Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ବେଚ୍ଛାସେବୀଙ୍କୁ ଶ୍ରଦ୍ଧାଞ୍ଜଳୀ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବାସୀ ସେବା ସମିତି ତାଲିମ୍ କେନ୍ଦ୍ରରେ ସ୍ୱର୍ଗତ ସ୍ୱେଚ୍ଛାସେବୀ ଜମଜ ପରିଛାଙ୍କୁ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସଂଘ ପକ୍ଷରୁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି ସଂଘ!-->…
Read More...
Read More...
ଗଜପତି ଜିଲ୍ଲାରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ନୂତନ ମୂଖ୍ୟ ଚିକିତ୍ସାଅଧିକାରୀ ଭାବେ ଡ. ପ୍ରଦୀପ କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥିପୂର୍ବରୁ ମୂଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ବର୍ତ୍ତମାନ ପଦୋନ୍ନତି ହେବାରୁ ସେ ସିଡିଏମଓ ରୂପେ!-->…
Read More...
Read More...
ସୁବର୍ଣ୍ଣପୁର : ପୁଣି ଆଉ ୪କରୋନା ରୋଗୀ ସଙ୍କ୍ରମିତ
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପୁଣି ନୂଆ ୪ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଚିହ୍ନଟଙ୍କ ମଧ୍ୟରୁ ୧ଜଣ ସ୍ୱାସ୍ଥ୍ୟ କର୍ମୀ ଓ ୨ଜଣ ଆଶାଦିଦି ଥିବାବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ମିଳିଥିବା ସୂଚନା!-->…
Read More...
Read More...
ଗ୍ରାମାଞ୍ଚଳ ସୁରକ୍ଷା ସମିତି କନ୍ଧମାଳର ପକ୍ଷରୁ ସହୀଦ ଚନ୍ଦ୍ରକାନ୍ତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ: ଚୀନ ର ବିବାଦୀୟ ସୀମା ଲଦାଖର ଗଲୱାନ ଘାଟିରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ୨୦ଜଣ ଭାରତୀୟ ଯବାନ ସହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଥିଲେ ଦୁଇଜଣ ବୀର ଓଡ଼ିଆ ପୁଅ ଅଛନ୍ତି । ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ଜିଲ୍ଲା!-->…
Read More...
Read More...
ସମ୍ବଲପୁରରେ ଆଉ ଦୁଇଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୨୫ ରେ ପହିଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୬ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅଉ ୯ଜଣଙ୍କ ଚିକିତ୍ସା ଚାଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଆଜିକାର ଦୁଇଟି ଯାକ କରୋନା!-->…
Read More...
Read More...
ରାଜ୍ୟରେ ରେକର୍ଡ ସଂଖ୍ୟାକ ୩୦୪ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଉ ୩୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୬୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍!-->…
Read More...
Read More...
ବିିବାହ, ବ୍ରତ ଅନୁମତି ପ୍ରସଙ୍ଗ : ଲୋକଙ୍କୁ ବାଧୁଛି ରେଡକ୍ରସ ପାଇଁ ଆଦାୟ ଚାନ୍ଦା
ବୌଦ୍ଧ: ସରକାରଙ୍କ କୋଭିଡ-୧୯ ନିୟମ ଅନୁଯାୟୀ କୌଣସି ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ କଟକଣା ରହିଛି । ଲୋକଙ୍କ ଆବଶ୍ୟକତାକୁ ବିଚାରକରି ୫୦ଜଣ ଲୋକ ମଧ୍ୟରେ ବିବାହ, ବ୍ରତ ଆଦି କରିବା ପାଇଁ ସରକାର ସଂଶୋଧିତ ନିୟମରେ ଟିକିଏ କୋହଳ କରିଛନ୍ତି । ଏଥିପାଇଁ!-->…
Read More...
Read More...
ସାପ କାମୁଡାରେ ଜଣେ ମୃତ
ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ଯୋଗିନ୍ଦ୍ରପୁର ଗ୍ରାମ ପଂଚାୟତର ଶାନ୍ତିପାଲି ଗ୍ରାମରେ ବିଷଧର ସାପ କାମୁଡାରେ ଜଣେ ବ୍ୟକ୍ତି ମୃତ୍ୟ ବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଶାନ୍ତି ପାଲି ଗ୍ରାମର ବିଭୀଷଣ ବଘାର (55 ବର୍ଷ )ଗତ ରାତିରେ ନିଜ ଘରେ ଖାଇପିଇ ଶୋଇଥିଲେ!-->…
Read More...
Read More...
ଭିମସାରରେ କରୋନା ସଂକ୍ରମଣ ଆଶଙ୍କା
ସମ୍ବଲପୁର : ସମଗ୍ର ପଶ୍ଚିମ ଓଡ଼ିଶାରେ ଏକମାତ୍ର ଉଚ୍ଚ ଚିକିତ୍ସା ଓ ରେଫରେଲ ସେଣ୍ଟର ରୂପେ ପରିଚିତ ଭିମସାରରେ ଆଉଥରେ କରୋନା ସଂକ୍ରମଣ ଆଶଙ୍କା ଦେଖାଯାଇଛି । ଏହାର ପଲମ୍ୟୁନାରୀ ମେଡିସିନ ବିଭାଗରେ ଗତକାଲି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାର ପୂର୍ବ ଦିନ ହୃଦରୋଗ ବିଭାଗ ରେ!-->…
Read More...
Read More...
ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ!-->…
Read More...
Read More...