Browsing Category

ରାଜ୍ୟ

ପ୍ରୋ ଦୀପକ ବେହେରାଙ୍କୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି ନିୟୁକ୍ତ

ବର୍ତ୍ତମାନ ପଦ ସହିତ ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ ସମ୍ବଲପୁର, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରୋ ଦୀପକ କୁମାର ବେହେରାଙ୍କୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିୟୁକ୍ତ କରାଯାଇଛି । ଗତକାଲି ଓଡିଶା ରାଜ୍ଯପାଳ ଓ ରାଜ୍ୟର ସମସ୍ତ ସରକାରୀ
Read More...

ପାଲଝାର ଫାର୍ମ ଦୁର୍ନୀତି – ନାବାଳିକା, ବୟସ୍କ ଓ ଜିଲ୍ଲାବାହାର ଶ୍ରମିକଙ୍କ ନାମରେ ମଷ୍ଟରରୋଲ !

ବୌଦ୍ଧ,୨୦/୬(ହୀ.ପ୍ର)- ବୌଦ୍ଧଜିଲ୍ଲା କୃଷିବିଭାଗ ଦ୍ୱାରା ପରିଚାଳିତ ପାଲଝାର କୃଷି ଫାର୍ମରେ ବର୍ଷବର୍ଷ ଧରି ଚାଲିଥିବା କୋଟିକୋଟି ଟଙ୍କାର ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏହି ଫାର୍ମରେ କୃଷିବିଭାଗର ୩ଜଣ ସ୍ଥାୟୀ ଶ୍ରମିକ ଥିବାବେଳେ ଧାନଚାଷ ସମୟରେ ଅନ୍ୟାନ୍ୟ
Read More...

ସ୍ୱାମୀକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଲା ସ୍ତ୍ରୀଙ୍କ ପ୍ରେତାତ୍ମା !

ବୌଦ୍ଧ,୨୦/୬(ହୀ.ପ୍ର)- ବିଜ୍ଞାନ ଯୁଗରେ ଭୂତପ୍ରେତକୁ ଲୋକମାନେ ବିଶ୍ୱାସ କରୁନଥିବାବେଳେ ଏବେବି ପ୍ରେତାତ୍ମା ଥିବା କିଛି ଲୋକଙ୍କ ଧାରଣା ରହିଛି । ବୌଦ୍ଧଜିଲ୍ଲା ମନମୁଣ୍ଡା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଏକ ଆତ୍ମହତ୍ୟାକୁ ନେଇ ପ୍ରେତାତ୍ମାର କାଣ୍ଡ ସଂପର୍କରେ ଚର୍ଚ୍ଚା ଖୁବ୍
Read More...

ବୌଦ୍ଧ : ମହାନଦୀରୁ ମିଳିଲା ବିରାଟକାୟ ବୁଦ ମାଛ

ବୌଦ୍ଧ - ଆଜି ସକାଳେ ବୌଦ୍ଧ ବଜାରକୁ ବିକ୍ରୀ ପାଇଁ ଆସିଥିବା ପ୍ରାୟ 70 କିଲୋଗ୍ରାମ ଓଜନର ଏକ ବିରାଟକାୟ ଜୀଅନ୍ତା ବୁଦ ମାଛ ଦେଖିବାକୁ ଲୋକମାଙ୍କର ଗହଳି ହୋଇଥିଲା | ମାଛ ମାରିବା ପାଇଁ ଟଣା ଯାଇଥିବା ଜାଲରେ ବୌଦ୍ଧ ନିକଟ ମହାନଦୀରୁ ମିଳିଥିବା ଜଣା ପଡିଛି l ବୁଦ ମାଛ ଏକ ବିରଳ
Read More...

ସହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା

ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ଭାରତର ଦିବଂଗତ ସହୀଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଭିଏସସନଗର୍ ପ୍ରଭୂଜୀ ଈଂଲିସ୍ ମିଡିୟମ୍ ସ୍କୁଲ୍ ନିକଟରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ଡଃ ପ୍ରକାଶ ତ୍ରିପାଠୀ ଓ ଈଂ ଶିବ ପ୍ରସାଦ ମିଶ୍ର ଯବାନ ମାନଙ୍କ
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ମୃତ

ବୌଦ୍ଧ - ବୌଦ୍ଧ ଥାନା ସରସରା ଗ୍ରାମ ପଂଚାୟତର ବଘାରପାଲି ନିକଟରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଓଲଟି ପଡ଼ିବାରୁ ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇ ମ୍ରୁତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଗତ ରାତି ପ୍ରାୟ 12 ଘଣ୍ଟା ସମୟରେ ବାଲି ଆଣିବା ପାଇଁ ଟ୍ରାକ୍ଟର ନେଇ ଡ୍ରାଇଭର ସରସରା -
Read More...

ନିଜ ଜନ୍ମ ମାଟିରେ ସହିଦ ଚନ୍ଦ୍ରକାନ୍ତ ଙ୍କ ଶେଷକୃତ୍ୟ ସଂପନ୍ନ

ଫୁଲବାଣୀ:ଚାଇନା ଭାରତ ସୀମା ଲଦାଖର ଗୁଲୱାମା ଭାରତୀୟ ଯବାନଙ୍କ ମଧ୍ୟରୁ କନ୍ଧମାଳର ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶେଷକୃତ୍ୟ ଆଜି ନିଜ ଜନ୍ମମାଟି ବିଅରପଙ୍ଗାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ।‌ ଆଜି ସକାଳୁ ସକାଳୁ ସହିଦଙ୍କ ପାର୍ଥବ ଶରୀର
Read More...

୧୮୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ,ଚାଲାଣକାରୀ ଫେରାର୍

ବାଲିଗୁଡ଼ା: ଗଞ୍ଜଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ନାଡ଼ାପାଟାଙ୍ଗ ନିକଟରୁ ୧୮୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ କରିଛି ପୋଲିସ୍ । ସେପଟେ ପୋଲିସ୍ କୁ ଦେଖି ଗଞ୍ଜଇ ଭର୍ତ୍ତି ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଛନ୍ତି ଚାଲାଣ କାରୀ । ସୂଚନା ପ୍ରକାରେ ବାଲିଗୁଡ଼ା ଡିଏସପି
Read More...

ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ୍ ଆୟୋଜିତ

ବୌଦ୍ଧ - ବୌଦ୍ଧ ଅଗ୍ନିଶମ ବିଭାଗ ତରଫରୁ ଆଜି ବୌଦ୍ଧ ଟାଉନ୍ ହଲ୍ ପରିସରରେ ଥିବା ଭିକାରୀ କଳା ମଣ୍ଡପରେ ପ୍ରାକୃତିକ ବିପର୍ଯୟ ପରିଚାଳନା ସମ୍ପର୍କିତ ମକଡ୍ରିଲ୍ ଓ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଛାତ ଘରର ଉପର ମହଲାରେ ନିଆଁ ଲାଗିଲେ ଓ ଗ୍ୟାସ୍ ସିଲିଣ୍ଡରରେ
Read More...

ବ୍ରହ୍ମପୁର ସାଂସଦଙ୍କ ଗଜପତି ଗ୍ରସ୍ତ

ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗଜପତି ଗ୍ରସ୍ତ ରେ ଆସି ଫେରି ଯାଇଛନ୍ତି । ସେ ତାଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କଭିଡ ସ୍ଥିତି ର ସମୀକ୍ଷା କରିଥିଲେ ।ଏହି ସମୟରେ ସାଂସଦ ଶ୍ରୀ ସାହୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପୋର୍କ ଦୋଳୀୟ ନେତା ମାନଙ୍କ ସହ ରେ
Read More...