Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେଡି ଯୁବ ସଭାପତିଙ୍କ ଦ୍ୱାରା ମାସ୍କ ଓ ସାନିଟାଇଜର ବଣ୍ଟନ
ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜୁ ଆଜି ଗୋଶାଣୀ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟକୁ ଯାଇ ଗୋଶାଣୀ ବିଡିଓ ଓ ତାଙ୍କ କାର୍ଯ୍ୟରତ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ସେହିଭଳି ଗୁରାଣ୍ଡି ଥାନାକୁ ଯାଇ ଥାନା ଅଧିକାରୀ ଓ!-->…
Read More...
Read More...
ଜିଲ୍ଲା ଓକିଲ ସଂଘ ତରଫରୁ ସହିଦମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ:ଆଜି ଜିଲ୍ଲା ଓକିଲ ସଂଘ ଫୁଲବାଣୀ, କନ୍ଧମାଳ ପକ୍ଷରୁ କୋର୍ଟ ଆଗରେ ଗତ୧୫ତାରିଖ ରାତିରେ ପୂର୍ବ ଲାଦାଖ ସୀମା ଗଲୱାନ ଉପତ୍ୟକା ରେ ଚାଇନା ସୈନିକଙ୍କ ଆକ୍ରମଣରେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ସହିଦ ହୋଇଥିବା ବୀର ସନ୍ତାନ ମାନଙ୍କୁ ଦୀପ ଜଳାଇ ଅଶ୍ରୁଳ!-->…
Read More...
Read More...
ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ
ବାଲିଗୁଡ଼ା: ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଦକ୍ଷିଣାଞ୍ଚଳ ପକ୍ଷରୁ ବାଲିଗୁଡ଼ା ଗାନ୍ଧୀ ଛକଠାରେ ଚିନ୍ ସଙ୍ଘର୍ଷ ରେ ଦେଶପାଇଁ ବଳୀଦାନ ଦେଇଥିବା ୨୦ଜଣ ସହିଦ୍ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । କ୍ୟାଣ୍ଡେଲ୍ ଶୋଭାଯାତ୍ରା ସହ ବାଲିଗୁଡା ଗାନ୍ଧୀ ଛକଠାରେ ସହିଦ୍ ଙ୍କ ଉଦ୍ଦେଶ୍ୟରେ!-->…
Read More...
Read More...
କାନ୍ଥ ଭୁଶୁଡ଼ି 5 ଛେଳି ମୃତ
ବୌଦ୍ଧ - ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ବଘିଆପଡା ଗ୍ରାମ ପଂଚାୟତର ଭୁକ୍ତାପଡା ଗ୍ରାମରେ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ 5 ଗୋଟି ଛେଳି ମରି ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଭୁକ୍ତାପଡା ଗ୍ରାମର ଦୁଇ ଭାଇ ସୁଦର୍ଶନ କନ୍ହର ଓ ନବଘନ କନ୍ହରଙ୍କ କୁଠିରେ ଛେଳି ମାନେ!-->!-->!-->…
Read More...
Read More...
କେବେ ସୁଧୁରିଲା ନାହିଁ ବହିରା – ତେନ୍ତୁଲିପାଲି ରାସ୍ତା
ବୌଦ୍ଧ - ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଂଚାୟତର ବହିରା ଏମ. ଇ. ସ୍କୁଲ ଠାରୁ ପୁରୁଣା ବହିରା ଦେଇ ତେନ୍ତୁଳି ପାଲି ଗ୍ରାମକୁ ଯାଇଥିବା ରାସ୍ତାରେ ଟିକିଏ ବର୍ଷା ହେଲେ ଯିବା ଆସିବା କରିବା କଷ୍ଟକର ହୋଇଥାଏ | ପ୍ରତିବର୍ଷ ବ୍ଲକ୍ ଓ ଗ୍ରାମ ପଂଚାୟତ ତରଫରୁ ଲକ୍ଷ ଲକ୍ଷ ଟଂକାର କାମ କରାଯାଉଥିଲେ!-->…
Read More...
Read More...
ପାଇପ ବୋଝେଇ 2 ଟ୍ରଲର ମଧ୍ୟରେ ଧକ୍କା, ରାସ୍ତା ଜାମ୍
ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି କଲେଜ୍ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ପ୍ଲାଷ୍ଟିକ ପାଇପ ନେଇ ଆସୁଥିବା ଦୁଇଟି ଟ୍ରଲର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ ଅଂଚଳରୁ ଖୁଣ୍ଟବନ୍ଧ ନିକଟରେ ନିର୍ମାଣାଧିନ ମେଗା!-->!-->!-->…
Read More...
Read More...
କୋଭିଡ୍ କେୟାର ସେଣ୍ଟର୍ ରେ ଯୁବକଙ୍କ ଆତ୍ମହତ୍ୟା
ବାଲିଗୁଡ଼ା: କୋଭିଡ୍ କେୟାର ସେଣ୍ଟର୍ ରେ ଯୁବକଙ୍କ ଆତ୍ମହତ୍ୟା । ରାଜ୍ୟରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ ଆଶ୍ରମ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟର୍ ରେ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ!-->…
Read More...
Read More...
ଭିଏସ୍ଏସ୍ ନଗରରେ ଶହୀଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି
ଭାରତ ଚୀନ ସୀମା ଅନ୍ତର୍ଗତ ଗଲୱାନ ଘାଟିରେ ଶହୀଦ ହୋଇଥିବା l ବୀରଜବାନଙ୍କ ପାଇଁ ଭି, ଏସ୍, ଏସ୍ ନଗରରେ ଜୟ ମା ' ୟୁଥ୍ କ୍ଲବ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ପ୍ରଭୁଜୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଅନୁଷ୍ଠିତ ହୋଉଛି l ଏଥିରେ ବୀର ଜବାନଙ୍କ ଗାଥାକୁ ସ୍ମୃତିଚାରଣ କରି ନିରବ!-->…
Read More...
Read More...
ବୌଦ୍ଧ : ଆଜି ପାଳିତ ହେଲା ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଦେଲେ ଶ୍ରୀ ଜୀଉ
ବୌଦ୍ଧ - ବୌଦ୍ଧ ସହର ବିରାଜିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ ଆଜି ଅଣସର ଘରେ ଅନୁଷ୍ଠିତ ହୋଇ ଯାଇଛି l ଆସନ୍ତା କାଲି ସୂର୍ଯ୍ୟପରାଗ ପଡୁଥିବାରୁ ଓ ଆଜି ରାତିରୁ ଦେବନୀତି ନିଷେଧ ରହୁଥିବାରୁ ଆଜି ସକାଳ ପ୍ରାୟ 10 ଘଣ୍ଟା ସମୟରେ ଠାକୁରଙ୍କର ଚିତ୍ରକର ସତ୍ୟ ନାରାୟଣ ମହାରଣା!-->…
Read More...
Read More...
ସହୀଦ ବୀର ସେନାଙ୍କୁ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର, ପୂର୍ବ ଲଦାଖର ଭାରତ-ଚୀନ ସୀମାନ୍ତ ଗଲୱାନ ଉପତ୍ୟକା ଅଞ୍ଚଳରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ୨୦ଜଣ ବୀର ସୈନିକଙ୍କୁ ବିଜୁ ଜନତା ଦଳର ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଶାନ୍ତିନଗର ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି |!-->…
Read More...
Read More...