Browsing Category

ରାଜ୍ୟ

ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ବୌଦ୍ଧ : ଆଜି ଅପରାହ୍ନ ପ୍ରାୟ ୨ଘଣ୍ଟା ସମୟରେ ଚାରିଛକ-କୁଶଙ୍ଗ ରାଜ୍ୟ ରାଜପଥର ହରଭଙ୍ଗା ଥାନା ଅଯୋଧ୍ୟା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଛତ୍ରଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ବାରିକ(୪୫) କୌଣସି କାମରେ କୁଶଙ୍ଗ
Read More...

ଗଜପତିରେ କୃଷି ନିର୍ଦ୍ଧାରଣ କମିଟି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରି କୃଷି ଓ ଆନୁଷଙ୍ଗିକ ବିଭାଗର ସମସ୍ତ କର୍ମଚାରୀଙ୍କୁ ଚାଷୀରଉନ୍ନତି
Read More...

କନ୍ଧମାଳରେ ପୁଣି ୯ ପଜିଟିଭ ଚିହ୍ନଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ବର୍ତ୍ତମାନ ସୁଦ୍ଧା କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ତେବେ ଆଜି ଯେଉଁ ୯ଜଣ କରୋନା
Read More...

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଆରୋଗ୍ୟ କାଢା ବଣ୍ଟନ କାର୍ଯ୍ୟକ୍ରମ

ସୋନପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ସୁବର୍ଣପୁର ତରଫରୁ ଆଜି ସକାଳୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଆରୋଗ୍ୟ କାଢ଼ା ବଣ୍ଟନ କରାଯାଇଛି,ଆରୋଗ୍ୟ କାଢ଼ । ଯାହାକି ଗିଲୟ, ଡାଲଚିନି, ଅଦା, ଗୁଜରାତି, ଲବଙ୍ଗକୁ ପାଣିରେ ଫୁଟାଇ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ପାନକଲେ ଶରୀରର ରୋଗ
Read More...

ଘରୋଇ ବସ୍ କର୍ମଚାରୀଙ୍କ ପ୍ରତିବାଦ ଦିବସ

ବୌଦ୍ଧ: ଲକଡାଉନ ଯୋଗୁଁ ସବୁଠୁ ଅଧିକ କ୍ଷତିରେ ପଡିଥିବା ଘରୋଇ ବସ୍ କର୍ମଚାରୀମାନେ ଆଜି ପ୍ରତିବାଦ ଦିବସ ପାଳନ କରିଛନ୍ତି । ଲକଡାଉନ ଯୋଗୁଁ ବସ ଚଳାଚଳ ବନ୍ଦ ହେବାପରେ ଗାଡିମାଲିକ କିମ୍ବା ସରକାର ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ବୌଦ୍ଧଜିଲ୍ଲାର
Read More...

ବୋଲେରୋ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ସମ୍ବଲପୁର:- ଏକ ଅଜଣା ବୋଲେରୋ ଭ୍ୟାନ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଛି ଓ ମୃତ ବ୍ୟକ୍ତି ଜଣକ ହେଲେ ଦିବ୍ୟଲୋଚନ ବାଗ (୪୫) ଓ ସେ ସ୍ଥାନୀୟ ଭବାନୀପାଲି ନିବାସୀ ବୋଲି ମିଳିଥିବା ଖବରରୁ ଜଣାପଡିଛି ।
Read More...

ସମ୍ବଲପୁରରେ ରକ୍ତଦାନ ଶିବିର, ୧୦୪ ୟୁନିଟ ରକ୍ତ ସଂଗୃହୀତ

ସମ୍ବଲପୁର: କରୋନା ସଙ୍କଟ ଓ ଲକଡାଉନ କଟକଣା ଯୋଗୁଁ ରକ୍ତଭଣ୍ଡାର ଗୁଡିକରେ ପରିଲକ୍ଷିତ ରକ୍ତର ଅଭାବ ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ହୀରାକୁଦର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ
Read More...

ସମର୍ପିତ ଓଡିଶା ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି କେନ୍ଦ୍ରାପଡା ଜିଲ୍ଲା ବରୁଣା ଡ଼ିହା ଠାରେ ୫ ଟି ପରିବାର ର ଅନେକ କ୍ଷତି ଘଟିଛି, ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଉକ୍ତ ୫ ପରିବାର ର ଧାନ, ଚାଉଳ, ଓ ନିତ୍ୟବ୍ୟବହାର୍ୟ୍ଯ ସାମଗ୍ରୀ ସମ୍ପୂର୍ଣ ପୋଡିଯିବା ସହ ଗୋରୁଗାଈ ମଧ୍ୟ ନିଆଁରେ ପୋଡ଼ି
Read More...

କିସ୍ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ : ଭୁବନେଶ୍ୱରସ୍ଥିତ କିସ୍ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କିସ୍ ପକ୍ଷରୁ ସାରାରାଜ୍ୟରେ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି । ଏହି ପ୍ରକ୍ରିୟାରେ ଗତକାଲି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକର କିସ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଏସବୁ
Read More...

ବେଦାନ୍ତ ପରିସରରେ କୋଭିଡ ଯୋଦ୍ଧାଙ୍କ ସମ୍ମାନରେ “ବନ୍ଦେ ଉତ୍କଳ ଜନନୀ’ ଗାନ କଲେ କର୍ମଚାରୀ

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମର୍ଥନ କରି ରାଜ୍ୟରେ କରୋନା ସଂକ୍ରମଣକୁ ଅଙ୍କୁଶ ଲଗାଇବା ଦିଗରେ ନିରନ୍ତର କାର୍ଯ୍ୟରତ ଥିବା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ବେସରକାରୀ ସଂସ୍ଥାଙ୍କ କର୍ମୀବୃନ୍ଦ ତଥା ସମାଜସେବୀଙ୍କ ନିଃସ୍ୱାର୍ଥପର ସେବାର ସମ୍ମାନ
Read More...