Browsing Category

ରାଜ୍ୟ

ବେଦାନ୍ତ ପରିସରରେ କୋଭିଡ ଯୋଦ୍ଧାଙ୍କ ସମ୍ମାନରେ “ବନ୍ଦେ ଉତ୍କଳ ଜନନୀ’ ଗାନ କଲେ କର୍ମଚାରୀ

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମର୍ଥନ କରି ରାଜ୍ୟରେ କରୋନା ସଂକ୍ରମଣକୁ ଅଙ୍କୁଶ ଲଗାଇବା ଦିଗରେ ନିରନ୍ତର କାର୍ଯ୍ୟରତ ଥିବା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ବେସରକାରୀ ସଂସ୍ଥାଙ୍କ କର୍ମୀବୃନ୍ଦ ତଥା ସମାଜସେବୀଙ୍କ ନିଃସ୍ୱାର୍ଥପର ସେବାର ସମ୍ମାନ
Read More...

BSNL ଠିକା କର୍ମଚାରୀଙ୍କୁ 11 ମାସର ଦରମା ମିଳିବ କେବେ ?

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା BSNL କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକାକର୍ମଚାରୀଙ୍କୁ ଦୀର୍ଘ 11 ମାସ ହେଲା ସେମାନଙ୍କର ପ୍ରାପ୍ୟ ପାଇ ପାରିନାହାନ୍ତି । 17 ମାସର EPF ଟଙ୍କା ମଧ୍ୟ ଜମା ହୋଇପାରୁନାହିଁ ଏ ବାବଦରେ କୌଣସି ଚିଠି ର ଉତ୍ତର ଏସ ଡ଼ି
Read More...

ରାସ୍ତାତଳକୁ ଖସିପଡିଲା ଇଣ୍ଡିକୋ

ବୌଦ୍ଧ: ଗତ ରାତିରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧସହର ଉପକଣ୍ଠ ରଇଠାଣୀ ଗ୍ରାମ ନିକଟରେ ଏକ ଇଣ୍ଡିକୋ ଗାଡି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଇଣ୍ଡିକୋର ପଞ୍ଜିକରଣ ନମ୍ବର ହେଉଛି ଓଡି୨୭-୯୪୬୨ ଓ ଗାଡିଟି ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ଅଞ୍ଚଳ
Read More...

୪ବର୍ଷରେ ବି ସଂପୂର୍ଣ୍ଣ ହୋଇପାରୁନି ଅଙ୍ଗନୱାଡି କେନ୍ଦ୍ର

ବୌଦ୍ଧ:ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମପଞ୍ଚାୟତର ଡିମିରିପାଲି ଗ୍ରାମରେ ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୪ବର୍ଷ ଭିତରେ ସଂପୂର୍ଣ୍ଣ ହୋଇନପାରିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ
Read More...

ପୁଣି ୧୫୬ ନୂଆ ପଜିଟିଭ ଚିହ୍ନଟ, ରାଜ୍ୟରେ ୨୧ଶହ ପାର ହେଲା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ସୋମବାର ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଏକ ରେକର୍ଡ ବୋଲି କୁହାଯାଉଛି । ଆଗରୁ କେବେ ଏକାସାଙ୍ଗରେ ଏତେ ସଂଖ୍ୟାକ
Read More...

ବୌଦ୍ଧରେ ଆଉ ଏକ କରୋନା ପଜିଟିଭ, ଲୋକେ ଛାନିଆଁ

ବୌଦ୍ଧ: ବୌଦ୍ଧରେ ୨୮ ଜଣ କରୋନା ରୋଗୀଙ୍କୁ ସୁସ୍ଥହେବାପରେ ସେମାନଙ୍କର ଘରକୁ ଶନିବାର ଦିନ ବିଦାୟ ଦେଇଥିବାବେଳେ ରବିବାର ଦିନ ଆଉଜଣେ ପ୍ରବାସୀ ଶ୍ରମିକ ଠାରୁ କରୋନା ପଜିଟିଭ ବାହାରିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏଭଳି ପରିସ୍ଥିତିରେ ବିନା ପରୀକ୍ଷାରେ ଶହଶହ ପ୍ରବାସୀଙ୍କୁ
Read More...

ବିଜେଡି ପର୍ଯ୍ୟବେକ୍ଷକଙ୍କ କ୍ୱାରେଣ୍ଟାଇନ କେନ୍ଦ୍ର ପରିଦର୍ଶନ

ବୌଦ୍ଧ:ବୌଦ୍ଧଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ନେତା କୃତ୍ତିବାସ ପାତ୍ର ଗତକାଲି ବୌଦ୍ଧଜିଲ୍ଲା ଗସ୍ତ ଅବସରରେ ବୌଦ୍ଧବ୍ଲକ ବାଉଁଶୁଣୀ ମାହେଶ୍ୱରୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରିଥିଲେ ।
Read More...

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ : ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ…

ବାଲିଗୁଡ଼ା: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୁଡ୍ରା ଗ୍ରାମପଞ୍ଚାୟତର ଜାର୍ଗୀ ଗ୍ରାମବାସୀ ।ସାରା ବିଶ୍ବ ଏବେ ମହାମାରୀ କରୋନା କବଳରେ । ଲକ୍ ଡାଉନ୍ ଯୋଗୁଁ ସାରା ରାଜ୍ୟରେ
Read More...

ବୌଦ୍ଧରେ ବାହାରିଲା ଆଉ ଏକ କରୋନା ପଜିଟିଭ

ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ପୂର୍ବରୁ ବାହାରିଥିବା ୩୩ଟି କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବୌଦ୍ଧ କରୋନା ମୁକ୍ତ ହେଲା ବୋଲି ଆଲୋଚନା ହେଉଥିଲା । ବୌଦ୍ଧ କରୋନା ମୁକ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ କରୋନା ସଂକ୍ରମିତ ତାଲିକାରେ ଯୋଡି ହୋଇଗଲା । ୩୪ ନମ୍ବର କରୋନା
Read More...

ଜୁନ ୧୭ରେ ଖୋଲିବନି ସ୍କୁଲ

ଭୁବନେଶ୍ୱର: ଆସନ୍ତା ଜୁନ ୧୭ ତାରିଖରେ ସ୍କୁଲ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସୂଚନା ଦେଇଛନ୍ତି । ସ୍ଥିତି ଅନୁଧ୍ୟାନ ପରେ ଜୁଲାଇ ମାସରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ
Read More...