Browsing Category

ରାଜ୍ୟ

ଡେଙ୍ଗୁ ମ୍ୟାଲେରିଆ, ଡାଇରିଆ ଉପରେ ସଚେତନତା କଲେ ପୁଷ୍ପାଞ୍ଜଳି ପଣ୍ଡା

ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ବି ସୀତାପୁର ଗ୍ରାମରେ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଗ୍ରାମବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ,ଡାଇରିଆ ଉପରେ ଲୋକଙ୍କୁ ସଚେତନତା କରିବା ସହ କୋଭିଡ-୧୯ ଉପରେ ମଧ୍ୟ ସଚେତନତା କରିଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧିବା ସାନିଟାଇଜର
Read More...

ଜିଲ୍ଲାପାଳ ତଦାରଖ କଲେ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନା ଆଜି ସ୍ଥାନୀୟ କଲେଜଛକ ଠାରେ ଏକ କାର୍ଯ୍ୟଯୋଜନା ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିଛନ୍ତି ଯେ ସେଠାରୁ ଏଲଏନ ଗଳି ଦେଇ ଟାଙ୍ଗନା ନାଳା ପର୍ଯ୍ୟନ୍ତ ବନ୍ୟାଜଳ କିପରି ସୁରୁଖୁରୁରେ ନିଷ୍କାସିତ ହୋଇ ପାରିବ । ତାଙ୍କ ସହିତ ଅଧିନସ୍ଥ
Read More...

ବିଶ୍ୱ ମରୁଭୂମି ଓ ଜଳାଭାବ ପ୍ରତିରୋଧ ଦିବସ ପାଳନ

ବୌଦ୍ଧ : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବୌଦ୍ଧ ବନାଞ୍ଚଳ ଅନ୍ତର୍ଗତ ବୀରନରସିଂହପୁର ଠାରେ ବୌଦ୍ଧ ରେଞ୍ଜ ତରଫରୁ ଆୟୋଜିତ ବିଶ୍ୱ ମରୁଭୂମି ଓ ଜଳାଭାବ ପ୍ରତିରୋଧ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସୁଚିନ୍ତିତ ମତାମତ ସଚେତନତା ସୃଷ୍ଟି ହୋଇଥିଲା । ବୌଦ୍ଧ ବନଖଣ୍ଡ ସହକାରୀ ବନ ସଂରକ୍ଷକ
Read More...

ପାଲଝାର କୃଷିଫାର୍ମରେ ଦୁର୍ନୀତି, ଆୟଠାରୁ ବ୍ୟୟ ଦଶଗୁଣ !

ବୌଦ୍ଧ : କୃଷି ବିଭାଗ ଅଧିନରେ ଥିବା ବଘିଆପଡା ନିକଟ ପାଲଝାର କୃଷି ଫାର୍ମରେ ବର୍ଷ ବର୍ଷ ଧରି ଚାଲିଥିବା ଦୁର୍ନୀତିର ଏବେ ଗୁମର ଖୋଲିବାରେ ଲାଗିଛି । ପ୍ରାୟ ୩୦ହେକ୍ଟର ଜମିରେ ହେଉଥିବା ଧାନଚାଷରେ ସରକାର ଯେତେ ଟଙ୍କା ଖର୍ଚ୍ଚ କରିଥାନ୍ତି ତାହା ତୁଳନାରେ ଆୟ ମାତ୍ର ୧୦ ପ୍ରତିଶତ ହେଉଥିବା
Read More...

୪୫୨ ବର୍ଷ ଇତିହାସରେ ୩୨ଥର ବନ୍ଦ ହୋଇଥିଲା ରଥଯାତ୍ରା, ଜାଣନ୍ତୁ କେଉଁ ବର୍ଷ ଓ କାହିଁକି

ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ ବୋଲି ସୂଚନା ମିଳିଛି ।
Read More...

ସହିଦ୍ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଟିମ୍ ସଂକଳ୍ପ ଓ କ.ନୂଆଗାଁ ବ୍ଲକ୍ ସାରଙ୍ଗଡଠାରେ ଟିମ୍ ହ୍ବୁମାନିଟି ଓ ସାରଙ୍ଗଡ ଓ ବଣ୍ଡଗୁଡା ପଞ୍ଚାୟତ ର ଅଞ୍ଚଳ ବାସୀଙ୍କ ପକ୍ଷରୁ ଭାରତ-ଚିନ୍ ସିମା ଲଦାଖରେ ଦେଶପାଇଁ ଜୀବନ ବଳୀଦାନ ଦେଇଥିବା କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗ୍ରାମର ସହିଦ
Read More...

ଭୁବନେଶ୍ୱରରୁ ଆଜି ପୁଣି ୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱର ଅଂଚଳରୁ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ସଂଗରୋଧ ଓ ୫ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ୫ଜଣ ସ୍ଥାନୀୟ ଅଂଚଳ ସଂକ୍ରମିତଙ୍କ ମଧ୍ୟରୁ ତିନିଜଣ କୋଭିଡ ହସ୍ପିଟାଲର କର୍ମଚାରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨ଜଣ
Read More...

ରଥଯାତ୍ରା ବନ୍ଦକୁ ନେଇ ଏମିତି କହିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି ଯେ, ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା । ମୁକ୍ତିମଣ୍ଡପ ଓ ଶଙ୍କରଚାର୍ଯ୍ୟଙ୍କ ସହ କଥା ହୋଇ ଏ ସଂପର୍କରେ ନିଷ୍ପତ୍ତି
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ହେବନି ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟର କୌଣସି ସ୍ଥାନରେ ଘୋଷଯାତ୍ରା ତଥା ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କେବଳ ପୁରୀରେ ନୁହେଁ, ସାରା ଓଡିଶାରେ କୌଣସି ଠାରେ ରଥ ଗଡିବ ନାହିଁ ।
Read More...

ସ୍ଥାନୀୟ ମୌଳିକ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ସହିତ ବିଧାୟକଙ୍କ ଆଲୋଚନା

ସମ୍ବଲପୁର :ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡିକର ସ୍ଥାୟୀ ଓ ଶୀଘ୍ର ସମାଧନ ପାଇଁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନାଙ୍କ ସହିତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଆଲୋଚନା କରିଛନ୍ତି । ଏହି ସମୟରେ ମହାନଗର ନିଗମ ଅଧ୍ୟକ୍ଷା
Read More...