Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡ.ଅଚ୍ୟୁତ ସାମନ୍ତଙ୍କ ମହନୀୟ ପ୍ରୟାସ : କିସ୍ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ
ପାଟଣାଗଡ: ବିଶ୍ୱର ପ୍ରଥମ ନିଶୁଳ୍କ ଆବାସିକ ଆଦିବାସୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ୩୦ହଜାର ଗରୀବ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନୂତନ ବର୍ଷର ପାଠ୍ୟଉପକରଣ, ଲେଖନୀ ସାମଗ୍ରୀ, ଗୁଡ, ଚିନି, ବିସ୍କୁଟ, ଚାଉଳ ଆଦି ଶୁଖିଲା ଖାଦ୍ୟ ଉପକରଣ ସହ ସାବୁନ, ସର୍ଫ ଇତ୍ୟାଦି ସାମଗ୍ରୀ ଆଜି କିସ୍!-->…
Read More...
Read More...
ଗଜପତି କଂଗ୍ରେସ କାର୍ଯ୍ୟାଳୟରେ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁଙ୍କ ଶ୍ର।ଦ୍ଧ ଦିବସ ପାଳିତ ହୋଇଯାଇଛି।ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ଥିଲେ ।ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ତତ୍ୱାବଧାନ ରେ ଏହି!-->…
Read More...
Read More...
ସମ୍ବଲପୁରରେ ଆଉ ୨ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର,: ଆଜି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଏହି ଦୁଇଟି ନୂତନ ମାମଲା ସ୍ଥାନୀୟ ଜମାଦାରପାଲି କ୍ୱାରେଣ୍ଟାଇନ ସେଣ୍ଟରରେ ଚିହ୍ନଟ କରାଯାଇଛି ଓ ଉଭୟଙ୍କୁ ଚିକିତ୍ସା ପାଇଁ!-->…
Read More...
Read More...
ଶୋଭାଯାତ୍ରା ବିନା ଶୀତଳଷଷ୍ଠୀ ଯାତ୍ରା ସଂପନ୍ନ
ସମ୍ବଲପୁର: ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅତ୍ୟନ୍ତ ସରଳ ଓ ନିରାଡମ୍ବର ସହିତ ଚଳିତବର୍ଷ ସଂପନ୍ନ ହୋଇଛି । ଜଗଦଜନନୀ ଆଦିମାତା ପାର୍ବତୀଙ୍କ ସହିତ ଦେବଦେବ ମହାଦେବଙ୍କ ବିବାହୋତ୍ସବ ଗତ ରାତି ସଂପନ୍ନ ହେଲାପରେ ନବବିବାହିତ ଦେବଦଂପତ୍ତି ସ୍ୱମନ୍ଦିର ପରିସରରେ ଭକ୍ତମାନଙ୍କୁ ଆଶୀର୍ବାଦ ଦେବା!-->…
Read More...
Read More...
ଗୋଟିଏ ଦିନରେ 679 ପ୍ରବାସୀ ଓଡ଼ିଆଙ୍କୁ ଗ୍ରହଣ କଲା ଜିଲ୍ଲା ପ୍ରଶାସନ
କୋଭିଡ 19 ଯୋଗୁଁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ଫସିରହି ଥିବା ଓଡ଼ିଆ କିପରି ନିଜ ରାଜ୍ୟକୁ ଫେରିବେ ତାହାର ଜୋରଦାର ଉଦ୍ୟମ ସେମାନଙ୍କ ଦ୍ବାରା ଆଜି ଦେଖିବାକୁ ମିଳିଛି।ଏପରିକି ଆଜି ଗୋଟିଏ ଦିନରେ ଗଜପତି ଜିଲ୍ଲା ପ୍ରଶାସନ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ ଖୋର୍ଦ୍ଧା,ବ୍ରହ୍ମପୁର!-->…
Read More...
Read More...
ସୁବର୍ଣ୍ଣପୁରର ଶୀତଳଷଷ୍ଠୀ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ
ସୋନପୁର : ଗତକାଲି ଶୀତଳଷଷ୍ଠୀ ଅବସରରେ ବିଳମ୍ବିତ ରାତିରେ ସୁବର୍ଣପୁର ର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଯାଇଛି। ଲକଡାଉନ୍ ପ୍ରକ୍ରିୟା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ରେ ସାମାଜିକ ଦୂରତା ପାଳନ ସହ ବିନା!-->…
Read More...
Read More...
ସରପଞ୍ଚଙ୍କ ନାମରେ ଅଭିଯୋଗ ଆଣି ସମିତିସଭ୍ୟାଙ୍କ ଇସ୍ତଫା
ବୌଦ୍ଧ : ବୌଦ୍ଧବ୍ଲକ ଆମ୍ବଝରୀ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟର ପ୍ରତିବାଦରେ ଉକ୍ତ ଗ୍ରାମପଞ୍ଚାୟତର ମହିଳା ସମିତି ସଭ୍ୟା ଶ୍ରୀମତୀ ମନ୍ଦାକିନୀ କର୍ଣ୍ଣ ବୌଦ୍ଧ ବିଡିଓଙ୍କ ନିକଟରେ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି । ଗ୍ରାମ ପଞ୍ଚାୟତର କୌଣସି କାର୍ଯ୍ୟରେ!-->…
Read More...
Read More...
ବାଉଁଶୁଣୀ ବସଷ୍ଟାଣ୍ଡ ନିକଟରେ ଅଳିଆ ଗଦା
ବୌଦ୍ଧ:ବୌଦ୍ଧବ୍ଲକ ବାଉଁଶୁଣୀ ଛକ ବସଷ୍ଟାଣ୍ଡ ନିକଟରେ କୁଢକୁଢ ଆବର୍ଜନା ଗଦାଇ ପରିବେଶକୁ ଦୂଷିତ କରାଯାଉଥିବା ଅଭିଯୋଗ ହୋଇଛି । ବାଉଁଶୁଣୀ ବଜାରରୁ ବାହାରୁଥିବା ପରିତ୍ୟକ୍ତ ସାମଗ୍ରୀଗୁଡିକୁ ଆଣି ଗ୍ରାମପଞ୍ଚାୟତର ସଫେଇ କର୍ମଚାରୀମାନେ ଏଠାରେ ପକାଉଥିବାରୁ ଏଠାରେ ଆବର୍ଜନାର ପାହାଡ ସୃଷ୍ଟି!-->…
Read More...
Read More...
ମର୍ଜାକୁଦ ମହାନଦୀ ପୋଲ କଂକ୍ରିଟ ଢଳେଇ ବେଳେ ମଧ୍ୟ ରହୁନାହାନ୍ତି ଯନ୍ତ୍ରୀ !
ବୌଦ୍ଧ:ବୌଦ୍ଧଜିଲ୍ଲାରେ ତୃତୀୟ ପୋଲ ବୌଦ୍ଧ ସହରରୁ ମର୍ଜାକୁଦକୁ ନିର୍ମାଣାଧୀନ ରହିଛି । ଏହି ପୋଲ ନିର୍ମାଣ ହେଲେ ମହାନଦୀ ମଝିରେ ଥିବା ବୌଦ୍ଧ ଏନଏସି ଅନ୍ତର୍ଗତ ମର୍ଜାକୁଦର ୨ଟି ୱାର୍ଡର ଜନସାଧାରଣ ବୌଦ୍ଧର ମୁଖ୍ୟସହର ସହ ଯୋଡି ହୋଇପାରିବେ । ସେଥିପାଇଁ ଉକ୍ତ ପୋଲକୁ ନେଇ ବୌଦ୍ଧ ସହରବାସୀ!-->…
Read More...
Read More...
ବରଗଡରେ ଆଉ ଜଣେ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଆଜି ପୁଣି ବରଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଜିଲ୍ଲାରେ ପଜିଟିଭ ସଂଖ୍ୟାକୁ ୨କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ବରଗଡ ଜିଲ୍ଲା ବରପାଲି ଅଂଚଳ ବୋଲି ଜଣାପଡିଛି । ଏହି ୪୦ ବର୍ଷିୟ ବ୍ୟକ୍ତି ଜଣକ ମୁମ୍ବାଇ ଫେରି କ୍ୱାରେଣ୍ଟାଇନରେ ଥିଲେ ବୋଲି!-->…
Read More...
Read More...