Browsing Category

ରାଜ୍ୟ

ବୌଦ୍ଧରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ : ଗତକାଲି ତିନିଜଣଙ୍କ ପାଖରେ କରୋନା ପଜିଟି ବାହାରିଥିବା ବେଳେ ଆଜି ଆଉ ଜଣଙ୍କ ଦେହରେ କରୋନା ଭୂତାଣୁ ବାହାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନୂତନ କରୋନା ରୋଗୀ ଜଣକ ସୁରଟ ଫେରନ୍ତା ଓ ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେରହିଥିଲେ ।
Read More...

୮ ଜୁଆଡ଼ି ଗିରଫ

କନ୍ଧମାଳ ଫିରିଙ୍ଗିଆ ଥାନା ଦ୍ୱାରା ଗତକାଲି ରାତିରେ ଏକ ଘରେ ଜୁଆ ଖେଳ ଚାଲିଥିବା ବେଳେ ଫିରିଙ୍ଗିଆ ପୋଲିସ ଚଢ଼ାଉ କରିଥିଲେ I ୮ ଜଣକୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକଲ, ନଗଦ 26038 ଟଙ୍କା ଜବତ କରିଥିଲେ I ଗିରଫ ହୋଇଥିବା ୮ ଜଣ ହେଲେ ଶ୍ରାବଣ କୁମାର ନାୟକ (30),
Read More...

ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର :   ରାଜ୍ୟରେ ପୁଣି ଆଉ ୩ଜଣ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ମାମଲା ୩୯୪କୁ ବୃଦ୍ଧି ପାଇଛି । ନୂଆକରି ଚିହ୍ନଟ ହୋଇଥିବା ସଂକ୍ରମିତମାନେ କଟକ, ଯାଜପୁର ଓ ମୟୂରଭଞ୍ଜର ବୋଲି ଜଣାପଡିଛି ।
Read More...

ବିଜେଡି ଯୁବ ସଭାପତି ଗରିବ ଲୋକଙ୍କୁ ବାଣ୍ଟିଲେ ଅତ୍ୟାବଶ୍ୟକ ଦ୍ରବ୍ୟ

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ଉପଲଡା ଗ୍ରାମ ପଞ୍ଚାୟତ ଠାରେ ବିଜେଡି ଯୁବ ସଭାପତି ଏସ୍.ଲିଙ୍ଗରାଜ ଗରିବ ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ ପନି ପରିବା ଯୋଗାଇ ଦେବା ସହ ମାସ୍କ ମଧ୍ୟ ବଣ୍ଟନ କରିଛନ୍ତି । ଲୋକଙ୍କୁ ମାସ୍କ ଦେଇ ସଚେତନତା କରାଇଛନ୍ତି। ମାସ୍କ ପିନ୍ଧନ୍ତୁ ଘରେ ରୁହନ୍ତୁ ଆବଶ୍ୟକ
Read More...

ଭୁବନେଶ୍ୱର ବିମାନବନ୍ଦର ‘ନନ୍‌ଟଚ୍‌’ ହେବା ନେଇ ନିଷ୍ପତ୍ତି

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନାର କରାଳ ରୂପ ଉଗ୍ର ହେଉଥିବା ବେଳେ ଦେଶରେ ତଥା ଆମ ରାଜ୍ୟରେ ଏହା ଏକ ସନ୍ଦିକ୍ଷଣରେ ପହଞ୍ଚିଛି । କରୋନା ପଜିଟିଭରେ ଆମ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓଡିଶା ହଟସ୍ପଟ୍ ହେବାର ଆଶଙ୍କା ବ୍ୟକ୍ତ କରିଥିବା ବେଳେ କରୋନା ଏବେ ଓଡିଶାରେ ଲମ୍ବା ଡିଆଁ
Read More...

ଭୁବନେଶ୍ୱର ଏମ୍ସର ୪ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ଚାରିଜଣ ଡାକ୍ତର ତଥା କରୋନା ଯୋଦ୍ଧାଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ ପଠାଯାଇଛି । ଡାକ୍ତରଙ୍କ ସହିତ ଦୁଇ ଆଟେଣ୍ଡେଣ୍ଟଙ୍କୁ ମଧ୍ୟ କ୍ୱାରେଣ୍ଟାଇନ ନିର୍ଦ୍ଦେଶ ଦିଆଯାଇଛି । ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଏହି କରୋନା ଯୋଦ୍ଧାମାନେ ଚିକିତ୍ସା
Read More...

୨୦ଦିନରେ ଦେଖା ସରିବ ମାଟ୍ରିକ ଖାତା, ଜୁଲାଇ ଶେଷ ସୁଦ୍ଧା ଫଳ

ଭୁବନେଶ୍ୱର : ଆସନ୍ତା ମଇ ୨୦ ତାରିଖଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏବଂ ୨୦ ଦିନ ମଧ୍ୟରେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ କରାଯାଇ ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ସୂଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା
Read More...

ରେଲୱେ ଟିକେଟ ପାଇଁ ବୁକିଂ ଆରମ୍ଭ ହେଲା

ଭୁବନେଶ୍ୱର : ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ଅପରାହ୍ନ ୪ଟାରୁ ଆଇଆର୍‌ସିଟିସି ସାଇଟ୍‌ରେ ଅନଲାଇନ ରେଳ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଏହି ସମୟରେ ପୂର୍ବ ପ୍ରଚଳିତ କୌଣସି ରେଳ ଷ୍ଟେସନରେ କାଉଣ୍ଟର ଖୋଲା ରହିବ ନାହିଁ । ଯେଉଁ ଯାତ୍ରୀମାନେ ରେଳ ଯାତ୍ରା
Read More...

ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଏଆଇଟିୟୁସି (ବୌଦ୍ଧ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ…

ବୌଦ୍ଧ: ଆଜି ଏଆଇଟିୟୁସି ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ, ସଂପାଦକ ଅବକାଶ ସାହୁ, ମା ଭୈରବୀ ବସକର୍ମଚାରୀ ସଂଘ ପକ୍ଷରୁ ସାଧାରଣ ସଂପାଦକ ଦିଲ୍ଲିପ କୁମାର ସାହୁ, ପ୍ରଫୁଲ୍ଲ ନାଏକ, ପ୍ରଦୀପ କୁମାର ସାହୁ, ଅରକ୍ଷିତ
Read More...

କରୋନା ସଂକଟରେ ଅଭିନବ ବାହାଘର : ଭିଡିଓ କଲ ଜରିଆରେ ହେଲା କନ୍ୟାଦାନ

ସମ୍ବଲପୁର: କରୋନା ସଂକଟ କାଳରେ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି ଓ ଲୋକେ ସମୟାନୁସାରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେଉଛନ୍ତି । ଏପରି ଏକ ବିଚିତ୍ର ବାହାଘର ସ୍ଥାନୀୟ ମୁଦିପଡାରେ ଲକଡାଉନର ସମସ୍ତ କଟକଣା ଓ ସାମାଜିକ ଦୂରତା ନିୟମକୁ ଅକ୍ଷରେ ଅକ୍ଷରେ ପାଳନ
Read More...