Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବୌଦ୍ଧ: ମନମୁଣ୍ଡା କଣ୍ଟାମାଳ ରାସ୍ତାର ଜାଲପାଲି ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଗତ ରାତିରେ ରାସ୍ତାକଡରେ ଓଲଟି ପଡିଛି । ମିଳିଥିବା ତଥ୍ୟ ଅନୁସାରେ ଓଡି୧୨ସି ୨୭୭୧ ନମ୍ବର ବିଶିଷ୍ଟ ଏକ ଟ୍ରକ କଣ୍ଟାମାଳ ବ୍ଲକ ଲୋକାପଡା ସେବା ସମବାୟ ସମିତିରୁ ଚାଷୀଙ୍କ ରବିଧାନ ବୋଝେଇକରି ପୁରୁଣାକଟକସ୍ଥିତ!-->…
Read More...
Read More...
ହୀରାକୁଦକୁ ଲକ୍ଷେ କ୍ୟୁସେକରୁ ଅଧିକ ବନ୍ୟାଜଳ ପ୍ରବେଶ ସହିତ ଜଳସ୍ତର ୬୧୪ଫୁଟ
ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ବର୍ତ୍ତମାନ ଏହା ଭିତରକୁ ପ୍ରବେଶ କରୁଥିବା ଜଳରାଶିର ପରିମାଣ ଏବର୍ଷ ପ୍ରଥମଥର ପାଇଁ ଏକ ଲକ୍ଷ ଉପରକୁ ପହଞ୍ଚିଛି । ଏହା ସହିତ ଜଳସ୍ତର ମଧ୍ୟ ଦୃତଗତିରେ ବୃଦ୍ଧି ପାଇ ଆଜି ୬୧୪ଫୁଟ ଟପିଛି । ଏ ନେଇ ହୀରାକୁଦ ନିୟନ୍ତ୍ରଣ!-->…
Read More...
Read More...
ଅଜଣା ଗାଡି ଚଢିଯିବାରୁ ୪ ଗୋରୁ ମୃତ
ବୌଦ୍ଧ : ଗତ ରାତିରେ ଜାତୀୟ ରାଜପଥ ନଂ ୫୭ର ଚାରିଛକ ଫରେଷ୍ଟ ଗେଟ୍ ନିକଟରେ ଏକ ଅଜଣା ଗାଡି ଚଢିଯିବାରୁ ରାସ୍ତା ଉପରେ ଶୋଇଥିବା ୪ଗୋଟି ଗୋରୁଙ୍କ ଜୀବନ ଚାଲିଯାଇଛି । ବର୍ଷାଦିନ ହୋଇଥିବାରୁ ଗୋରୁମାନେ ଜାତୀୟ ରାଜପଥ ଉପରେ ବିଶ୍ରାମ ନେଉଛନ୍ତି । ଗୋରୁମାଲିକମାନେ ସେମାନଙ୍କର ଯତ୍ନ ନନେଇ!-->…
Read More...
Read More...
ଏକ କ୍ବିଣ୍ଟାଲ ଗଂଜେଇ ସହ ମାରୁତି କାର୍ ଜବତ୍, 2 ଗିରଫ
ବୌଦ୍ଧ - ଆଜି ବଉଦ ମହାନଦୀ ବ୍ରିଜ ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 2 ଜଣ ବ୍ୟକ୍ତିଙ୍କୁ ବୌଦ୍ଧ ପୋଲିସ ଗିରଫ କରିବା ସହ ଚାଲାଣରେ ବ୍ୟବହୃତ ଏକ ମାରୁତି କାର୍ କୁ ଜବତ୍ କରିଛି | ଅନୁଗୁଳ ସଦର ଥାନା ଅଂଚଳର 2 ଜଣ ଯୁବକ ବେଣୁଧର ସlହୁ ଓ ମନୋଜ ମହାପାତ୍ର ଏକ ମାରୁତି କାର୍!-->!-->!-->…
Read More...
Read More...
ବିଶ୍ଵ ପିତୃଦିବସ ଅବସରରେ ଶୁଖିଲାଖାଦ୍ୟ ବଂଟନ
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ଖଟଖଟିଆ ଗ୍ରାମର ଦାମୋଦର ନନ୍ଦଙ୍କ ସୁପୁତ୍ର ଡ.କରୁଣାକର ନନ୍ଦ ବେଙ୍ଗାଳୁରୁ ଭାରତୀୟ ବିଜ୍ଞାନ ସଂସ୍ଥାନର ପ୍ରଫେସର ଅଛନ୍ତି । ସେ ନିଜେ ଆଗ୍ରହ ପ୍ରକାଶ କରି ନିଜ ଅଞ୍ଚଳରେ ଅସହାୟ ପରିବାରକୁ ସହାୟତାର ହାତ ବଢ଼।ଇଛନ୍ତି । ବୌଦ୍ଧ ବ୍ଲକର ୭ ଗୋଟି ପଂଚ।ୟତ ର!-->…
Read More...
Read More...
କନ୍ଧମାଳ ଜିଲ୍ଲାର ଗର୍ବ ଓ ଗୌରବ ସୁଶ୍ରୀ ସାଇ ପ୍ରଣିତା ମହାନ୍ତି
ଫୁଲବାଣୀ: ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହାସଲ କଲେ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି । ନିଜର ସ୍ବପ୍ନକୁ ସାର୍ଥକ କରି ଆଜି କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଂ ଅଫିସର ହୋଇଛନ୍ତି ସେ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦିଖଣ୍ଡି ସାହିରେ ବସବାସ କରୁଥିବା ଶଙ୍କର ଚରଣ ମହାନ୍ତି ଓ ମାତା!-->…
Read More...
Read More...
ରଥଯାତ୍ରା ପ୍ରସଙ୍ଗ: ଆସନ୍ତାକାଲିି ସୁପ୍ରିମକୋର୍ଟରେ ହେବ ଶୁଣାଣି
ଭୁବନେଶ୍ୱର : ରଥଯାତ୍ରା ପ୍ରସଙ୍ଗ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ନିକଟରେ ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଚଳିତ ବର୍ଷର ରଥଯାତ୍ରା ବନ୍ଦ ନିଷ୍ପତ୍ତି ନେଇଥିଲେ । ଏହାପରେ ଏହି ରାୟର ପୁର୍ନବିଚାର ଲାଗି କୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି । ତାହାର ଶୁଣାଣି!-->…
Read More...
Read More...
ସୂର୍ଯ୍ୟପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ
ଭୁବନେଶ୍ୱର : ଆଜି ସମଗ୍ର ବିଶ୍ୱରେ ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ବିଭିନ୍ନ ସ୍ଥାନରେ ଏହାର ସ୍ଥିତି ଭିନ୍ନଭିନ୍ନ ଥିଲା । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟମାନ ହୋଇଥିଲା । ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ୫୫ ସେକେଣ୍ଡରେ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍!-->…
Read More...
Read More...
ଗଜପତିରେ ପୁଣି ୪୭ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି:ଗଜପତିରେ ପୁଣି ୪୭ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୪୪ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଦୁଇଟି ଏକ୍ଟିଭ ସର୍ଭିଲେନ୍ସରୁ ଦୁଇଟି ଗ୍ରାମରୁ ଜଣେ ଲେଖାଁଏ ଚିହ୍ନଟ!-->…
Read More...
Read More...
ସ୍ବେଚ୍ଛାସେବୀଙ୍କୁ ଶ୍ରଦ୍ଧାଞ୍ଜଳୀ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବାସୀ ସେବା ସମିତି ତାଲିମ୍ କେନ୍ଦ୍ରରେ ସ୍ୱର୍ଗତ ସ୍ୱେଚ୍ଛାସେବୀ ଜମଜ ପରିଛାଙ୍କୁ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସଂଘ ପକ୍ଷରୁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି ସଂଘ!-->…
Read More...
Read More...