Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ସମ୍ବଲପୁର:କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶ ଲକଡ଼ାଉନରେ ରହିଛି । ଲକଡାଉନ ଦ୍ୱାରା ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ରେ ସମାଜର ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି । ବିମାନ ସେବା ଓ ରେଳ ସେବା ଭଳି ସମସ୍ତ ସରକାରୀ ଓ ଘରୋଇ ବସସେବା ମଧ୍ୟ ବନ୍ଦ ରହିଛି ।!-->…
Read More...
Read More...
ପାଣି ପାଇପ୍ ପାଇଁ ଗାତ ଖୋଳା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବୃହତ ପାନୀୟ ଜଳ ପ୍ରକଳ୍ପର ପାଇପ୍ ପୋତା ପାଇଁ ଏଲ୍ ଏଣ୍ଡ ଟି ଠିକା ନେଇଥିବା ବେଳେ ରାସ୍ତାବାଟ ଖୋଳି ପକାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୁଏ । ଏହି କଂପାନୀର ହରକତ ଯୋଗୁଁ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।!-->…
Read More...
Read More...
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ
ବୌଦ୍ଧ:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଚାରିଛକ-ଫୁଲବାଣୀ ଜାତୀୟ ରାଜପଥରେ ଗେଟାମୁଣ୍ଡା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଏକ କାର୍ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ପିବି୦୩ଏୱାଇ୨୦୧୮ ନମ୍ବର ବିଶିଷ୍ଟ ଏକ କାର୍ ଚାରିଛକ ନିକଟରୁ ପ୍ରାୟ ୩କି.ମି ଦୂରରେ!-->…
Read More...
Read More...
ଅଭିଯୋଗ ଆଣିଲେ ଯୁବତୀ : ସ୍ୱଧାର କେନ୍ଦ୍ରର ଅବ୍ୟବସ୍ଥା ସୁଧୁରିବ କେବେ ?
ବୌଦ୍ଧ:- ବୌଦ୍ଧସହର ଉପକଣ୍ଠ ସରସରା ଗ୍ରାମ ପଞ୍ଚାୟତର ନାରାୟଣପୁର ଗ୍ରାମରେ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ୱାଶ୍ରୋ ଏକ ସୁଧାର କେନ୍ଦ୍ର ଦୀର୍ଘବର୍ଷ ହେଲା ଚଳାଇଛି । ଅସହାୟ ନିର୍ଯ୍ୟାତିତା ମହିଳାମାନଙ୍କୁ ପ୍ରଶାସନ, ପୋଲିସ ଓ ଅଦାଲତ ନିର୍ଦ୍ଦେଶରେ ଏଠାରେ ସାମୟିକ ଭାବରେ!-->…
Read More...
Read More...
ପଟିଦିଅଁରେ ପୂଜା ପାଇଲେ ତିନି ଠାକୁର
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପଟିଦିଅଁ ରେ ତିନିଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳେ ଓ ସନ୍ଧ୍ୟାରେ ଠାକୁରଙ୍କ ନୀତିକାନ୍ତି ପୂଜା ଓ ସନ୍ଧ୍ୟା ଆଳତୀ ଦର୍ଶନ ସକାଶେ ସାମାଜିକ ଦୂରତା ରକ୍ଷା କରି ଭକ୍ତ ଠାକୁର ଦର୍ଶନ କରୁଛନ୍ତି। କୋଭିଡ଼!-->…
Read More...
Read More...
ଅସହାୟ ଛାତ୍ରୀଙ୍କୁ ସାହାଯ୍ୟର ହାତ ବଢାଇଲା “ଟିମ୍ ପ୍ରକାଶ ‘
ଜେମାଛତର,୧୫ ବର୍ଷର ଆଦିବାସୀ ବାପାମାଆ ଛେଉଣ୍ଡ ଝିଅଟିଏ ମଞ୍ଚେଶ୍ଵର୍ ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ରୋଜଗାର କହିଲେ ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ୨୦୦୦ଟଙ୍କାରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା ଦେଇଛି। ସାନଭାଇ ମାନେ ପାଠ ପଢୁଛନ୍ତି।!-->…
Read More...
Read More...
ପାରଳାଖେମୁଣ୍ଡିରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ସକାଶେ ଚଳିତବର୍ଷ ରଥ କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ୱଳ୍ପସଂଖ୍ୟକ କାରୀଗରଙ୍କୁ ଧରି ରଥ ନିର୍ମାଣ ଚାଲିଥିଲା । ତେବେ ଚଳିତ ବର୍ଷ ତିନୋଟି ରଥ ବଦଳରେ ଗୋଟିଏ ରଥ ନିର୍ମାଣ କରାଯାଇଛି।ଗୋଟିଏ ରଥରେ ତିନି!-->…
Read More...
Read More...
କୋଭିଡ ସମ୍ବନ୍ଧିତ ରିପୋର୍ଟକୁ ନେଇ ଜିଲ୍ଲାବାସୀ ଆତଙ୍କିତ !
ବୌଦ୍ଧ: ବୌଦ୍ଧଜିଲ୍ଲାକୁ ଗତକାଲି ସୁଦ୍ଧା ୩୪୭୦ଜଣ ପ୍ରବାସୀ ଫେରିଥିବା ଓ କ୍ୱାରେଣ୍ଟାଇନ ଅବଧି ପୂରଣକରି ୩୧୨୮ଜଣ ପ୍ରବାସୀ ଘରକୁ ଚାଲିଯାଇଥିବା ତଥ୍ୟ ଜିଲ୍ଲାପ୍ରଶାସନ ପ୍ରକାଶ କରିଛି । ସବୁଠାରୁ ଆତଙ୍କିତ ହେବାର କାରଣ ହେଉଛି ଜିଲ୍ଲାକୁ ୩୪୭୦ ଜଣ ପ୍ରବାସୀ ଇତିମଧ୍ୟରେ ଫେରିଥିଲେ ମଧ୍ୟ!-->…
Read More...
Read More...
ରାଜ୍ୟରେ ପୁଣି ୧୪୬ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୧୪୬ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
Read More...
Read More...
ଘଣ୍ଟାପଡାରେ ଝଡ ତୋଫାନ, ବ୍ୟାପକ କ୍ଷତି
ବୌଦ୍ଧ : ଆଜି ଅପରାହ୍ନରେ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଅଂଚଳରେ ବ୍ୟାପକ ଝଡତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ହଠାତ୍ ପ୍ରବଳ ବେଗରେ ପବନ ବହିବା ଯୋଗୁଁ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଯିବା ସହ ବଡ ବଡ ଗଛ ଗୁଡିକ!-->…
Read More...
Read More...