Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ : କରୋନା ପଜିଟିଭ ସଂଖ୍ୟା ୫୦ରେ ପହଞ୍ଚିଲା
ବୌଦ୍ଧ,୯/୭: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫ ଜଣ ପ୍ରବାସୀଙ୍କ ନିକଟରେ ପଜିଟିଭ ବାହାରିଥିବା ନେଇ ଗତକାଲି ଅପରାହ୍ନ ସମୟରେ ଆରମ୍ଭ ହୋଇଥିବା ଚର୍ଚ୍ଚା ସତ୍ୟ ପ୍ରମାଣିତ ହୋଇଛି । ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁଷ୍ଠାନିକ ଭାବେ ଘୋଷଣା!-->…
Read More...
Read More...
ପୁଲିସ ଗୁଳିରେ ୫ ମାଓ ନିହତ ପରେ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଦାରିଙ୍ଗବାଡ଼ି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି କମ୍ବିଂ…
ଦାରିଙ୍ଗବାଡ଼ି ୯/୭: କନ୍ଧମାଳ ଜିଲ୍ଲା ପୁଲିସ ଗୁଳିରେ ଗତ ୩ଦିନ ମଧ୍ୟରେ ଦୁଇ ଦୁଇ ଥର ଗୁଳିବିନିମୟରେ ୫ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ । ଏଥିସହିତ ପୁଲିସ ଗୁଳିରେ ଅନେକ ମାଓବାଦୀ ଆହତ ଅବସ୍ଥାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ପଳାଇ ଯାଇଥିବା ନେଇ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ!-->…
Read More...
Read More...
ବୌଦ୍ଧ: ଶଯ୍ୟା ଅଭାବରୁ ବାରଣ୍ଡାରେ ଗଡୁଛନ୍ତି ରୋଗୀ
ବୌଦ୍ଧ,୯/୭: କରୋନା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବ୍ୟସ୍ତ ରହିଥିବାବେଳେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟାରେ ଶଯ୍ୟା ଓ ଭିତ୍ତିଭୂମିର ଅଭାବ!-->…
Read More...
Read More...
ପ୍ରବଳ ବର୍ଷାରେ ଧୋଇ ନେଲା ବୁଣିଥିବା ଧାନ, ବିହନ ଚିନ୍ତାରେ ଚାଷୀ
ବୌଦ୍ଧ,୯/୭ : କିଛି ଦିନର ମୌସୁମୀ ବର୍ଷା ପରେ ପାଗ ଠିକ୍ ହେବା ପରେ ଗତ ଦୁଇ /ତିନି ଦିନ ମଧ୍ୟରେ ଚାଷୀମାନେ ତଳି ପକାଇବା ସହ ଧାନ ବୁଣାବୁଣି କରିଥିଲେ । ଗତକାଲି ସନ୍ଧ୍ୟାରେ ହଠାତ୍ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବାରୁ ବୁଣିଥିବା ଧାନବିହନ ଧୋଇ ନେଇଛି । ଫଳରେ ଏ ସମୟ ମଧ୍ୟରେ!-->…
Read More...
Read More...
କୋଭିଡ କଟକଣା ଅନୁସାରେ ବୁର୍ଲାରେ ଦୁଇଦିନିଆ ସଟଡାଉନ
ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ କରୋନା ତାହାର ରୌଦ୍ରରୂପ ଦେଖାଇବା ଆରମ୍ଭ କରିଦେଇଛି ଓ ସ୍ଥାନୀୟ ଉପନଗରୀ ବୁର୍ଲାରେ ଏହାର ପରାକ୍ରମ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଓ୍ବାର୍ଡ ୩ରୁ ୭ ପର୍ଯ୍ୟନ୍ତ ଅଞ୍ଚଳରେ ଆଗାମୀ କାଲି ଓ ପରଦିନ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି ଆଉ!-->…
Read More...
Read More...
୭୧ତମ ବନ ମହୋତ୍ସବ ପାଳିତ
ପାରଳାଖେମୁଣ୍ଡି,୮/୭- ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ୭୧ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ର ବନାଞ୍ଚଳଅଧିକାରୀ କବିନା ପରିଛାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ଆଜି ଲାବଣ୍ୟଗଡ଼ ସଂରକ୍ଷିତ ଜଙ୍ଗଲଠାରେ ବୃକ୍ଷରୋପଣ କରାଯାଇଥିଲା। ଏହି!-->…
Read More...
Read More...
ଗଜପତି ପକ୍ଷରୁ ତୈଳ ଦର ବୃଦ୍ଧି କୁ ବିରୋଧ
ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ଆପ ଗଜପତି ପକ୍ଷରୁ କେନ୍ଦ୍ର ସରକାରଙ୍କଦ୍ଵାରା ତୈଳଦର ବୃଦ୍ଧିକୁ ବିରୋଧ କରାଯାଇ ଭୀକ୍ଷୋଭ ପଦର୍ଶନ କରା ଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଂଜ ସାମନ୍ତଙ୍କ!-->…
Read More...
Read More...
ଦୁଃସ୍ଥ କଳାକାରଙ୍କୁ ସହାୟତା ପ୍ରଦାନ
ବୌଦ୍ଧ,୮/୭– ବୌଦ୍ଧ ବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜୁ ଗ୍ରାମରେ ବାସ କରୁଥିବା ବାସୁଦେବ ବେହେରା (୬୦) ଜଣେ କେନ୍ଦେରା ବାଦକ । ସେ ଅବିବାହିତ ଓ ଏକୁଟିଆ ହିଁ ଏକ ଭଙ୍ଗାଦଦରା ଚାଳଘରେ ରହନ୍ତି । ‘ୟାରା’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତାଙ୍କର ଏ ଦୁର୍ଦ୍ଦଶା ଦେଖି ସହାୟତାର ହାତ!-->…
Read More...
Read More...
କୋଭିଡ କଟକଣା ଅନୁସାରେ ବୁର୍ଲାରେ ଦୁଇଦିନିଆ ସଟଡାଉନ
ସମ୍ବଲପୁର, ୮/୭– ସମ୍ବଲପୁର ଜିଲ୍ଲାରେ କରୋନା ତାହାର କରାଳ ରୂପ ଦେଖାଇବା ଆରମ୍ଭ କରିଦେଇଛି । ସ୍ଥାନୀୟ ଉପନଗରୀ ବୁର୍ଲାରେ ଏହାର ପରାକ୍ରମ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ୱାର୍ଡ ୩ରୁ ୭ ପର୍ଯ୍ୟନ୍ତ ଅଞ୍ଚଳରେ ଆସନ୍ତା କାଲି ଓ ପରଦିନ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି!-->…
Read More...
Read More...
ଆଦିତ୍ୟ ଦାଶଙ୍କ ମୃତ୍ୟୁର ସି.ବି.ଆଇ. ତଦନ୍ତ ଦାବି
ବୌଦ୍ଧ,୮/୭– ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ସି.ବି.ଆଇ. କିମ୍ବା କ୍ରାଇମ୍ ବ୍ରାଂଚ ତଦନ୍ତ ଦାବି କରି ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ତାଲସରଡା ଗ୍ରାମର!-->…
Read More...
Read More...