Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚଢିଗଲା ଟ୍ରକ, ଯୁବକ ଗୁରୁତର
ଯୋଡା :ଗୁରୁବାର ପୂର୍ବାହ୍ନରେ ଜୁରୁଡି ପଟୁ ବାଂଶପାଣି ରେଳ ସାଇଡିଂକୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ବାଂଶପାଣିସ୍ଥିତ ଝା ପେଟ୍ରୋଲ ପମ୍ପ ନକଟରେ ଅପରପଟୁ ଆସୁଥିବା ଏକ ମୋଟରସାଇକେଲ ଆରୋହୀଙ୍କ ଉପରେ ଚଢିଯିବାରୁ ଯୁବକ ଜଣଙ୍କ ଗୁରୁତର ହୋଇପଡିଥିବା ଜଣାପଡିଛି । ଟ୍ରକଟି ମୋଟର!-->…
Read More...
Read More...
ଶୀତଳଭଣ୍ଡାର ପୁନରୁଦ୍ଧାର ହେବ କେବେ ?
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ବନପାହାଡ଼ ଘେରରେ ଅବସ୍ଥିତ ଜିଲ୍ଲାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲ୍ଲାରେ ୫ଟି ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥିବା ବେଳେ ୨ଟି ସାଧାରଣ ବ୍ଳକ ଅଟେ । ଜିଲ୍ଲାରେ ବିଭିନ୍ନ ପ୍ରକାର କୃଷି ଜାତ!-->…
Read More...
Read More...
ଭିସୁଟରେ ପୁଣି ୩ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଭିସୁଟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବର୍ତ୍ତମାନ ସତରେ ପରିଣତ ହେଉଛି ଓ ଆଜିର ତିନି ଜଣ ପଜିଟିଭ ଚିହ୍ନଟ ସହିତ ସେଠାରେ ମୋଟସଂଖ୍ୟା ୧୪ରେ ପହଞ୍ଚିଛି ଓ ସମଗ୍ର ସମ୍ବଲପୁର ଜିଲ୍ଲାରେ ଏହା ୧୦୮ ହୋଇଛି । ସେମାନଙ୍କ ମଧ୍ୟରୁ ୫୦ଜଣ ସୁସ୍ଥହୋଇ ଘରକୁ ଗଲେଣି ଓ ବାକି ୫୮ଜଣଙ୍କର!-->…
Read More...
Read More...
ସୁବର୍ଣ୍ଣପୁର : ଶନିବାର ଓ ରବିବାର ସଟଡାଉନ ସହ ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ
ସୋନପୁର : ଗତକାଲିକୁ ମିଶାଇ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪୫ ଜଣ କରୋନା ଆକ୍ରାନ୍ତ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଗତକାଲି ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଯୋଗୁଁ ଗୋଷ୍ଠୀ!-->…
Read More...
Read More...
ଭିସୁଟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ବୁର୍ଲାରେ ଭୟର ବାତାବରଣ : ଅଧ୍ୟାପିକାଙ୍କ ସମ୍ପର୍କ ଯୋଗୁଁ ୧୧ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ "ଭିସୁଟ’ କ୍ୟାମ୍ପସରେ ଜଣେ ଅଧ୍ୟାପିକାଙ୍କ ଅବହେଳାରୁ ଏପର୍ଯ୍ୟନ୍ତ ୧୧ଜଣ ପଜିଟିଭ ଚିହ୍ନଟ ହେଲେଣି ଓ ଏହି ସୂଚୀ ଆହୁରି ଆଗକୁ ଯିବ, ଏଥିରେ କୌଣସି ଶଙ୍କା ନାହିଁ । ତାଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସି ପ୍ରଥମେ ୫ଜଣ ପଜିଟିଭ ଚିହ୍ନଟ ହେଲାପରେ ଆଉ!-->…
Read More...
Read More...
ପାରଳାରେ ତିନିଦିନିଆ ସଟଡାଉନ ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗତ କିଛି ଦିନ ହେଲା ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲାପାଳ ଶୁକ୍ରବାର,ଶନିବାର ଓ ରବିବାର ତିନି ଦିନ ପାରଳାଖେମୁଣ୍ଡି ସହରକୁ ସଟଡାଉନ ଘୋଷଣା କରିଛନ୍ତି । ପୂର୍ବରୁ ଗଜପତି ଜିଲ୍ଲାପାଳ!-->…
Read More...
Read More...
କୋଭିଡ୍-୧୯ରୁ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ବେଦାନ୍ତ ଝାରସୁଗୁଡ଼ାର କଡ଼ା ପଦକ୍ଷେପ
ଝାରସୁଗୁଡ଼ା: ଓଡ଼ିଶାରେ ବଢ଼ୁଥିବା କୋଭିଡ୍-୧୯ର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷ ଦେଶର ସର୍ବବୃହତ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଏହାର କର୍ମଚାରୀ, ପରିବାର ଏବଂ ବ୍ୟବସାୟୀ ସହଭାଗୀମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ଝାରସୁଗୁଡ଼ାସ୍ଥିତ ଏହାର ଆଲୁମିନିୟମ ସ୍ମେଲ୍ଟରରେ!-->…
Read More...
Read More...
ଅଗଷ୍ଟର ସ୍ଥିତିକୁ ନେଇ ସ୍କୁଲ ଖୋଲିବା ନିଷ୍ପତ୍ତି
ଭୁବନେଶ୍ୱର : ଶିକ୍ଷା ବର୍ଷ ଜାରି ରହିଲେ ସିବିଏସ୍ଇ ଯାହା ନିଷ୍ପତ୍ତି ନେଇଛି ତା ଉପରେ ବିଚାର କରିବେ । ଅଗଷ୍ଟ ମାସର ସ୍ଥିତିକୁ ଦେଖି ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ହେବ ଏବଂ ସ୍କୁଲ୍ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ପିଲାଙ୍କ!-->…
Read More...
Read More...
ଶଗଡିଆ କ୍ଷୁଦ୍ର ଜଳସେଚନ ଡ୍ୟାମରୁ ଖରିଫ ଚାଷ ପାଇଁ ଜଳଯୋଗାଣ
ହରଭଙ୍ଗା,୯/୭: ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ହରଭଙ୍ଗା ବ୍ଲକରେ ଥିବା ଶଗଡିଆ ଡ୍ୟାମରୁ ଚଳିତବର୍ଷ ଖରିଫ ଚାଷପାଇଁ ଆଜି ଡ୍ୟାମରୁ ଗେଟ୍ ଖୋଲାଯାଇ କେନାଲ ଯୋଗେ ହରଭଙ୍ଗା, କୁଡାଶିଙ୍ଗା, ବୁକେଶିଙ୍ଗା, ଡିଆଁଘାଟ, ସୁରୁଣ୍ଡି ଆଦି ୫ଗୋଟି ଗ୍ରାମର ୫ଶହ ଏକର ଚାଷଜମିକୁ ଖରିଫ ଚାଷପାଇଁ ପାଣି!-->…
Read More...
Read More...
ମ୍ୟାକ୍ସ ପିକ୍ଅପ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବୌଦ୍ଧ,୯/୭: ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ କଣ୍ଟାମାଳ ଥାନା ମଲିକୁଦ୍ - ନାରାୟଣ ପ୍ରସାଦ ରାସ୍ତାର ସେମେଲଜୋରା ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ଓଡି୩୧ଜି୧୨୮୩ ନମ୍ବର ବିଶିଷ୍ଟ ଏକ ମେକ୍ସ ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ରାସ୍ତାରେ ଗାଡିଟି ଦ୍ରୁତ!-->…
Read More...
Read More...