Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୮୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ,ଚାଲାଣକାରୀ ଫେରାର୍
ବାଲିଗୁଡ଼ା: ଗଞ୍ଜଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ନାଡ଼ାପାଟାଙ୍ଗ ନିକଟରୁ ୧୮୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ କରିଛି ପୋଲିସ୍ । ସେପଟେ ପୋଲିସ୍ କୁ ଦେଖି ଗଞ୍ଜଇ ଭର୍ତ୍ତି ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଛନ୍ତି ଚାଲାଣ କାରୀ । ସୂଚନା ପ୍ରକାରେ ବାଲିଗୁଡ଼ା ଡିଏସପି!-->…
Read More...
Read More...
ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ୍ ଆୟୋଜିତ
ବୌଦ୍ଧ - ବୌଦ୍ଧ ଅଗ୍ନିଶମ ବିଭାଗ ତରଫରୁ ଆଜି ବୌଦ୍ଧ ଟାଉନ୍ ହଲ୍ ପରିସରରେ ଥିବା ଭିକାରୀ କଳା ମଣ୍ଡପରେ ପ୍ରାକୃତିକ ବିପର୍ଯୟ ପରିଚାଳନା ସମ୍ପର୍କିତ ମକଡ୍ରିଲ୍ ଓ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଛାତ ଘରର ଉପର ମହଲାରେ ନିଆଁ ଲାଗିଲେ ଓ ଗ୍ୟାସ୍ ସିଲିଣ୍ଡରରେ!-->!-->!-->…
Read More...
Read More...
ବ୍ରହ୍ମପୁର ସାଂସଦଙ୍କ ଗଜପତି ଗ୍ରସ୍ତ
ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗଜପତି ଗ୍ରସ୍ତ ରେ ଆସି ଫେରି ଯାଇଛନ୍ତି । ସେ ତାଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କଭିଡ ସ୍ଥିତି ର ସମୀକ୍ଷା କରିଥିଲେ ।ଏହି ସମୟରେ ସାଂସଦ ଶ୍ରୀ ସାହୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପୋର୍କ ଦୋଳୀୟ ନେତା ମାନଙ୍କ ସହ ରେ!-->…
Read More...
Read More...
ଆଜି ଭୁବନେଶ୍ୱରରେ ୭ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ପ୍ରତିଦିନ କରୋନା ଆକ୍ରାନ୍ତ ପଜିଟିଭ ସଂଖ୍ୟା ଲମ୍ବା ଡିଆଁ ଡେଇଁ ଡେଇଁ ଚାଲିଛି । ଥମିବାର ନା' ଧରୁନାହିଁ । ରାଜ୍ୟ ସରକାରଙ୍କର ପ୍ରୟାସ ଆକ୍ରାନ୍ତ ରୋକିବା ପାଇଁ ଜାରି ରହିଥିଲେ ମଧ୍ୟ ତାହା କରୋନା ଭାଇରସ ସତେ ଯେପରି କିଛି ମାନୁନାହିଁ । ପ୍ରବାସୀମାନେ ଓଡିଶା ଫେରିବା ପରେ!-->…
Read More...
Read More...
ଦଖଲରେ ଭୂମିହୀନ, ପଟ୍ଟା ମିଳୁଛି ଅନ୍ୟକୁ !
ବୌଦ୍ଧ : ହରଭଙ୍ଗା ତହସିଲର ବିଭିନ୍ନ ରାଜସ୍ୱ ସର୍କଲର ବିଭିନ୍ନ ଗ୍ରାମରେ ଥିବା ଅନାବାଦି ଜମିକୁ କିଛି ଭୂମିହୀନ ଲୋକ ଦଖଲ କରି ଚାଷବାସ କରିଆସୁଛନ୍ତି । ଯୋଗ୍ୟ ଜବରଦଖଲକାରୀଙ୍କୁ ସରକାରଙ୍କ ନିୟମ ଆଧାରରେ ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାନଯାଇ ଅନ୍ୟ ଲୋକଙ୍କୁ ସେହି!-->…
Read More...
Read More...
ହୀରାକୁଦ ଜଳସ୍ତର ୬୧୦ଫୁଟ ଟପିଲା
ସମ୍ବଲପୁର: ଉପରମୁଣ୍ଡରେ କିଛି ଭଲ ବର୍ଷା ଯୋଗୁଁ ବିଶ୍ୱପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ଜଳସ୍ତରରେ ବର୍ତ୍ତମାନ ଆଖିଦୃଶିଆ ବୃଦ୍ଧି ଘଟୁଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୧୦.୧୫ ଫୁଟ ରେକର୍ଡ କରାଯାଇଛି, ଯାହାକି ଗତ!-->…
Read More...
Read More...
ଗଜପତିରେ ପୁଣି ୨୮ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତିରେ ୨୮ଟି କରୋନା ପଜିଟିଭଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯ ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ୨ ଜଣ ଆନ୍ଧ୍ର ପ୍ରଦେଶରୁ, ୭ ଜଣତେଲେଙ୍ଗାନାରୁ ଫେରନ୍ତା ଅଟନ୍ତି । ଏହି ୨୮ ଜଣଙ୍କର ସ୍ୱାବ ସଂଗ୍ରହ!-->…
Read More...
Read More...
ଜମି ବିବାଦରୁ ପିଉସୀ ପୁଅ ଭାଇକୁ ବିଭତ୍ସ ହତ୍ୟା
ସମ୍ବଲପୁର: ଘରଡିହ ଜମି ବିବାଦରୁ ଦୁଇଜଣ ମିଶି ନିଜ ପିଉସୀ ପୁଅ ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଏହି ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ତଳିମାଲ ଗାଁରେ ଘଟିଯାଇଛି । ମୃତ ବ୍ୟକ୍ତିକୁ ଉକ୍ତ ଗାଁର ବିଲାସନ ମୁଣ୍ଡା ଓରଫ ପୁଚୁ (୨୮) ରୂପେ ଚିହ୍ନଟ!-->…
Read More...
Read More...
କଂଗ୍ରେସ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ
ବୌଦ୍ଧ : କଂଗ୍ରେସ ଦଳର ରାଷ୍ଟ୍ରୀୟ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ଆଜି ବିଭିନ୍ନ ଖାଦ୍ୟ ସାମଗ୍ରୀ ସହିତ ବିଶୋଧକ ସାମଗ୍ରୀ ବଣ୍ଟନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ନବ ମିଶ୍ରଙ୍କ ଦ୍ୱାରା ଗରୀବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଓ ମାସ୍କ, ସାବୁନ ଏବଂ ସାନିଟାଇଜର ବଣ୍ଟନ!-->…
Read More...
Read More...
ରାଜ୍ୟରେ ପୁଣି ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଦ୍ରୁତଗତି ରେ ବୃଦ୍ଧି ପାଇଛି । ଆଜି ପୁଣି ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୫ଜଣ ସ୍ଥାନୀୟ ବାସିନ୍ଦା!-->…
Read More...
Read More...