Browsing Category

ରାଜ୍ୟ

ସଟ୍ ଡାଉନ୍ ପାଇଁ ନୂଆ ବିଜ୍ଞପ୍ତି ଜାରି କଲା ବିଏମ୍‌ସି

ଭୁବନେଶ୍ୱର : ସଟ୍ ଡାଉନ୍ ରେ ବନ୍ଦ ରହିବ ଭୁବନେଶ୍ୱରର ପାର୍କ । ଏନେଇ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବାକି ୫ ଦିନ ଅର୍ଥାତ୍ ସୋମବାରରୁ ଶୁକ୍ରବାର ଯାଏଁ ପାର୍କ ସକାଳ ୫ଟାରୁ ଦିନ ୧୦ଟା ଯାଏଁ ଖୋଲା ରହିବ ।ତେବେ ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ବୟସ୍କ ଲୋକ
Read More...

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,: ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ଶ୍ରମ ଓ ଇଏସ୍‌ଆଇ ବିଭାଗରେ ଅତିରିକ୍ତ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଓମ୍‌ବାଡ୍‌ସିର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଓରେଡ଼ାର ଉପସଚିବ ଥିବା ବିଷ୍ଣୁପ୍ରିୟା ସାହୁଙ୍କୁ ସୂଚନା ଓ ଲୋକସମ୍ପର୍କ
Read More...

ସମର୍ପିତ ଓଡ଼ିଶା ଓ କମିଶନରେଟ ପୋଲିସର ରକ୍ତଦାନ ଶିବିର

ଆଜି ସମେଇଗାଡ଼ିଆ ଠାରେ ସମର୍ପିତ ଓଡିଶା ଓ କମିଶନେରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଆୟୋଜନ କରାଯାଇଥିଲା।ସମାଜସେବୀ ଶ୍ରୀ ଦେବେନ୍ଦ୍ର ପତି ଓ ଶ୍ରୀମତୀ ସୁନିତା ପତି ଙ୍କର ସଂଯୋଜନା ରେ କ୍ୟାପିଟାଲ ହସ୍ପିଟାଲ ର ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗ୍ରହ
Read More...

ପଦାରେ ପଡିଲା ପୂର୍ତ୍ତ ବିଭାଗ କେଳେଙ୍କାରୀ : ରାତିରେ କାମ, ସକାଳୁ ଉଠିଲା ପିଚୁ

ଚଣ୍ଡିଖୋଲ: ବଡଚଣା ପୂର୍ତ ବିଭାଗ ସହକାରୀ ନିବାର୍ହୀଯନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ୧୬ନଂ ଜାତୀୟ ରାଜପଥ ଠାରୁ ହାଇଲେବୁଲ କେନାଲ ପର୍ଯ୍ୟନ୍ତ ରାସ୍ତାକୁ ମରାମତି ପାଇଁ ବଡଚଣା-ଦର୍ପଣ ଲୁପ ବୋଲି ଦର୍ଶାଇ ଟେଣ୍ଡର କରାଯାଇଥିଲା । ରାସ୍ତ।।ର ଲମ୍ବ ପ୍ରାୟ ୯୫୦ମିଟର ହୋଇଥରଲା ବେଳେ ଏହାର ଆକଳନ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୬, ସୁସ୍ଥ ହେଲେ ୩

ସୋନପୁର : ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଳକ ରୁ କରୋନା ପଜିଟିଭଙ୍କ ସଂଖ୍ୟା ୧୬ରେ ପହଞ୍ଚିବା ଯୋଗୁଁ ଜନସାଧାରଣରେ ଏକ ଉଦବେଗର ବାତାବରଣ ସୃଷ୍ଟି ହୋଇଛି । ତେବେ ଗତକାଲି ୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସ୍ପଷ୍ଟ କରିବା
Read More...

ମହିଳା ଗୋଷ୍ଠୀଙ୍କ ଅଭିଯୋଗ : କିସ୍ତି ଆଦାୟ ପାଇଁ ଜୁଲୁମ କରୁଛନ୍ତି ଘରୋଇ ଋଣଲଗାଣ ସଂସ୍ଥା

ବୌଦ୍ଧ : ବୌଦ୍ଧଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଲଗାଇ ସେମାନଙ୍କର ବ୍ୟବସାୟ ଚଳାଇଛନ୍ତି ଅନେକ ଘରୋଇ ଋଣଲଗାଣ ସଂସ୍ଥା । ଲକଡାଉନ ପାଇଁ ଜୁନ ମାସ ପର୍ଯ୍ୟନ୍ତ ମାସିକ କିସ୍ତି ଆଦାୟ ନକରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ସଂସ୍ଥାମାନେ
Read More...

କର୍କଟ ପୀଡିତ ଯୋଗେନ୍ଦ୍ରଙ୍କ ପାଇଁ ଅର୍ଥ ସାଜିଛି ବାଧକ : ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସମିତି ସଭ୍ୟ

ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ସମଆ ପଞ୍ଚାୟତ ଚମ୍ପାପୁର ଗାଁର ଯୋଗେନ୍ଦ୍ର ଭୋଇ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏବେ ଜୀବନ ଓ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ତାଙ୍କର ଏହି ରୋଗର ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି । ତାଙ୍କ ପରିବାର ସେ ହିଁ ଥିଲେ ଜଣେ ମାତ୍ର ରୋଜଗାରକ୍ଷମ
Read More...

ଭୁତ କୋଠିରେ ପରିଣତ ହେଲାଣି ବୌଦ୍ଧ କଲେଜର ପୁରୁଣା କୋଠା

ବୌଦ୍ଧ: ବୌଦ୍ଧ ପଞ୍ଚାୟତ କଲେଜର ପୁରୁଣା କୋଠା ରକ୍ଷଣାବେକ୍ଷଣ ଅଭାବରୁ ଭୁତକୋଠିରେ ପରିଣତ ହେବାକୁ ବସିଛି । ପୂର୍ବରୁ ଏଠାରେ କଲେଜ ଅଧ୍ୟକ୍ଷଙ୍କ ଚେମ୍ବର, ପ୍ରଶାସନିକ କାର୍ଯ୍ୟାଳୟ, ଫି’ ଡିପୋଜିଟ କାଉଣ୍ଟର ସମେତ କେତୋଟି ବିଭାଗର ଅନର୍ସ କ୍ଲାସ ମଧ୍ୟ ହୋଇ ଆସୁଥିଲା । ୨/୩ ବର୍ଷ ତଳେ
Read More...

ଖତ ଖାଉଛି ମଶାମରା ଟିଫା ମେସିନ

ବୌଦ୍ଧ:ବୌଦ୍ଧ ସହରରେ ଦିନକୁ ଦିନ ମଶାମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ୪୩ ଡିଗ୍ରୀ ତାପମାତ୍ରାରେ ମଧ୍ୟ ମଶାମାନଙ୍କ ବଂଶବୃଦ୍ଧି ଘଟିବାର ଦେଖାଯାଉଛି । ନିୟମିତ ଡ୍ରେନ ସଫା କରାଯାଉନଥିବା ଓ ବିଭିନ୍ନ ଡ୍ରେନଗୁଡିକର ଉପରଅଂଶ ଲୋକେ ଅବରୋଧ କରିଥିବାରୁ ଡ୍ରେନ ସଫେଇରେ ମଧ୍ୟ ସମସ୍ୟା
Read More...

ବରିଷ୍ଠ ବିଜେଡି ନେତାଙ୍କ ବିୟୋଗରେ ଗଜପତି ବିଜେଡିର ଶୋକସଭା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ବରିଷ୍ଠ ବିଜେଡି ନେତା ଅଲେଖ ଚୌଧୁରୀଙ୍କ ବିୟୋଗରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ସ୍ବର୍ଗତ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପ
Read More...