Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ଭୁବନେଶ୍ୱରରେ ୧୬ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ପାଇଁ ଚଳିତ ମାସଟି ଗୁରୁତ୍ୱପୂର୍ଣ୍ଣ ବୋଲି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ କହିଥିଲେ । ଏହି ସମୟରେ ଆମେ ସମସ୍ତେ ଅଧିକ ସତର୍କ ହେଲେ ଏହାକୁ ଜିତିବା ବୋଲି ମଧ୍ୟ ପରାମର୍ଶ ଦେଇଥିଲେ । ହେଲେ ପହିଲି ରଜର ପୂର୍ବଦିନ ରାଜ୍ୟର ହାଟ!-->…
Read More...
Read More...
ମଟର ପୋଡିକୁ ୩ ମାସ ହେଲା : ପଦ୍ମନପୁରକୁ ଜଳଯୋଗାଣ ବନ୍ଦ, ଲୋକେ ପାଣିପାଇଁ ହନ୍ତସନ୍ତ
ବୌଦ୍ଧ/ଜହ୍ନାପଙ୍କ:ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ପାଣି ବୁହାଇଲା ପରି ଖର୍ଚ୍ଚ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସମନ୍ୱୟ ଅଭାବରୁ ପାନୀୟଜଳ ପ୍ରକଳ୍ପ ଠିକଭାବେ ଚାଲୁନଥିବା ଅଭିଯୋଗ!-->…
Read More...
Read More...
ବନବିଭାଗ ଦ୍ୱାରା କୁଟୁରା ଉଦ୍ଧାର
ବୌଦ୍ଧ: ବୌଦ୍ଧରେଞ୍ଜ ଅନ୍ତର୍ଗତ ବଘିଆପଡା ସେକସନ୍ର କନକପୁର ଗ୍ରାମ ନିକଟରୁ ବନବିଭାଗ ଏକ କୁଟୁରାକୁ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କନକପୁର ଗ୍ରାମ ନିକଟରେ ଥିବା ଏକ କଦଳୀ ବଗିଚା ମଧ୍ୟରେ ଏକ ଜଙ୍ଗଲୀ କୁଟୁରା ବାଟବଣା ହୋଇ ରହିଯାଇଥିବା ସ୍ଥାନୀୟ ଲୋକେ ଆଜି!-->…
Read More...
Read More...
ଗଜପତିରେ ପୁଣି ୧୫ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୧୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧ଜଣ ତାମିଲନାଡୁ ଫେରନ୍ତା,ଜଣେ କେରଳରୁ ଫେରିଥିବା ବେଳେ,ଜଣେ ତେଲେଙ୍ଗାନାରୁ ଓ ଅନ୍ୟ ୨ ଜଣ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ସେମାନେ!-->…
Read More...
Read More...
ଭାଜପାରେ ସମ୍ବଲପୁର ଜିଲ୍ଲାକୁ ଏଥର ଗୁରୁତ୍ୱ ଦିଆଯାଇଛି : ରାଜ୍ୟ କମିଟିରେ ନବନିଯୁକ୍ତ ପଦାଧିକାରୀମାନଙ୍କୁ…
ସମ୍ବଲପୁର: ଭାରତୀୟ ଜନତାପାର୍ଟିର ସ୍ଥାନୀୟଜିଲ୍ଲା କାର୍ଯ୍ୟାଳୟଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମୁହଁରେ ମାସ୍କ ସହିତ ସାମାଜିକ ଦୂରତା ରକ୍ଷାକରି ଏଠାକାର ବିଭିନ୍ନ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଏହି ସଭାରେ ସାମିଲ ହୋଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର!-->…
Read More...
Read More...
ପଜିଟିଭ ଚିହ୍ନିତ ପ୍ରସୂତୀଙ୍କୁ ବୁର୍ଲାରୁ ରାଉରକେଲା ପଠାଗଲା : ଚିକିତ୍ସାରତ ଡାକ୍ତର ଓ ନର୍ସଙ୍କୁ କ୍ୱାରେଣ୍ଟାଇନ ସହିତ…
ସମ୍ବଲପୁର: ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଲାପରେ ତାଙ୍କର ଚିକିତ୍ସାରେ ନିୟୋଜିତ ୨ ଡାକ୍ତର, ୨ ସେବିକା ଓ ଜଣେ ଆଟେନଣ୍ଡାଣ୍ଟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଓ ତାଙ୍କର ବ୍ୟବହୃତ କକ୍ଷକୁ ବିଶୋଧିତ କରାଯାଇଛି । ଏବିଷୟରେ ସବୁ ବୁଝିଲା ପରେ ଜିଲ୍ଳାପାଳ ଶୁଭମ!-->…
Read More...
Read More...
ବୌଦ୍ଧ ଶିକ୍ଷା ଜିଲ୍ଲାରେ କେବେ ହେବ ଶିକ୍ଷକ ପଦୋନ୍ନତି ?
ବୌଦ୍ଧ: ପ୍ରାୟ ୨୦ ବର୍ଷ ହେଲା ବୌଦ୍ଧ ଶିକ୍ଷାଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପଦୋନ୍ନତି ହୋଇନଥିବାରୁ ପଦୋନ୍ନତି ଆଶାୟୀମାନେ ହତାଶ ହୋଇଛନ୍ତି । ଡିସେମ୍ବର ୨୦୧୯ର ଶେଷସୁଦ୍ଧା ପ୍ରମୋଶନ ଦେବାକୁ ସରକାର ନିଷ୍ପତ୍ତି ନେବାପରେ ସେମାନଙ୍କର ମନରେ ନୂତନ ଆଶାର ସଂଚାର କରିଥିଲା । ମାତ୍ର!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି ଗାଡିଛାଡି ଫେରାର ମାମଲା : ଅଭିଯୁକ୍ତଙ୍କୁ ଧରିପାରିନାହିଁ କଣ୍ଟାମାଳ ପୋଲିସ !
ବୌଦ୍ଧ:ଗତ ଜୁନ୍ ୬ ତାରିଖରେ ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂବେଳେ କଣ୍ଟମାଳ ଥାନା ଶ୍ରୀମାଲ ଗ୍ରାମ ନିକଟରୁ ଏକ ପିକ୍ଅପ ଗାଡିରୁ ୧୧ବସ୍ତା ଗଞ୍ଜେଇ ଚାଲାଣକାରୀମାନେ ଛାଡି ପଳାଇଥିବା ଦେଖିଥିଲା ମାମଲାଟିକୁ କଣ୍ଟାମାଳ ପୋଲିସକୁ ବନବିଭାଗ ହସ୍ତାନ୍ତର କରିଥିଲେ ମଧ୍ୟ ଆଜିଯାଏଁ ତଦନ୍ତ କଣ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା ହେଲା କରୋନା ମୁକ୍ତ
ସୋନପୁର:ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ୨୯କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଇ ସୂଚନା ପ୍ରଦାନ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଗତ ୬ ତାରିଖରେ ୮ଜଣ ଓ ୧୧ତାରିଖରେ ୯ଜଣ ସୁସ୍ଥ ହୋଇଥିଲେ ।!-->…
Read More...
Read More...
ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପା
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବେହେରାମୁଣ୍ଡା ପଚଂୟତର ଦର୍ହମୁଣ୍ଡା ପତ୍ରା ଜଙ୍ଗଲରୁ ଗାଁର ସୁଶାନ୍ତ ଭୁଏ (୧୮) ନାମକ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ବେଲପଡା ପୋଲିସ ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ । ମିଳିଥିବା ସୁଚନା ଅନୁସାରେ!-->…
Read More...
Read More...