...
ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ : ୮୦ ଲିଟର ମହୁଲି ମଦସହ ଦୁଇଜଣ ଗିରଫ
ବାଲିଗୁଡ଼ା: ଗୋଟିଏ ପଟେ ମହାମାରୀ କରୋନା ମୁକାବିଲା ନେଇ ସରକାର ଚିନ୍ତିତ ଥିବାବେଳେ ଅନ୍ୟପଟେ ଅସାଧୁ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ବେଆଇନ୍ ମଦ କାରବାର କରି ଅଧିକ ଲାଭ ଉଠାଇବାକୁ ଲାଗିପଡିଛନ୍ତି ଚୋରା ମଦ ବେପାରୀ । ଏହାକୁ ରୋକିବାରେ କନ୍ଧମାଳ ଜିଲ୍ଲା ବାଲିଗୁଡା!-->…
Read More...
Read More...
ପାରାଦୀପ ବନ୍ଦର ପକ୍ଷରୁ ଅଟୋ ଆନାଲାଇଜର ସ୍ଥାପନ
ପାରାଦୀପ : ପାରାଦୀପ ବନ୍ଦର ପକ୍ଷରୁ ବନ୍ଦର ଚିକିତ୍ସାଳୟରେ ଏକ ଏକ୍ସରେ ଓ ବାଇଓକେମିଷ୍ଟ୍ରି ଅଟୋ ଆନାଲାଇଜର ମେସିନ ସ୍ଥାପନ କରାଯାଇଛି । ଏହାକୁ ବନ୍ଦର ଅଧକ୍ଷ ରୀଙ୍କୀଶ ରାୟ ଉଦଘାଟନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ରକ୍ତ ପରୀକ୍ଷା ଓ ଏକ୍ସରେ ଭଳି କାର୍ଯ୍ୟ କରିବା!-->…
Read More...
Read More...
କରୋନାରେ ଲାଗୁନି ବ୍ରେକ୍ : ରାଜ୍ୟରେ ୧୪୧ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ସରକାର ଏହାକୁ ରୋକିବା ପାଇଁ ଲକଡାଉନ କଟକଣାକୁ ଆହୁରି ଅଧିକ କଡାକଡି କରିଛନ୍ତି । କିନ୍ତୁ ଆକ୍ରାନ୍ତ ସଂଖ୍ୟାରେ ବ୍ରେକ୍ ଲାଗୁନି । ଆଜି ପୁଣି ୧୪୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ!-->…
Read More...
Read More...
ରାସ୍ତା ତଳକୁ ଖସି ଓଲଟିଲା କାର, ୩ ଆହତ
ବୌଦ୍ଧ : ଆଜି ସଂଧ୍ୟା ୬ଘଣ୍ଟା ସମୟରେ କଣ୍ଟାମାଳ-ଲମ୍ବସରୀ ରାସ୍ତାର ଝାରମୁଣ୍ଡାଠାରେ ଏକ ସଡକ ଦୁର୍ଘଟଣା ଘଟି ୩ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଓଆର୍ ୩୧-୧୩୧୩ ନମ୍ବର ବିଶିଷ୍ଟ ଏକ ଟିଭିଏସ୍ ୱେଗୋ କାର୍ ଲମ୍ବସରୀ ରାସ୍ତାରୁ କଣ୍ଟାମାଳ ଆସୁଥିବା ସମୟରେ ବଡ!-->…
Read More...
Read More...
ଶନିବାର ଓ ରବିବାର ୧୧ଜିଲ୍ଲା ସଟଡାଉନ: ମାସ୍କ ନ ପିନ୍ଧିଲେ ହେବେ ଗିରଫ ଓ ଦେବେ ଜରିମାନା
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅନ୍ଲକ୍-୧ ଗାଇଡଲାଇନ ଆସିବା ପରେ ରାଜ୍ୟ ସରକାର ଆଜି ରାଜ୍ୟର ସ୍ଥିତିକୁ ଦେଖି ଅନଲକ୍-୧ର ଗାଇଡଲାଇନ ଜାରି କରିଛନ୍ତି । ଏହି ଅନୁଯାୟୀ ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟଡାଉନ କରାଯିବ । ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା!-->…
Read More...
Read More...
ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା
ଭୁବନେଶ୍ୱର : କେରଳରେ ପୂର୍ବ ନିର୍ଦ୍ଧାରିତ ଆକଳନ ଅନୁଯାୟୀ ମୌସୁମୀ ବାୟୁ ଆଜି ପହଞ୍ଚିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଗତି କେରଳରେ ସଠିକ ସମୟ ଥିବାରୁ ଓଡିଶାରେ ମଧ୍ୟ ଏହା ପ୍ରଥମ ସପ୍ତାହ ଶେଷ ସୁଦ୍ଧା ପହଞ୍ଚି ଯିବ ବୋଲି ଆକଳନ କରାଯାଉଛି । ଓଡିଶାରେ ଗତ ତିନି ଦିନ ଧରି ପାଗ ଅଧିକ!-->…
Read More...
Read More...