Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତାମିଲନାଡୁରୁ ବୌଦ୍ଧ ବସ୍ଯୋଗେ ଫେରୁଛନ୍ତି ବୌଦ୍ଧର ୯ଜଣ ପ୍ରବାସୀ
ବୌଦ୍ଧ: ତାମିଲନାଡୁକୁ କାମ କରିବାକୁ ଯାଇ ଲକଡାଉନରେ ଫସି ରହିଥିବା ବୌଦ୍ଧଜିଲ୍ଲାର ୧୧ଜଣ ପ୍ରବାସୀ ଶ୍ରମିକ ଆଜି ବସ୍ ଭଡାକରି ତାମିଲନାଡୁର ମଙ୍ଗଳମ ବସଷ୍ଟାଣ୍ଡରୁ ବାହାରିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ସେମାନେ ଆନ୍ଧ୍ର୍ପ୍ରଦେଶର ନେଲୋର ଠାରେ ପହଞ୍ଚି ଯାଇଥିବା ସୂଚନା ମିଳିଛି । ଦୁଇମାସ!-->…
Read More...
Read More...
କାଶୀନଗର ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ଗଜପତି ଜିଲ୍ଲା କାଶୀନଗର ବ୍ଳକର ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 4ଲକ୍ଷ 83 ହଜାର 7ଶହ 51 ଟଙ୍କାର ଚେକ ପ୍ରଦାନ କରାଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ବ୍ଳକର ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ!-->…
Read More...
Read More...
ଛୁରାମାଡ଼ରେ ନାବାଳକ ଗୁରୁତର ଆହତ
ସମ୍ବଲପୁର: ଲକ୍ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ମିଳୁଥିବା କୋହଳ ଅପରାଧୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ଯାହାକି ଗତ ଦୁଇ ଦିନରେ ତିନୋଟି ଛୁରାମାଡ଼ ଘଟଣାରୁ ସ୍ପଷ୍ଟ ହାଇଛି । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଗତକାଲି ସ୍ଥାନୀୟ ଅଇଁଠାପାଲି ଥାନା ଅଞ୍ଚଳରେ ଏକ ଛୁରାମାଡ଼ ଘଟଣାରେ ଜଣେ ଗୁରୁତର ଆହତ!-->…
Read More...
Read More...
ଜିଲ୍ଲାରେ ୫ଟି ପଜିଟିଭ ଯୋଗୁଁ ପ୍ରଶାସନର କଡା ଆଭିମୁଖ୍ୟ : ଗତକାଲି ପରି ଆଜି ବଜାର ଛକରେ ଭିଡନାହିଁ
ସମ୍ବଲପୁର: ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଗତକାଲି ୫ ହୋଇଗଲା ପରେ ଆଜି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ଓ ସାବିତ୍ରୀ ବ୍ରତ ପାଇଁ ବଜାର ଭିଡ ଉପରେ କଟକଣା ଜାରି କରାଯାଇଛି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ଗୋଲବଜାରଛକ ଓ ବୈଦ୍ୟନାଥ ଛକରେ କୌଣସି ଫଳଠେଲା କିମ୍ବା!-->…
Read More...
Read More...
ବୌଦ୍ଧର ନାବାଳିକା କଳାକାର ଜଗତସିଂହପୁରରେ ଦୁଷ୍କର୍ମ !
ବୌଦ୍ଧ: ଏକ ମେଲୋଡି ପାର୍ଟିରେ ନର୍ତ୍ତକୀ ଭାବରେ କାର୍ଯ୍ୟ କରୁଥିବା ବୌଦ୍ଧର ଜଣେ ନାବାଳିକା କଳାକାରଙ୍କୁ ଜଗତସିଂହପୁର ଜିଲ୍ଲାର ସଂପୃକ୍ତ ମେଲୋଡି ପାର୍ଟିର ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଅଞ୍ଚଳର ଉକ୍ତ ନାବାଳିକା ନାଚଗୀତ ଶିଖିଥିଲେ ।!-->…
Read More...
Read More...
ଚା’ଦୋକାନୀଙ୍କୁ ଥାନାକୁ ନେଲା ପୋଲିସ
ବୌଦ୍ଧ: ଆଜି ସକାଳ ୫ଘଣ୍ଟା ସମୟରେ ପିସିଆର ଭ୍ୟାନରେ ପେଟ୍ରୋଲିଂ କରୁଥିବାବେଳେ ବୌଦ୍ଧସହର ଗାନ୍ଧୀଛକରେ ଚା’ ଦୋକାନ ଖୋଲିଥିବା ୨ଜଣ ଦୋକାନୀଙ୍କ ଦୋକାନ ବନ୍ଦ କରି ବୌଦ୍ଧ ପୁଲିସ ଥାନାକୁ ନେଇଯାଇଥିବା ଜଣାପଡିଛି । ଚତୁର୍ଥପର୍ଯ୍ୟାୟ ଲକ୍ଡାଉନ ସମୟରେ ବୌଦ୍ଧ ସହରରେ ଭୋର୍ ସମୟରୁ କିଛି ସମୟ!-->…
Read More...
Read More...
ହୋଟେଲ ଆଗରେ ଖାଇବାକୁ ଦେଇ ତଣ୍ଡ ଗଣିଲେ ଦୋକାନୀ
ବୌଦ୍ଧ:ଲକ୍ଡାଉନ ଗାଇଡଲାଇନ ଅନୁଯାୟୀ ହୋଟେଲମାନେ ରୋଷେଇକରି କେବଳ ପାର୍ସଲ ଯୋଗାଇବାର ଅନୁମତି ଥିବାବେଳେ ଦୋକାନ ଆଗରେ ବାହାର ରାଜ୍ୟର ଲୋକଙ୍କୁ ଜଳଖିଆ ଖାଇବାକୁ ଦେଇ ୧ହଜାର ଟଙ୍କା ଫାଇନ ଗଣିଛନ୍ତି ଦୋକାନୀ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧସହର ଏନଏସି ଛକ ନିକଟ ମାର୍କେଟ କଂପ୍ଲେକ୍ସରେ!-->…
Read More...
Read More...
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା
ବୌଦ୍ଧ : ବୌଦ୍ଧ ଜିଲ୍ଲାର ଜଣେ ନାବାଳିକା ଜଗତସିଂହପୁର ଜିଲ୍ଲା ବାଲିକୁଦାଠାରେ ଗୋଟିଏ ମେଲୋଡି ପାର୍ଟର ମାଲିକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଛି । ନାବାଳିକା ଜଣକ ନର୍ତ୍ତକୀ ହିସାବରେ ମେଲୋଡି ପାର୍ଟିରେ କାମ କରୁଥିଲେ । ଏ ସଂପର୍କରେ ସେ ବାଲିକୁଦା ଥାନାରେ ଅଭିଯୋଗ!-->…
Read More...
Read More...
ରାଜ୍ୟରେ ପୁଣି ୮୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟକୁ ପ୍ରବାସୀଙ୍କ ଆଗମନ ବଢିବା ସହ କରୋନା ଆକ୍ରାନ୍ତ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିଚାଲିଛି । ରାଜ୍ୟରେ ଏବେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢୁଥିବାରୁ ତାହା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଆଜି ଚିହ୍ନଟ ୮୬ ନୂଆ ପଜିଟିଭଙ୍କ ମଧ୍ୟରୁ ୫ଜଣ!-->…
Read More...
Read More...
ବୌଦ୍ଧର ୩ କୋରନା ଆକ୍ରାନ୍ତ ସୁସ୍ଥ ହେଲେ
ବୌଦ୍ଧ : ବୌଦ୍ଧ ଜିଲ୍ଲା ଜଗତି କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତିନିଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଜିଲ୍ଲାରେ ସକ୍ରିୟ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ କମି ଆସିଛି । ୩ଜଣ ଆକ୍ରାନ୍ତ!-->…
Read More...
Read More...