Browsing Category

ରାଜ୍ୟ

ଦଇତାପତି ସେବକଙ୍କ ପାଇଁ କରୋନା ସଚେତନତା କାର୍ଯ୍ୟକ୍ରମ

ପୁରୀ : କରୋନା ସଂକ୍ରମଣରୁ ନିଜକୁ କିପରି ରକ୍ଷା କରିବ ସେ ନେଇ । ଦଇତାପତି ସେବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏ ନେଇ
Read More...

ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : କରୋନା ପାଇଁ ଓଡିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ପୁଳାପୁଳା କରୋନା ପଜିଟିଭ ମିଳୁଥିବାରୁ ଏବଂ ଗୋଟିଏ ପରେ ଗୋଟିଏ ଜିଲ୍ଲା କରୋନା କବଳରେ କବଳିତ ହେଉଥିବାରୁ ଏହି ଭୟ ରାଜ୍ୟବାସୀଙ୍କୁ ମନରୁ ଛାଡି ନାହିଁ । ଏଭଳି ସ୍ଥିତିରେ ରାଜ୍ୟରେ କରୋନା ଆକ୍ରାନ୍ତ
Read More...

ଘନାଇଲା ବାତ୍ୟା ଭୟ : ଉତ୍ତର ଉପକୂଳ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାତ୍ୟା ମାଡ ଆଶଙ୍କା

ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଲଘୁଚାପ ଓ ଏହାର ଅବପାତ ରୂପ ଓଡିଶାରେ ବାତ୍ୟା ଭୟକୁ ଅଧିକ ଘନାଇଛି । ଉତ୍ତର ଓଡିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ ହେବା ଆଶଙ୍କା ଅଧିକ ଘନିଭୂତ ହୋଇଛି । ଭାରତୀୟ ପାଣିପାଗ ବିଭାଗ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ସ୍ପଷ୍ଟ
Read More...

ତାମିଲନାଡୁରୁ ଶ୍ରମିକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ରାୟଗଡା ଜିଲ୍ଲାରୁ ଆଣିଲା

ତାମିଲନାଡୁରେ କାର୍ଯ୍ୟରତ ଥିବା 28 ଜଣ ଶ୍ରମିକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ରାୟଗଡ଼ା ରେଲୱେ ଷ୍ଟେସନରେ ପହଞ୍ଚି ଥିଲେ।ସେମାନଙ୍କୁ ଆଣିବା ପାଇଁ ଗଜପତି ପ୍ରଶାସନ ତରଫରୁ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଦଳ ରାୟଗଡା ଷ୍ଟେସନରେ ମଧ୍ୟ
Read More...

ହୋମ କ୍ୱାରେଣ୍ଟାଇନ ଗଲେ ଆମ୍ବୁଲାନସ ଡ୍ରାଇଭର

ବୌଦ୍ଧ: ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଆମ୍ବୁଲାନ୍ସ ଡ୍ରାଇଭରକୁ ହୋମ କ୍ୱାରେଣ୍ଟାଇନକୁ ପଠାଯାଇଥିବା ଭଳି ଏକ ଘଟଣା ଘଟିଛି ବୌଦ୍ଧଜିଲ୍ଲାରେ । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ସରସରା ଗ୍ରାମକୁ ଗଞ୍ଜାମ ଜିଲ୍ଲାରୁ ୩ଜଣ ଲୋକ ବୁଧବାରଦିନ ଫେରିଥିବା ଖବରପାଇ ଜିଲ୍ଲା ମୁଖ୍ୟ
Read More...

ସଂଗୃହିତ ୧୮୦୮ ସ୍ୱାବ ମଧ୍ୟରୁ ୧୪୮୪ ପରୀକ୍ଷିତ, ସବୁ ନେଗେଟିଭ

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ଗୁରୁବାର ସନ୍ଧ୍ୟା ଯାଏଁ ବିଭିନ୍ନ ସ୍ଥାନରୁ ୧୮୦୮ ସନ୍ଦିଗ୍ଧ ମାମଲାରେ ସ୍ୱାବ ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୧୪୮୪ଟି ପରୀକ୍ଷା ହୋଇଯାଇଛି ଓ ସବୁତକ ନେଗେଟିଭ ବାହାରିଥିବାରୁ ଏପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ସବୁଜ ସୁରକ୍ଷା
Read More...

କରୋନା ଗୁଜବକୁ ନେଇ ମହିଳା ବିରୁଦ୍ଧରେ ମାମଲା ରୁଜୁ

ସମ୍ବଲପୁର : ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁରରେ ଗୋଟିଏହେଲେ କରୋନା ପଜିଟିଭ ମାମଲା ଦେଖାଦେଇ ନାହିଁ ଯଦିଓ ପ୍ରତିଦିନ ଏଠାରେ ଅନେକ ଗୁଡିଏ ଟେଷ୍ଟିଂ କରାଯାଉଛି । ଏହାକୁ ନେଇ ଅନେକ ଲୋକଙ୍କ ମନରେ କୌତୁହଳ ଦେଖାଦେଇଛି । ଏହିପରି ଏକ ଘଟଣାରେ ଏଠାକାର ଏକ ସନ୍ଦିଗ୍ଧ ମାମଲାରେ ପଜିଟିଭ
Read More...

ବଲାଙ୍ଗୀରରୁ ଚାଲିଚାଲି କମଘାଟରେ ପହଞ୍ଚିଲେ ୫ ଶ୍ରମିକ

ବୌଦ୍ଧ:ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇ ଲକଡାଉନରେ ଅଟକି ରହିଥିବା ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କମଘାଟ ଅଞ୍ଚଳର ୫ଜଣ ଶ୍ରମିକ ଆଜି ଚାଲିଚାଲି ବଲାଙ୍ଗୀରରୁ ଗାଁକୁ ଆସିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏମାନେ ମାଲବାହୀ ଟ୍ରକ ସାହାଯ୍ୟରେ ତାମିଲନାଡୁ ରାଜ୍ୟରୁ ବଲାଙ୍ଗୀର
Read More...

କରୋନା ପ୍ରସଙ୍ଗରେ ବୌଦ୍ଧଜିଲ୍ଲା ଏବେବି ଗ୍ରୀନଜୋନ୍‌ରେ

ବୌଦ୍ଧ: ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ବୌଦ୍ଧଜିଲ୍ଲା ଏବେ ମଧ୍ୟ ଗ୍ରୀନ ଜୋନ ତାଲିକାରେ ରହିଥିବା ଜଣାପଡିଛି । ଯାହାକି ବୌଦ୍ଧଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ବୌଦ୍ଧଜିଲ୍ଲାରେ ୪ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ସମସ୍ତେ ସୁରଟ ଫେରନ୍ତା ଓ ସୁରଟରୁ
Read More...

କଲିକତା ଲିଙ୍କ୍‌କୁ ନେଇ ବନ୍ଦ ହେଲା ପାରାଦ୍ୱୀପର ବୃହତ ମାଛ ବ୍ୟବସାୟ କେନ୍ଦ୍ର

ଜଗତସିଂହପୁର: ପାରାଦ୍ୱୀପର ସବୁଠୁ ବଡ଼ ମାଛ ବିକ୍ରୟ କେନ୍ଦ୍ର ବାଲିପୁଟ ଏବେ ବନ୍ଦ । ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ଲୋକ ଆସି ମାଛ କିଣି ବାହାରେ ବିକ୍ରୟ କରିଥାନ୍ତି । ଏପରିକି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ଭୁବନେଶ୍ୱର ବଜାରର ବ୍ୟବସାୟୀ ଓ ଗାଁରେ ବୁଲି ବ୍ୟବହାର
Read More...