Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଦପଡାରେ ହାତୀ ଉପଦ୍ରବ, କଦଳୀ ବଗିଚା କଲେ ନଷ୍ଟ
ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ଗତକାଲି ହାତୀ ଉପଦ୍ରବ ଘଟାଇଥିବା ଜଣାପଡିଛି । ଗତକାଲି ତିନୋଟି ହାତୀ ଆସି ଗ୍ରାମର ପଦ୍ମଲୋଚନ ପ୍ରଧାନଙ୍କ କଦଳୀ ବଗିଚାରେ ପଶି ରାତିତମାମ ଖାଇବା ସହ ମାଡିମକଚି ନଷ୍ଟ କରିଥିବା ଜଣାପଡିଛି ।
!-->!-->!-->!-->…
Read More...
Read More...
ହ୍ଵାଟ୍ସଆପରେ ପୁଲିସ-ଜନତା ଲକଡାଉନ ପ୍ରଶ୍ନୋତ୍ତର
ସମ୍ବଲପୁର : ଜନସାଧାରଣଙ୍କ ମନରେ ଲକଡାଉନ ଓ କରୋନା / କୋଭିଡ-୧୯ ବିଷୟରେ ଜନସାଧାରଣଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ରହିଛି ଓ ସେମାନେ ଏ ସବୁର ଉତ୍ତର ଖୋଜି ପାଉନାହାନ୍ତି । ସେମାନଙ୍କ ଏସବୁ ପ୍ରଶ୍ନର ଉତ୍ତର ଦେବାପାଇଁ ଜିଲ୍ଲା ପୁଲିସ ଅଣ୍ଟା ଭିଡି ବାହାରିଛି । ଏଥିପାଇଁ ଟ୍ବିଟର ଜରିଆରେ!-->…
Read More...
Read More...
ଲୁଣ ମିଳୁନଥିବା ଗୁଜବ : ବୌଦ୍ଧରେ ଲୁଣ ଦର ଦୁଇଗୁଣା ବୃଦ୍ଧି
ବୌଦ୍ଧ:ଓଡିଶାର ବିଭିନ୍ନ ଜିଲ୍ଲାରେ ଖାଇବାଲୁଣ ଦରରେ ଅହେତୁକ ବୃଦ୍ଧି ଖବର ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଆଜି ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲସେଲରମାନେ ଲୁଣର ଦାମ ବଢାଇ ଦେଇଥିବା ଅଭିଯୋଗ ହୁଏ । ଅଧ କିଲୋଗ୍ରାମ ଓ ଏକ କିଲୋଗ୍ରାମ ପ୍ୟାକେଟ ବିଶିଷ୍ଟ ଖାଇବା ଆୟୋଡିନ ଲୁଣର!-->…
Read More...
Read More...
ଲକ୍ଡାଉନ ସମୟରେ ବିଦ୍ୟୁତ ବିଭାଗର ବିଲ୍ ଚିନ୍ତା !
ବୌଦ୍ଧ:ଲକଡାଉନ ଲାଗି ସାଧାରଣ ଜନତାଙ୍କ ଜୀବନଯାତ୍ରା ଠପ୍ ହୋଇପଡିଥିବାବେଳେ ବିଦ୍ୟୁତ ବିଭାଗକୁ ଘାରିଛି ଗ୍ରାହକଙ୍କ ଠାରୁ ବିଲ୍ ଆଦାୟ ଚିନ୍ତା । ମାର୍ଚ୍ଚମାସର ବିଲ୍ ଯାହା ଥିଲା ଅପ୍ରେଲ ମାସରେ ମଧ୍ୟ ସେତିକି ଟଙ୍କା ଗ୍ରାହକ ପୈଠ କରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ । ଯେମିତି ମେ ମାସ!-->…
Read More...
Read More...
ଠକ ଗିରଫ : ଋଣ ଓ ଚାରା ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ପୋଲିସ୍ ଜଣେ ଠକକୁ ଗିରଫ କରିଛି । ଠିକ୍ ଜଣକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ଗ୍ରାମର ଭିମରାଜ ନାୟକ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଘଟଣା ପ୍ରକାରେ ଠକ ଭିମରାଜ ନିଜକୁ ITDA(ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା)ର କର୍ମଚାରୀ କହି ଦୀର୍ଘଦିନ!-->…
Read More...
Read More...
ଗୋଟିଏ ହାତ ନ ଥାଇ ସନ୍ତାନ ଜନ୍ମ
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଆଜି ବାତାଗୁଡା ସ୍ବାସ୍ଥ୍ୟ ସେବା ସେଣ୍ଟର ରେ ବଳିମାହା ଗ୍ରାମର ମାନନ୍ତି ମଲ୍ଲିକ ସ୍ବାମୀ ପ୍ରୋମେ ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ ।ମାନନ୍ତିର ପୁତ୍ର ସନ୍ତାନଟି ଧରାପୃଷ୍ଟ କୁ ଆସିଥିଲେ। ପୁଅ ଟି ଦେଖିବାକୁ ଅତି ସୁନ୍ଦର୍ ଗୋଲଗୋଲ କିନ୍ତୁ!-->…
Read More...
Read More...
ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ୟୁଥ ଅଫ କନ୍ଧମାଳ
କନ୍ଧମାଳ,:କରୋନା ମହାମାରୀ କୁ ସଂକ୍ରମଣ ନହେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ରେ 3ଟି ପର୍ଯାୟ ରେ ଲକଡାଉନ ଦୀର୍ଘ ଦିନ ହେବା ଯୋଗୁଁ କେତେକ ଗ୍ରାମବାସୀ କାମ ଧନ୍ଦା କରିବା କୁ ଯାଉ ନାହାନ୍ତି ।ସହର ଅପେକ୍ଷା ଗ୍ରାମ ଗୁଡିକରେ କରୋନା ଭୟ ବେଶି ଦେଖା ଦେଇଛି ,ତେଣୁ କାମକୁ!-->…
Read More...
Read More...
ଆଉ ୪୮ ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଲା
ଭୁବନେଶ୍ୱର : ପ୍ରବାସୀ ଓଡିଆଙ୍କ ଆଗମନ ବଢିଚାଲିଛି । ଏପଟେ ରାଜ୍ୟରେ ତାଳ ଦେଇ କରୋନା ପଜିଟିଭ ଗ୍ରାଫ୍ ମଧ୍ୟ ଉପରମୁହାଁ ହୋଇଛି । ଆଜି ସକାଳୁ ପୁଣି ୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ରାଜ୍ୟରୁ । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା!-->…
Read More...
Read More...
୪୩ଦିନ ପରେ ବୌଦ୍ଧରୁ ନିଜ ରାଜ୍ୟକୁ ଗଲେ ଶ୍ରମିକ
ବୌଦ୍ଧ:ଲକଡାଉନ ସମୟରେ ଗତ ମାର୍ତ୍ତମାସ ୩୦ ତାରିଖରୁ ପ୍ରାୟ ୪୩ଦିନ ଧରି ବୌଦ୍ଧରେ ଫସିରହିଥିବା ୩୧ଜଣ ପ୍ରବାସୀ ଶ୍ରମିକ ଆଜି ମଧ୍ୟପ୍ରଦେଶ ଯାତ୍ରା କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ କାମ କରୁଥିବା ୩୧ଜଣ ଶ୍ରମିକ ଲକଡାଉନ ଘୋଷଣା ପରେ ଚାଲିଚାଲି ନିଜ ରାଜ୍ୟ ମଧ୍ୟପ୍ରଦେଶକୁ!-->…
Read More...
Read More...
ଗାଁରେ ଆନ୍ଧ୍ର ଫେରନ୍ତା କପାଚାଷୀ, ଲୋକେ ଆତଙ୍କିତ
ବୌଦ୍ଧ:- ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମକୁ ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ୨ଜଣ କପାଚାଷୀଙ୍କ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋପିନାଥପୁର ଗ୍ରାମରେ ପ୍ରାୟ ୧୫!-->…
Read More...
Read More...