Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କମିଶନରେଟ୍ ପୁଲିସ୍ କୁ ବଡ଼ ସଫଳତା, କବଜାକୁ ଆସିଲେ ଆପାର୍ଟମେଣ୍ଟ ଲୁଟେରା
ଭୁବନେଶ୍ୱର: କମିଶନରେଟ୍ ପୁଲିସ୍ କୁ ବଡ଼ ସଫଳତା । ପୁଲିସ୍ ହାତରେ ଲାଗିଛନ୍ତି ଆପାର୍ଟମେଣ୍ଟ ଲୁଟେରା । କମିଶନରେଟ୍ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଗତ କିଛିଦିନ ହେବ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରେ ଲୁଟ୍ କରି ଆତଙ୍କ!-->…
Read More...
Read More...
ବିଶାଳ ପରିକ୍ରମା ପ୍ରକଳ୍ପ ପଦଯାତ୍ରା, ସାମିଲ ହେଲେ ୧୦ହଜାର ଛାତ୍ର ଓ ଯୁବକ
ପୁରୀ : ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ପ୍ରକଳ୍ପ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଆଜି ବିଶାଳ ପରିକ୍ରମା ପ୍ରକଳ୍ପ ଯାତ୍ରା କରାଯାଇଛି ।ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ହଜାର ଛାତ୍ର, ଯୁବକଙ୍କୁ ଏହି ବିଶାଳ ପଦଯାତ୍ରା!-->…
Read More...
Read More...
ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ତାଲିକା ଘୋଷଣା କଲା ବିଜେପି
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା କରାଯାଇଛି । ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି । ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ!-->…
Read More...
Read More...
ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗୃହିତ
ବୌଦ୍ଧ,୧୭/୧: ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ବୌଦ୍ଧ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ଆଜି ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲ୍ଲା ସଂଯୋଜକ ସଂଜିବ କୁମାର!-->…
Read More...
Read More...
ମହାରାଜା ହାଇସ୍କୁଲର ପୁରାତନ ଛାତ୍ରଙ୍କର ବନ୍ଧୁମିଳନ
ସୁବର୍ଣ୍ଣପୁର,୧୭/୧:- ଜୀବନର ବାସ୍ତବତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବନ୍ଧୁମିଳନ ଏକାନ୍ତ ଆବଶ୍ୟକ । ବନ୍ଧୁ ମିଳନ ପାରିବାରିକ ସଂଯୋଗକୁ ମଜବୁତ କରି ରଖେ ବୋଲି ଆଜି ମହାରାଜା ହାଇସ୍କୁଲର ୧୯୬୮ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି!-->…
Read More...
Read More...
ମହାନଦୀ ଆଳତୀ ଘାଟରେ ଗୌରବାବୁଙ୍କ ସ୍ମୃତିଚାରଣ ସଭା
ବୌଦ୍ଧ,୧୭/୧ - ବୌଦ୍ଧଜିଲ୍ଲାର ସ୍ୱାଭିମାନୀ ମଣିଷ ଗୌରମୋହନ ମିଶ୍ରଙ୍କ ବିୟୋଗରେ ଜନସାଧାରଣଙ୍କ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍ ଗୁରୁପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସଚ୍ଚିଦାନନ୍ଦ ଦଲାଲ, ବିଶ୍ୱେଶ୍ୱର ପୃଷ୍ଟି, ମାଗୁଣି!-->…
Read More...
Read More...
ରସୁଲପୁର ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ
ଯାଜପୁର,୧୬/୧:- ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଞ୍ଚିି ସେମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ପ୍ରଧାନ ଲକ୍ଷ୍ୟ ଅଟେ । ଏଣୁ ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଉଥିବା ଜିଲ୍ଳ୍ାର ସମସ୍ତ ଅଧିକାରୀମାନେ ନିଷ୍ଠା ଓ ସହୃଦୟତାର ସହ କାର୍ଯ୍ୟ!-->…
Read More...
Read More...
ଇଭିଏମ୍ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନାର ରଥ ଶୁଭାରମ୍ଭ
ପାରଳାଖେମୁଣ୍ଡି,୧୬/୧:- ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ ର ବ୍ୟବହାର କରି କିଭଳି ଭୋଟଦାତା ଗଣ ନିଜର ମତ ସାବ୍ୟସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା ରଥ ସମଗ୍ର ଜିଲ୍ଲାରେ ସଚେତନତା କରିବ । ଏଥି ନିମନ୍ତେ ଆଜି ଗଜପତି!-->…
Read More...
Read More...
ସୋନପୁର ଜୁଡୋ ଏଣ୍ଡ କରାଟେ ସ୍କୁଲର ଜାତୀୟସ୍ତରରେ ସଫଳତା
ସୁବର୍ଣ୍ଣପୁର,୧୬/୧:- ଚଳିତମାସ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାୟଗଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସମେତ ୧୨ଟି ରାଜ୍ୟର ମୋଟ ୨୬୯ଜଣ ପ୍ରତିଯୋଗୀ ଏବଂ ୧୦୦ଜଣ ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ!-->…
Read More...
Read More...
ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତିଲେଶ୍ୱର କପ୍ : ବି ଏସ ଏଫ ସୋନପୁର ଚାମ୍ପିୟାନ
ହରଭଙ୍ଗା୧୬/୦୧:- ଫ୍ରେଣ୍ଡଆସୋସିଏସନ ତିଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ ୨୦୨୪ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଲ ବାହାଦୁର ବିଦ୍ୟାପୀଠ ଫକୀର ଚରଣ ଖେଳ ପଡିଆଠାରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ଜେଡି କ୍ଳବ ଫୁଲବାଣୀ ଭରସେଶ ବିଏସଏଫ କ୍ଳବ!-->…
Read More...
Read More...