Browsing Category

ରାଜ୍ୟ

ନିଜ ଜିଲ୍ଲାକୁ ପହଞ୍ଚି ପାରିଲେନି ପ୍ରବାସୀ ଶ୍ରମିକ

ବୌଦ୍ଧ:ସୁଦୂର ଆନ୍ଧ୍ରରୁ ଓଡିଶାକୁ ସିନା ଫେରିପାରିଲେ ହେଲେ ନିଜ ଜିଲ୍ଲା ବୌଦ୍ଧ ସୀମାନ୍ତ ନୟାଗଡ ଜିଲ୍ଲା ଟାକରା ଗ୍ରାମରୁ ଆସିପାରୁନାହାନ୍ତି ନିଜ ଜନ୍ମମାଟିକୁ । ଏଭଳି ସମସ୍ୟାରେ ଟାକରା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ତିରଡ ଗ୍ରାମର ପ୍ରଶାନ୍ତ
Read More...

ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା

ବାଲିଗୁଡ଼ା: ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା । ସୂଚନା ପ୍ରକାରେ କଳାହାଣ୍ଡି ଜିଲ୍ଲାର ୨୩ ଜଣ ଶ୍ରମିକ ହାଇଦ୍ରାବାଦର ଏକ ଘରୋଇ କଂମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ପାରିନଥିଲେ । ସରକାର ନିୟମରେ
Read More...

ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ, କରୋନା ମାନଚିତ୍ରରେ ଯୋଡି ହେଲା କନ୍ଧମାଳ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି ପୁଣି ୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାରୁ ୨ଜଣ ଥିବା ଜଣାପଡିଛି । ଆଜି କରୋନା ମାନଚିତ୍ରରେ ନୂତନ ଜିଲ୍ଲା ଭାବେ କନ୍ଧମାଳ ଯୋଡି ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତ
Read More...

ଗରିବ ପରିବାରଙ୍କ ନିକଟରେ ପହଞ୍ଚି ପାରୁନି ସରକାରୀ ସୁବିଧା

କଣ୍ଟାବାଞ୍ଜି : ବିଶ୍ୱ ମହାମାରୀ କୋରନା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଲକଡାଉନ ଯୋଗୁଁ ବହୁ ଗରିବ ପରିବାର ନିଜନିଜର ଜୀବିକା ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ପରିବାରମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଏମିତି କେତେକ
Read More...

ବୌଦ୍ଧରେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପୂର୍ବରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣକ ଦେହରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କଣ୍ଟାମାଳ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ବାହାରିବା ପରେ ଜିଲ୍ଲାରେ କରୋନା
Read More...

ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା କାର

ବୌଦ୍ଧ : ଆଜି ଅପରାହ୍ନରେ ଜାତୀୟ ରାଜପଥ ନଂ ୫୭ର ପୁରୁଣାକଟକ ଥାନା ବାଣିଭୂଷଣପୁର ଗ୍ରାମ ପଞ୍ଚାୟତର ତେଇଶି ମାଇଲ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ଡ୍ରାଇଭରଙ୍କ ବ୍ୟତୀତ କେହି ଯାତ୍ରୀ ନଥିବା ଜଣାପଡିଛି । ଡ୍ରାଇଭର ସାମାନ୍ୟ ଆହତ ହୋଇ
Read More...

ମାଙ୍କଡର ଉପଦ୍ରବ, ଲୋକେ ଆତଙ୍କିତ

ବୌଦ୍ଧ : ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତର ରାଜିଙ୍ଗ ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରୁ ଏକ ଜଙ୍ଗଲୀ ମାଙ୍କଡ ଉପଦ୍ରବ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ନିକଟସ୍ଥ ଯାଜପୁର ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି । ମାଙ୍କଡଟି ବିଭିନ୍ନ
Read More...

ପେଟ୍ରୋଲ ଦର ବୃଦ୍ଧି ଯଥାର୍ଥ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଆବଶ୍ୟକତା ଦୃଷ୍ଟିରେ ରଖି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଆଜିଠାରୁ ବୃଦ୍ଧି କରିଥିବା ଭାଟ୍‌କୁ ଯଥାର୍ଥ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏକ୍ସସାଇଜ ଡିଉଟିରେ ବୃଦ୍ଧି ପରେ ରାଜ୍ୟ ସରକାର ଭାଟ ବୃଦ୍ଧି
Read More...

ଆସନ୍ତାକାଲିଠାରୁ ଖୋଲିବ ମଦ ଦୋକାନ !

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଲକଡାଉନ ୪.୦ ନୂଆ ରୂପରେ ମଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଆସନ୍ତାକାଲିଠାରୁ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ରାଜ୍ୟର ୧୧ଟି ଜିଲ୍ଲାରେ ଥିବା ବଟଲିଂ ପ୍ଲାଣ୍ଟ ସହ ବ୍ରେଞ୍ଜରି
Read More...

ଅତି ଭୟଙ୍କର ହେଉଛି ଅମ୍ଫନ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅମ୍ଫନ ଅତି ଭୟଙ୍କର ହେଉଛି । ଗତ ୬ ଘଣ୍ଟା ମଧ୍ୟରେ ୬ କି.ମି. ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅତିଭୟଙ୍କର ହେଉଛି । ଆଜି ଅପରାହ୍ନ ସାଢେ ୫ଟା ସୁଦ୍ଧା ଏହା
Read More...