ଓଡିଶାରେ ହୋଇନି ଗୋଷ୍ଠୀ ସଂକ୍ରମଣ

0 100

ଭୁବନେଶ୍ୱର,୧/୭- ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନି । ହେଲେ କଂଟେନମେଂଟ ଜୋନ୍ ର ଆବଶ୍ୟକତା ରହିଛି । ଯେଉଁଠି ଗୋଟେ କେଶ, ସେଠି କଂଟେନମେଂଟ ହେବନି । ଅଧିକ କେସ ଗୋଟେ ଏରିଆରୁ ଆସିଲେ କଂଟେନମେଂଟ ହେବ । ଟେଷ୍ଟ ଓ କଂଟେନମେଂଟ ରହିବ । ୫୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଜଣେ ନୋଡାଲ ଅଫିସର ସବୁ ସରକାରୀ ବିଭାଗରେ ରହିବେ । ସେମାନେ ଦେଖିବେ କୋଭିିଡ଼ ନିୟମ ପାଳନ ହେଉଛି ନା ନାହିଁ । ଏବେଠାରୁ ଜୁଲାଇର ସ୍ଥିତି ଆକଳନ କରିହେବନି କାରଣ ଏହା ବଢୁଛି । ଆଜିଠାରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ । ଆରଏମଆରସି ଏ ସମ୍ପର୍କରେ ମତାମତ ଦେବ ବୋଲି ଜନସ୍ୱାସ୍ଥ୍ୟ ନିଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten + fifteen =