Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଧିକ ଦରରେ କିରୋସିନ ବିକ୍ରି : ଖାଉଟିଙ୍କୁ ରିଟେଲର ଅତିରିକ୍ତ ଟଙ୍କା ଫେରାଇବେ ତ !
ବୌଦ୍ଧ: କରୋନା ଭଳି ମହାମାରୀ ବ୍ୟାପିଥିବା ସମୟରେ ଖାଉଟି ସାମଗ୍ରୀର ସରକାରୀ ରିଟେଲରମାନେ ଲୋକଙ୍କୁ ଠକେଇ କରି ନେଇଥିବା ଅତିରିକ୍ତ ଟଙ୍କା ଫେରାଇବେ କି ନାହିଁ ସେ ସଂପର୍କରେ ଆଲୋଚନା ଜୋର୍ ଧରିଛି । ବହିରା ଗ୍ରାମପଞ୍ଚାୟତରେ ୩୦ ଟଙ୍କାରେ ୧୫ଟଙ୍କାର କିରୋସିନ ବିକ୍ରି ହେଉଥିବା ଅଭିଯୋଗ!-->…
Read More...
Read More...
ବସ୍ ଖରାପ ହେବାରୁ ତେଲେଙ୍ଗାନାରେ ଅଟକିଲେ ପ୍ରବାସୀ
ବୌଦ୍ଧ: ତାମିଲନାଡୁର ମଙ୍ଗଳମ୍ରୁ ଗତକାଲି ଭୋର୍ରୁ ବୌଦ୍ଧକୁ ବାହାରିଥିବା ପ୍ରବାସୀ ଶ୍ରମିକଙ୍କ ବସ୍ ଓଡିଶା ସୀମାଠାରୁ ପ୍ରାୟ ୮୦୦ କି.ମି ଦୂରରେ ତେଲେଙ୍ଗାନା ରାଜ୍ୟର କୋଥାଗୁଦେମ ନିକଟ ରୁଦ୍ରପୁର ନିକଟରେ ଖରାପ ହେବା ଯୋଗୁଁ ଗତକାଲି ମଧ୍ୟରାତ୍ରୀରୁ ଅଟକି ରହିଥିବା ଜଣାପଡିଛି ।!-->…
Read More...
Read More...
ରାଜ୍ୟରେ ୮୦ ନୂଆ ପଜିଟିଭ ଚିହ୍ନଟ, କରୋନା ମାନଚିତ୍ରରେ ସାମିଲ ହେଲା ଗଜପତି ଓ ନବରଙ୍ଗପୁର
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନା' ନେଉନାହିଁ । ଆଜି ପୁଣି ୮୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ମାନଚିତ୍ରରେ ଗଜପତି ଓ ନବରଙ୍ଗପୁର ଆଜି ଯୋଡି ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯,!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ “ଟିମ୍ ପ୍ରକାଶ ତ୍ରିପାଠୀ “
କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି l ଏହି ସମୟରେ ନିଜର ପରିବାର ତଥା ନିଜର ସୁରକ୍ଷା କଥା ଭୁଲି ରାଜଧାନୀକୁ ସଫାସୁତୁରା ରଖିବାରେ ସଫେଇ କର୍ମଚାରୀ, କରୋନା ଯୋଦ୍ଧାମାନଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଆଜି " ଟିମ୍ ପ୍ରକାଶ ତ୍ରିପାଠୀ " ତରଫରୁ ୱାର୍ଡ ନଂ-୧୧!-->…
Read More...
Read More...
ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚୋରାଚାଲାଣ : ଗଞ୍ଜେଇ ଜବତ, ଜଣେ ଚାଲାଣ କାରୀ ଗିରଫ
ବାଲିଗୁଡ଼ା: ତେଲ ଟ୍ୟାଙ୍କର ଟ୍ରକ୍ ରୁ ତିନି ବସ୍ତା ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବେରେଡ଼ାକିଆ ଛକରେ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ଜବତ କରିଛି ରାଇକିଆ ପୋଲିସ୍ ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।!-->…
Read More...
Read More...
ସଙ୍ଗରୋଧରେ ରହିବାକୁ ଯାଇ ପ୍ରବାସୀ ହଟାହଟା
ବୌଦ୍ଧ : ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅଂଚଳରୁ ଚେନ୍ନାଇକୁ କାମ କରିବାକୁ ଯାଇ ଲକଡାଉନ ଯୋଗୁଁ ଫସି ରହିଥିଲେ ୫ଜଣ ଶ୍ରମିକ । ସେମାନେ ସାଇକଲେ ମାଡି ସୁଦୂର ଚେନ୍ନାଇରୁ ଫେରିଆସିଥିଲେ ନିଜ ଜନ୍ମମାଟିକୁ । ଟିକରପଡା ଫେରି ସଙ୍ଗରୋଧରେ ରହିବା ପାଇଁ ଅନୁରୋଧ କରିଥିଲେ ଗ୍ରାମ ପଞ୍ଚାୟତର!-->…
Read More...
Read More...
ଅନ୍ୟ ରାଜ୍ୟରୁ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପଦକ୍ଷେପ
ଲକଡାଉନ ଯଥା ମାର୍ଚ୍ଚ ମାସର 25 ତାରିଖ ପୂର୍ବରୁ ଅନ୍ୟ ରାଜ୍ୟରୁ ଆସି ବିଭିନ୍ନ କାମରେ ଫସି ରହିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ନିଜ ରାଜ୍ୟକୁ ପଠାଇବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରିଛି।ପ୍ରାୟ 200 ରୁ ଅଧିକ ବ୍ୟକ୍ତି ବିଶେଷ ବିଭିନ୍ନକାମରେ ଆସି ଲକ ଡାଉନ ଘୋଷଣା ହେଲା!-->…
Read More...
Read More...
ବୌଦ୍ଧରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ବୌଦ୍ଧ: ବୌଦ୍ଧ ଜିଲ୍ଲାର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘୋଷଣା କରିଛି । ଗତ ଦୁଇଦିନ ତଳେ ମଧ୍ୟ ଜଗତି ସଙ୍ଗରୋଧ କେନ୍ଦ୍ରରୁ ସମ୍ କୋଭିଡ ହସ୍ପିଟାଲ ଯାଇଥିବା ୩ଜଣ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେଲିବନ୍ଧ ସଙ୍ଗରୋଧ!-->…
Read More...
Read More...
ପୁଣି ସୁସ୍ଥ ହେଲେ ୪୩ କରୋନା ଆକ୍ରାନ୍ତ, ଅନୁଗୁଳରୁ ସର୍ବାଧିକ ୧୫
ଭୁବନେଶ୍ୱର : ରାଜ୍ୟରେ ପୁଣି ୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୫ଜଣ, ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ଜଣ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀ, କେନ୍ଦ୍ରାପଡା, କଟକ ଓ!-->…
Read More...
Read More...
ରାସ୍ତାକାମ ନିମ୍ନମାନର ଅଭିଯୋଗ
ବୌଦ୍ଧ:ବୌଦ୍ଧବ୍ଲକ ବାଉଁଶୁଣୀ ଛକରୁ ବାଉଁଶୁଣୀ ଗ୍ରାମକୁ ଯାଇଥିବା ରାସ୍ତାକାମ ଚାଲିଛି କିନ୍ତୁ ଏହି ରାସ୍ତାକାମ ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବୌଦ୍ଧ ପୂର୍ତ୍ତ (ରାସ୍ତା ଓ କୋଠାବାଡି) ବିଭାଜନ ପକ୍ଷରୁ ବାଉଁଶୁଣୀ ଗ୍ରାମକୁ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ!-->…
Read More...
Read More...